May 29, 2024, 17:07 IST

ଭଲରେ ଭଲରେ ସରିଲା ରାକ୍ଷୀ ସାୱନ୍ତଙ୍କ ସର୍ଜରୀ ଦେଖନ୍ତୁ କାମ କରୁନି ପାଦ ଏମିତି କହିଲେ ଡାକ୍ତର

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛିଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଥିଲେ ରାକ୍ଷୀ ସାୱନ୍ତ। ଗର୍ଭାଶୟରେ ୧୦ ସେଣ୍ଟି ମିଟରର ଟ୍ୟୁମର ହେଇଥିବାରୁ ତାଙ୍କର କିଛିଦିନ ତଳେ ସର୍ଜରୀ ହେଇଥିଲା। ପ୍ରଥମେ କର୍କଟ ହେଇଥିବା ନେଇ ଡାକ୍ତର ସନ୍ଧେୟ କରିଥିବା ବେଳେ ପରେ କର୍କଟ ହେଇନଥିବା ସ୍ପଷ୍ଟ କରିଥିଲେ ଡାକ୍ତର। ଏହା ସହିତ ଗର୍ଭାଶୟରେ ହେଇଥିବା ୧୦ ସେଣ୍ଟି ମିଟର ଟ୍ୟୁମରର ଅସ୍ତ୍ରୋପଚାର କରିବାକୁ ରାକ୍ଷୀଙ୍କୁ ପରାମର୍ଶ ଦେଇଥିଲେ ଡାକ୍ତର। 
Jj
ଅସ୍ତ୍ରୋପଚାର ସରିବା ପରେ ରାକ୍ଷୀଙ୍କର ପୂର୍ବତନ ସ୍ୱାମୀ ରିତେଶ ତାଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ, ରାକ୍ଷୀ ସାୱନ୍ତଙ୍କ ଅସ୍ତ୍ରୋପଚାର ସଫଳ ହେଇଛି। ଟ୍ୟୁମରଟି ବହୁତ ବଡ ଥିଲା ଯାହାଫଳରେ ରାକ୍ଷୀଙ୍କର ଚେତା ଫେରିନଥିଲା।୩ ଘଣ୍ଟାର ଅପରେସନ ସଫଳ ହେବା ପରେ ରାକ୍ଷୀ ଶୀଘ୍ର ସୁସ୍ଥ ହେବେ ତାଙ୍କୁ ମଜାକ ଉଡାଇଥିବା ଲୋକଙ୍କୁ ସେ ନିଜେ ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ସ୍ବାମୀ। 
ହେଲେ ଏବେ ରିତେଶ ଏକ କ୍ୟାପ୍ସନ୍ ସେୟାର କରି ଲେଖିଛନ୍ତି - "ମୁ ବହୁତ୍ ଖୁସି ରାକ୍ଷୀ ଖୁବଶୀଘ୍ର ଆମ ଘରକୁ ଫେରିବେ"। ଅସ୍ତ୍ରୋପଚାର ପରେ ତାଙ୍କୁ ପ୍ରଥମେ ଚାଲିବାକୁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଥିଲା। ଭଗବାନ ଏବଂ ଜନସାଧାରଣଙ୍କୁ ରାକ୍ଷୀ ଧନ୍ୟବାଦ ଜଣାଇଛନ୍ତି। ଏବେ ଖାଲି ଦେଖିବାକୁ ବାକି ରହିଲା ସଂପୂଣ୍ଣ ରୂପେ କେବେ ଠିକ୍ ହେଉଛନ୍ତି ରାକ୍ଷୀ ସାୱନ୍ତ।

Advertisement