Jun 25, 2024, 16:10 IST

ଓଡ଼ିଶୀ ନର୍ତ୍ତକୀ ବେଶରେ କାଳିଆ ପାଖକୁ ଆସିଲେ ରାଣୀ ପଣ୍ଡା ଦେଖନ୍ତୁ କଣ କହିଲେ ଓଡିଶାବାସୀଙ୍କୁ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଆସିଥିବା ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରାଣୀ ପଣ୍ଡା ପୁରୀ ବଡ଼ଦାଣ୍ଡରେ କଣ ସବୁ କରୁଛନ୍ତି ତାହା ଜାଣିପାରିବେ । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି ।
Bb
ଅଭିନେତ୍ରୀ ରାଣୀ ପଣ୍ଡା ଓଡ଼ିଶୀ ନୃତ୍ୟର ପୋଷାକ ପିନ୍ଧି ପୁରୀ ବଡ଼ଦାଣ୍ଡରେ ଅଛନ୍ତି ବୋଲି ଏବେ ଖବର ଆସିଛି । ଏହି ଅଭିନେତ୍ରୀ ଜଣକ ଅନେକ କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସେ କହିଛନ୍ତି, ସମସ୍ତଙ୍କୁ ସାହାଯ୍ୟ କରନ୍ତୁ । ସମସ୍ତଙ୍କର ଦୁଃଖରେ ସୁଖରେ ଛିଡ଼ା ହୁଅନ୍ତୁ । ଅଭିନେତ୍ରୀ ରାଣୀ ପଣ୍ଡା ଏହି ଓଡ଼ିଶୀ ନୃତ୍ୟ ପୋଷାକରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆଉ ଓଡ଼ିଶାବାସୀ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଥିବେ । ଏହି ଅଭିନେତ୍ରୀ ଜଣକ ଏକ ଫଟୋ ସୁଟ ପାଇଁ ସେଠାକୁ ଯାଇଛନ୍ତି ।
Jj
ସେ ଫଟୋ ସୁଟ୍ କରିବା ପାଇଁ ପୁରୀ ବଡ଼ଦାଣ୍ଡକୁ ଯାଇଛନ୍ତି । ପୁରୀ ବଡ଼ଦାଣ୍ଡରେ ସେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ପ୍ରଣାମ କରିଲେ ଆଉ ସେ ପ୍ରଭୁ ଜଗନ୍ନାଥଙ୍କୁ ସେହି ସ୍ଥାନରୁ ଭକ୍ତିର ସହ ଡାକି ପ୍ରଣାମ କରିଲେ । ସେ ଫଟୋ ସୁଟ୍ ପାଇଁ ଆସୁଛନ୍ତି ଆଉ ଭଗବାନଙ୍କ ଆର୍ଶୀବାଦ ସବୁବେଳେ ତାଙ୍କ ଉପରେ ରହିଥାଉ ବୋଲି ସେ କହିଛନ୍ତି । ସେ ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଭଗବାନଙ୍କୁ ଡାକିଛନ୍ତି । ସେ କହିଛନ୍ତି ଭଗବାନ ଓଡିଶାବାସୀଙ୍କୁ ବହୁତ ଖୁସିରେ ରଖନ୍ତୁ । ଆଉ ସେ ଲୋକମାନଙ୍କୁ ଅନେକ କିଛି କହି ଭଲ ବାର୍ତ୍ତା ଦେଇଛନ୍ତି । 
ମହାପ୍ରଭୁ ଜଗନ୍ନାଥଙ୍କ କୌଣସି ନୀତିକାନ୍ତି ଦେଖିବା ସୌଭାଗ୍ୟର କଥା । ଆଉ ସେ ସ୍ନାନ ପୂର୍ଣ୍ଣିମାରେ ନଥିଲେ ନହେଲେ ଭଗବାନଙ୍କ ପାଖକୁ ଆସିଥାନ୍ତେ ବୋଲି କହିଥିଲେ । ଭଗବାନ ଜଗନ୍ନାଥ ଭଲରେ ରୁହନ୍ତୁ ଆଉ ଓଡ଼ିଶାବାସୀଙ୍କ ମଙ୍ଗଳ କରନ୍ତୁ । କୌଣସି ବ୍ୟକ୍ତି କେବେ ପରନିନ୍ଦା, ପର ଚର୍ଚ୍ଚା ବା ପର ଅପମାନ ବା ଅନ୍ୟର କୌଣସି କ୍ଷତି କରନ୍ତୁ ନାହିଁ । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ପରଲୋକଙ୍କର ଚର୍ଚ୍ଚା କରିଥାନ୍ତି । ସେମାନେ ଏଥିରୁ ନିବୃତ ରହିବା ଉଚିତ୍ । ଏଭଳି ଅନେକ କଥା ରାଣୀ ପଣ୍ଡା କହିଛନ୍ତି ।

Advertisement