Feb 15, 2025, 13:34 IST

ରାଗରେ ଆସି ଏମିତି କହିଲେ ଅପରାଜିତା ମୁଁ ମୋ ସ୍ବାମୀଙ୍କୁ କୌଣସି ଲିଭର୍ ଦେବି ନାହିଁ

Ff

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ବିଷୟରେ ଆସିଥିବା ଖବର ଜାଣିପାରିବେ । ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ଅଛି ଆଉ ତାଙ୍କର ଲିଭର ପ୍ରତିରୋପଣ ହେବ ବୋଲି ଖବର ଆସିଥିଲା । ଆଉ ଏବେ ପୁଣି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଖବର ଆସିଥିଲା କି ଉତ୍ତମ ମହାନ୍ତିଙ୍କୁ ତାଙ୍କ ସ୍ତ୍ରୀ ଅପରାଜିତା ଲିଭର ଦେବେ । କିନ୍ତୁ ଏହାକୁ ନେଇ ଏବେ ଆସିଛି କିଛି ଖବର । 
Hh
ଏବେ ଅପରାଜିତା ମହାନ୍ତି କହିଛନ୍ତି ତାଙ୍କ ସ୍ବାମୀଙ୍କୁ ନେଇ ସବୁ ମିଛ କଥା ଚର୍ଚ୍ଚା ହେଉଛି। ଉତ୍ତମ ମହାନ୍ତିଙ୍କର ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଆଉ ତାଙ୍କୁ ଭୁବନେଶ୍ୱର ସ୍ଥିତ ପଟିଆର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେଠାରୁ ତାଙ୍କୁ ଦିଲ୍ଲୀ ବେଦାନ୍ତ ହସ୍ପିଟାଲକୁ ନିଆ ଯାଇଥିଲା । ଏବେ ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଲିଭର ସିରୋସିସ୍ ହୋଇଛି ବୋଲି କଥା ଆସୁଥିଲା କିନ୍ତୁ ଏବେ ଆଉ କିଛି କଥା ଆସୁଛି । ଅଭିନେତା ରବି ମିଶ୍ର କିଛି କଥା କହିଛନ୍ତି ।
Ft
ଅଭିନେତା ରବି ମିଶ୍ର କହିଛନ୍ତି ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍ ରୋଗରେ ପୀଡିତ ନାହାଁନ୍ତି ସେ ନିମୋନିଆ ରୋଗରେ ପୀଡ଼ିତ ଅଛନ୍ତି । ଏବେ ତାଙ୍କୁ ଚିକିତ୍ସା କରାଯାଉଛି । ଚର୍ଚ୍ଚା ହେଉଥିଲା କି ଉତ୍ତମ ମହାନ୍ତିଙ୍କ ଲିଭର ଖରାପ ହୋଇଯାଇଛି । ଆଉ ତାଙ୍କୁ ଲିଭର ଦେବେ ଅପରାଜିତା ମହାନ୍ତି । ଆଉ ଏବେ ଏହିସବୁ କଥାକୁ ନେଇ ଏଭଳି କିଛି କହିଛନ୍ତି ରବି ମିଶ୍ର । ଅଭିନେତା ରବି ମିଶ୍ର କହିଛନ୍ତି ଏହିସବୁ କଥା ଗୁଜବ ଅଟେ । ଏଭଳି ଅନେକ କଥା ମଧ୍ୟ ଉତ୍ତମ ମହାନ୍ତିଙ୍କୁ ନେଇ ଆସୁଛି । ରାଜନେତା ତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି କଥା ଆସୁଥିଲା । 
ଆଉ ଏହି ସବୁ କଥା ମିଛ ବୋଲି ଅଭିନେତା ରବି ମିଶ୍ର କହିଛନ୍ତି । ସବୁଆଡେ ଆଲୋଚନା ହେଉଥିଲା କି ଅପରାଜିତା ମହାନ୍ତି ଉତ୍ତମ ମହାନ୍ତିଙ୍କୁ ଲିଭର ଦେବେ । ଆଉ ଏହି କଥା ମିଛ ଅଟେ । ଅଭିନେତା ଉତ୍ତମ ମହାନ୍ତିଙ୍କର ନିମୋନିଆ ଚିକିତ୍ସା ହେଉଛି । ସେ ଦିଲ୍ଲୀର ବେଦାନ୍ତ ହସ୍ପିଟାଲରେ ନିମୋନିଆ ରୋଗର ଚିକିତ୍ସା କରାଉଛନ୍ତି । ଆଉ ତାଙ୍କୁ କୌଣସି ରାଜନେତା ଟଙ୍କା ସାହାଯ୍ୟ କରି ନାହାଁନ୍ତି ତାଙ୍କୁ ତାଙ୍କ ପୁଅ ବାବୁଶାନ୍ ତାଙ୍କ ଟଙ୍କାରେ ଚିକିତ୍ସା କରୁଛନ୍ତି । ଏବେ ଏହି ସବୁ କଥା ସାମ୍ନାକୁ ଆସୁଛି ।

Advertisement