May 19, 2024, 09:24 IST

ନିଜ ପ୍ରେମ କୁ ଭୁଲି ଗରିବ ଙ୍କ ସେବା ରେ ନିୟୋଜିତ ଅଛନ୍ତି ରାଣୀ ପଣ୍ଡା..ଆଉ ନିଜେ ଆସି କହିଲେ ଏମିତି

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଭଲ ଭାବେ ଜାଣି ଥିବେ।ସବୁବେଳେ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସି ଥାଆନ୍ତି।କିଛି ଦିନ ତଳେ ସେ ନିଜ ପ୍ରେମ କୁ ପାଇବା ପାଇଁ ଲଢି ଚାଲୁ ଥିଲେ।
ଶେଷ ରେ ନିଜ କଷ୍ଟ କୁ ନିଜ ଭିତରେ ରଖି ଅନ୍ୟ ମାନଙ୍କ ସେବା ପାଇଁ ବାହାରି ପଡ଼ି ଥିଲେ।ପ୍ରେମ ରେ ହାରି ଯାଇ ଥିବା ରାଣୀ ପଣ୍ଡା କେବେ ହେଲେ ଗରିବ ଲୋକ ମାନଙ୍କ ସେବା କରିବାକୁ କେବେ ବି ଭୁଲି ନାହାଁନ୍ତି।
Hh
ଆଜି ଆମେ ସେହି ମହାନ୍ ସେବକ ରାଣୀ ପଣ୍ଡା ଙ୍କ ବିଷୟ ରେ କହିବାକୁ ଯାଉଛୁ।ସ୍ଵାମୀ ମରିଯିବା ପରେ ବୁଢ଼ୀ ମାଉସୀ ଙ୍କୁ ସେ ସାହାର୍ଯ୍ୟ କରିଛନ୍ତି।ତାଙ୍କ ଜୀବନ ଥିବା ଯାଏଁ ସେ ସାହାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କୁମ୍ଭରଗଡିଆ ଗାଁ ରେ।ସେଠାରେ କିଛି ଦିନ ରାଣୀ ପଣ୍ଡା ଯାତ୍ରା କରିବାକୁ ଯାଇ ଥିଲେ।ସେଠାରେ ସେ ବ୍ରଜ କିଶୋର ବାରିକ ଓ ତାଙ୍କ ପତ୍ନୀ ଙ୍କ ସହିତ ଦେଖା କରି ଥିଲେ।
Hh
ତାଙ୍କର କେହି ନ ଥିଲେ।ସେଥିପାଇଁ ରାଣୀ ପଣ୍ଡା ତାଙ୍କ ଝିଅ ହୋଇ ଥିଲେ।ସେ ତାଙ୍କୁ କହି ଥିଲେ କି ଆଜି ଠାରୁ ମୁଁ ଆପଣ ମାନଙ୍କ ଦାୟିତ୍ଵ ନେବି।ତେବେ ଏହି କିଛି ଦିନ ତଳେ ବ୍ରଜ କିଶୋର ଦାସ ଙ୍କ ମୃତ୍ୟୁ ହୋଇ ଯାଇଚି।
ତେବେ ରାଣୀ ପଣ୍ଡା ତାଙ୍କ ଶୁଦ୍ଧି କ୍ରିୟା କାମ କରିଛନ୍ତି।ଏହା ଛଡ଼ା ତାଙ୍କ ଗ୍ରାମ ର ସାତ ଶହ ଲୋକ ଙ୍କୁ ଆଜି ଖାଇବାକୁ ଦେଇଛନ୍ତି।ଏବଂ କହିଛନ୍ତି କି ମାଉସୀ ବଞ୍ଚିଥିବା ଯାଏଁ ତାଙ୍କର ସବୁ ଦାୟିତ୍ଵ ମୁଁ ନେବି।ତାଙ୍କୁ ସବୁବେଳେ ଖୁସି ରେ ରଖିବା ପାଇଁ ଚେଷ୍ଟା କରିବି।
ତାଙ୍କର ଏହି କାମ ପାଇଁ ଗ୍ରାମ ବାସି ମାନେ ତାଙ୍କୁ ଏକ ମାନପତ୍ର ଦେଇଛନ୍ତି।ନିଜ ଦୁଃଖ କୁ ଭୁଲି ସେ ଗରିବ ଲୋକ ଙ୍କ ପାଇଁ ନିଜ ଜୀବନ କୁ ଦାନ କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି। ରାଣୀ ପଣ୍ଡା ଙ୍କୁ ସମସ୍ତେ ଆଜି ପ୍ରଶଂସା କରୁଛନ୍ତି।

Advertisement