ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଘରେ ଗୋଟିଏ ଝିଅ ଜନ୍ମ ହେଲେ ବାପା ମାଆ ଖୁସି ହୋଇଥାନ୍ତି । ଝିଅ କେବେ ବଡ ହେବ ବାପା ମାଆ ଭାବି ଥାଆନ୍ତି ।କିନ୍ତୁ ଦୁନିଆରେ ଏଭଳି କିଛି ବାପା ଅଛନ୍ତି ଯେଉଁମାନେ ରାକ୍ଷସ ଠାରୁ ବି ବଳି ଯାଇଛନ୍ତି । ଏଭଳି ବାପାଙ୍କୁ ନେଇ ଏବେ କିଛି ଖବର ଆସିଛି । ଏହି ଖବର ଏବେ ସାମ୍ନାକୁ ଆସିଛି ।

ଝିଅ ବଡ ହେଉ ହେଉ ବାପା ଜଣକ ନିଜ ସ୍ତ୍ରୀ ଆଗରେ ନିଜ ଝିଅ ସହ ଏଭଳି କିଛି କାମ କରିଲା ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସ୍ଵାମୀ ଟିଏ, ସ୍ତ୍ରୀ ଟିଏ ଆଉ ତାଙ୍କର ଏହି ୧୮ ବର୍ଷର ବଢିଲା ଝିଅ । ସ୍ଵାମୀ ଜଣକ ହେଉଛି ନିତିନ । ଯାହାଙ୍କ ବୟସ ହେଉଛି ୫୦ ବର୍ଷ । ସେ ଜଣେ ଇଲେକ୍ଟ୍ରିସ୍ୟାନ । ସେ ଘର ଘର ବୁଲି କାମ କରୁଥିଲେ । ଆଉ ତାଙ୍କ ସ୍ତ୍ରୀ ଇଲେକ୍ଟ୍ରି ଦୋକାନରେ କାମ କରୁଥିଲା । ଏହି ତିନିଜଣ ଲୋକରେ ପରିବାର ଭଲରେ ଚାଲିଥିଲା ।

ପରିବାର ଭଲରେ ଚାଲିଥିଲେ ମଧ୍ୟ କିଛି ଏଭଳି କାଣ୍ଡ କରିଥିଲା ବାପା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଦିନକର ଘଟଣା ଘଟିଛି ହେଉଛି ନିତିନର ଘରୁ ଏକ ଦୁର୍ଗନ୍ଧ ବାହାରୁଥିଲା ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ନାକ ବନ୍ଦ କରି ଯାଉଥିଲେ । ଆଉ ଲୋକମାନେ ଆଉ କିଛି ଭାବୁଥିଲେ । ନୀତିନର ଘରର କବାଟ ୧୫ ଦିନ ହେବ ଖୋଲି ନଥିଲା । ଆଉ ଏବେ ଏହି ଖବରକୁ ନେଇ ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ ।
ପୋଲିସ ଆସି କବାଟ ଭାଙ୍ଗିଥିଲା । ଆଉ ଶେଷରେ ପୋଲିସ ଦେଖିଥିଲା ଏହି ଘରେ ନୀତିନ ଆଉ ତାର ସ୍ତ୍ରୀ ଆଉ ତାର ଝୁଅଙ୍କ ମୃ-ତଦେହ ପଡ଼ିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରିବା ପରେ ଅନେକ କିଛି କଥା ସାମ୍ନାକୁ ଆସିଥିଲା । ତଦନ୍ତ କରିବା ପରେ ଜଣା ପଡିଥିଲା କି ନୀତିନ ଏକ ଅଜଣା ରୋଗରେ ପୀଡିତ ଥିଲା । ତାର ରୋଗ ଦିନକୁ ଦିନ ବଢି ଚାଲିଥିଲା । ଆଉ ଏହି ରୋଗ କାରଣରୁ ସେ ପ୍ରଥମେ ତାର ସ୍ତ୍ରୀ ଆଉ ତାପରେ ଝିଅକୁ ତଣ୍ଟି ଚିପି ମାରି ଦେଇଥିଲା । ଆଉ ଏହାପରେ ନିଜେ ମରି ଯାଇଥିଲା । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।