ରାତି ହେବା ମାତ୍ରେ ଘର ବାରଣ୍ଡାରେ ବସି କାନ୍ଦୁଛି ସ୍ତ୍ରୀ। ମୁଁ କି ଭୁଲ୍ କରିଥିଲି ମୋର ୭ ମାସର ଛୁଆ କି ଭୁଲ୍ କରିଥିଲା ଏମିତି କିଛି କହି ଏବେ ସ୍ତ୍ରୀ ବସି କାନ୍ଦିବାରେ ଲାଗିଛି। ଆଉ ଯେଉଁ ଘର ବାରଣ୍ଡା ରେ ସ୍ତ୍ରୀ ର ର-କ୍ତ ଛିଟା ପଡିଥିଲା ସ୍ତ୍ରୀ ରାତି ହେଲେ ସେଇଠି ବସି ହିଁ କାନ୍ଦୁଛି। ସୌମ୍ୟା ଏବେ କୁଆଡେ ବି ଯାଇନି ସେହି ଘରେ ଅଛି ଆଉ ସେହି ଘର ବାରଣ୍ଡା ରେ ବସି ନିତି କାନ୍ଦିବାରେ ଲାଗିଛି। କାନ୍ଦି କାନ୍ଦି ସ୍ବାମୀଙ୍କୁ ମୋ ଛୁଆକୁ କାହିଁକି ମାରିଲ କହି ପ୍ରଶ୍ନ କରୁଛି।
କେଉଁ ମାଆ ବା ସହିବ ଯେଉଁ ଛୁଆ ପେଟରେ ଥିଲା ଆଉ କିଛିଦିନ ପରେ ବାହାର ଦୁନିଆ ଦେଖିବାକୁ ଆସୁଥିଲା ଆଉ ଯେଉଁ ଛୁଆ ଆଉ କିଛିଦିନ ପରେ ମାଆ ଡାକ ଡାକିବାକୁ ଯାଉଥିଲା ସେହି ଛୁଆକୁ ମଧ୍ୟ ନିଜେ ବାପା ମାରି ଦେଇଥିଲା। ସେଠି କୋଉ ମାଆ ବା ଏହାକୁ ସହି ପାରିବ। ସ୍ତ୍ରୀ ଏବେ ପ୍ରଶ୍ନ ପଚାରୁଛି କି ମୁଁ ଯଦି ପସନ୍ଦ ନଥିଲି ତମେ ମତେ ମାରି ଦେଇ ଥାଆନ୍ତ ହେଲେ ଯେଉଁ ଛୁଆ ମୋର ଦୁନିଆ ଦେଖିନି ତାକୁ କାହିଁକି ମାରିଲ।
ଯାହାକୁ ନେଇ ସ୍ତ୍ରୀ ର ଆତ୍ମା ଏବେ ପ୍ରତିଶୋଧର ନିଆଁରେ ଜଳୁଥିବା ନେଇ ଏବେ ସାହି ପଡିଶା ଲୋକମାନେ କୁହା କୁହି ହେଉଛନ୍ତି। ଖୁବ ଶୀଘ୍ର ସୌମ୍ୟା ମାଆ ହେବାକୁ ଯାଉଥିଲେ ଆଉ ନିଜର ଜନ୍ମକଲା ଛୁଆର ସ୍ନେହ ମଧ୍ୟ ପାଇ ଥାଆନ୍ତା। ସାମାନ୍ୟ ପର ଝିଅ ପାଇଁ ଆଉ ପର ଝିଅର ପ୍ରେମ ପାଇବା ପାଇଁ ଏବେ ସ୍ୱାମୀ ହିଁ ନିଜର ସ୍ତ୍ରୀ ଆଉ ମାଆ ପେଟ ଭିତରେ ଥିବା ସାତ ମାସ କଅଁଳ ଶିଶୁ କୁ ଜୀବନରୁ ଗୁଳି କରି ମାରି ଦେଇଛି।
ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ହେବାରେ ଲାଗିଛି। ଗୋଟେ ସ୍ବାମୀ ତାର ସ୍ତ୍ରୀ ସହ ଆଉ ଗୋଟେ ବାପା ତାର ପିଲା ସହ ଅନ୍ୟ ଏକ ଝିଅ ପାଇଁ ଏଭଳି କରିବ ବୋଲି ତାହା କେହି ହେଲେ ମଧ୍ୟ ଆଶା କରି ନଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।