Nov 30, 2024, 00:37 IST

ରଡ଼ି ଛାଡୁଥିଲା ପୁତୁରା, ହାତରେ ଖଣ୍ତା ଧରି ପୁତୁରାର ମୁଣ୍ଡ ହାଣିଦେଲା ଦାଦା...!

Vv

ଘର ଆଗରେ ଜମିଛି ସହ ସହ ଲୋକଙ୍କ ଭିଡ଼। ଦୁଆର ମୁହଁରେ ମଧ୍ୟ ପୁଅର ମର ଶରୀର ପଡ଼ି ରହିଛି। ପୂରା କାନ୍ଦ ବୋବାଳି ରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ଏହି ଘଟଣା ସମ୍ପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଘର ଆଗରେ ଜମା ହୋଇଛନ୍ତି ସହ ସହ ଲୋକ। ଘରେ ପୁଅ ଏକା ରହିଥିବା ବେଳେ ତାର ଫାଇଦା ଉଠାଇ ହୋଇଛି ହ-ତ୍ୟା। ବାପା ପଶ୍ଚିମବଙ୍ଗ ରେ ରହୁଥିବା ବେଳେ ଖବର ଆଜି ଆସି ପହଞ୍ଚି ଛନ୍ତି।
Gg
ନିଜ ପୁଅର ଶବ ଦେଖି ମାଆ ର ଛାତି ଫଟା କାନ୍ଦ ଆପଣ ମାନେ ଦେଖି ପାରୁଥିବେ। ନିଜ ବୁକୁ ଫଟା କାନ୍ଦ ରେ ସେ ଗାଁ ଦାଣ୍ଡରେ ଗଡି ଯାଉଛି। ମାଆ କୁ ଟେକି ଟେକି ଘରକୁ ମଧ୍ୟ ନେଇ ଯାଉଛନ୍ତି। ଏହି ଦୃଶ୍ୟ ଦେଖିବା ପରେ କାହାରି ମଧ୍ୟ ଆଖିରେ ଲୁହ ରହିବ ନାହିଁ। ଏହି ହ-ତ୍ୟା-କାଣ୍ଡ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ସଦର ଥାନା ସ୍ଥିତ ରୋହୀଗାଁ ରେ। ପୁତୁରା କୁ ମାରି ଦେଇଛି ଦାଦା ଆଉ ତାର ପୁଅ।
Gg
ପାରିବାରିକ କଳହ ସାଜିଛି ଏହି ହ-ତ୍ୟା-କାଣ୍ଡ ର ମୁଖ୍ୟ କାରଣ । ବୁଧୁବାର ଦିନ ରାତିରେ ମଧୁସୂଦନ ଜେନା ଙ୍କୁ ତାଙ୍କର ଦାଦା ଓ ପୁଅ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ମଧୁସୂଦନ ଘରେ ଏକା ଥିବାର ଦେଖି ଦାଦା ପ୍ରସନ୍ନ ଜେନା ଆଉ ତାଙ୍କର ପୁଅ ଅର୍ଥାତ ସିବୁ ଜେନା ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ମଧୁସୁଦନ ଙ୍କ ମୁଣ୍ଡରେ ଲାଗିଥିଲା ଏକ ଶକ୍ତ ଆଘାତ। ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା।
ମଧୁସୂଦନ ଙ୍କ ମାଆ ଓ ବାପା ପଶ୍ଚିମବଙ୍ଗ ର ରହୁଥିବା ବେଳେ ସେମାନେ ଖବର ପାଇ ଗାଁ କୁ ଆସିଥିଲେ। ତାଙ୍କ ବାପା କହିବା ଅନୁଯାୟୀ ତାଙ୍କର ଦୁଇ ପରିବାର ମଧ୍ୟରେ ବିବାଦ ହୋଇ ଆସୁଥିଲା। ହେଲେ ଏହି ବିବାଦ ତାଙ୍କର ଜୀବନ ନେଇଯିବ ତାହା ସେ କେବେ ହେଲେ ମଧ୍ୟ ଭାବି ନଥିଲେ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement