Feb 22, 2025, 09:09 IST

ରାତିରେ ତାଲା ପକେଇ ଗଲି ସକାଳୁ ଧୂଆଁ ବାହାରୁଛି ଆଉ ତାପରେ

Vv

ଭୁବନେଶ୍ୱର ରେ ଏଭଳି ଅଗ୍ନିକାଣ୍ଡ ହୋଇଛି ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କେବିନ୍ ଭିତରେ ଆଉ କିଛି ନାହିଁ ସବୁକିଛି ଜଳି ପୋଡ଼ି ନିଆ ଲାଗି ଯାଇଛି। ଭୁବନେଶ୍ବର ରେ ଏକ ବିୟୁଟି ପାର୍ଲର ରେ ସର୍ଟ ସର୍କିଟ ଯୋଗୁଁ ନିଆ ଲାଗି ଯାଇଛି। ଏହି ପାର୍ଲର ର ମାଲିକ କହିଥିଲେ କି ସବୁବେଳେ ଯେମିତି ଦୋକାନ ବନ୍ଦ କରି ଯାଆନ୍ତି ସେଦିନ ମଧ୍ୟ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।
Gv
ହେଲେ ଗତକାଲି ବର୍ଷା ହେବା ସହ ସେହି ଆଖପାଖ ରେ ଖୁବ ଜୋରରେ ଘଡଘଡି ମାରିଥିଲା। ସେହି କାରଣରୁ ନିଆ ଲାଗିଥାଏ ପାରେ ବୋଲି ଏବେ ସନ୍ଦେହ କରା ଯାଉଛି। ଏହି ଘଟଣା ଘଟିବା ସମୟରେ କେହି ହେଲେ ମଧ୍ୟ ସେଠାରେ ଉପସ୍ଥିତ ନଥିଲେ। ହେଲେ କେଉଁଠାରୁ ଏହି ନିଆଁ ଲାଗିଛି ସର୍ଟ ସର୍କିଟ ହୋଇଛି ତାହାର କାରଣ କଣ ତାହା କିଛି ହେଲେ ଜଣା ପଡ଼ି ନାହିଁ। ଧୂଆଁ ଏତେ ଜୋରେ ହୋଇ ଯାଇଥିଲା କି ,
Gg
ଫାୟାର ବ୍ରିଗେଡ ଗାଡି ଆସି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତକୁ ନେଇଥିଲା। ପାର୍ଲର ଟିରେ ଆଉ କିଛି ନାହିଁ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ପାର୍ଲର ର ମାଲିକ ନିଜ ପାର୍ଲର ର ଏଭଳି ଅବସ୍ଥା ଦେଖିବା ପରେ ସେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ଏହି ପାର୍ଲର ରେ ୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ଏହା ନିଆଁରେ ଜଳି ପୋଡି ପାଉଁଶ ହୋଇ ଯାଇଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଏବେ ନିଜ ନିଜର ମତାମତ ଦେଇଛନ୍ତି କି ନିଆଁ ଲାଗିବାର କାରଣ କଣ ହୋଇ ପାରେ। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Advertisement