Jun 21, 2024, 17:36 IST

ଆଖିରେ ଲଙ୍କା ଗୁଣ୍ଡ ମାରି ଲୁଟିନେଲେ ସବୁ ଟଙ୍କା ଦେଖନ୍ତୁ ଘଟିଲା କେତେବଡ ଅଘଟଣ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସତରେ ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟି ଯାଉଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏବେ ଏହି ଘଟଣା ବିଷୟରେ ଜାଣନ୍ତୁ ।
Vg
ଆଜିକାଲି ଦୁନିଆରେ ଚୋରିର ପ୍ରାଦୃଭାବ ବଢ଼ିବାରେ ଲାଗି ଯାଇଛି । ଯେଉଁଆଡେ ଦେଖିବେ ଚୋରି ଡକାୟତ ଘଟଣା । ଏବେ ଏଭଳି କିଛି ଚୋରି ଘଟଣାକୁ ନେଇ ଖବର ଆସିଛି । ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ ତାଙ୍କ ସହିତ ଘଟିଥିଲା ଏଭଳି କିଛି । ଆପଣମାନେ ଫିଲ୍ମରେ ଚୋରି କରୁଥିବାର ଦେଖିଥିବେ । ସେମାନେ ଅନେକ କୌଶଳ ବିଦ୍ୟାରେ ଚୋରି କରିଥାନ୍ତି । ଏବେ ଠିକ୍ ସେମିତି ଫିଲ୍ମ୍ ଷ୍ଟାଇଲ ଭଳି ଚୋରି କରିଛନ୍ତି ଚୋର । ଏହି ଚୋରମାନେ ବ୍ୟକ୍ତିଙ୍କୁ ଦେଖି ଅଟକାଇ ଥିଲେ ।
Gh
ବ୍ୟକ୍ତି ଜଣକ ଯେତେବେଳେ ଟଙ୍କା ଉଠାଇ ଘରକୁ ଆସିଥିଲେ ସେତେବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ଆଉ ଏହାପରେ ବ୍ୟକ୍ତିଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇ ତାଙ୍କ ଠାରୁ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲାର ଛରିଆକଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଲଟପଡ଼ା ଗାଁର ଉପେନ୍ଦ୍ର ଉଟି ନାମକ ବ୍ୟକ୍ତି ଷ୍ଟେଟ ବ୍ୟାଙ୍କରୁ କୌଣସି କାମରେ ଲଗାଇବା ପାଇଁ ୨୫ ହଜାର ଟଙ୍କା ଉଠାଇଥିଲେ । ଆଉ ଏହାପରେ ତାଙ୍କ ସହିତ ଏଭଳି କିଛି ଘଟିଥିଲା ।
ଏହି ବ୍ୟକ୍ତି ଜଣକ ଟଙ୍କା ଉଠାଇ ଫେରୁଥିବା ବେଳେ ତାଙ୍କୁ ତିନିଜଣ ଦୁର୍ବୃତ୍ତ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି । ଏବେ ଏହି ଦୂର୍ବୁତ୍ତ ମାନଙ୍କ ବିଷୟରେ କିଛି ଜଣାପଡି ନାହିଁ । ଏହି ଦୁର୍ବୃତ୍ତମାନେ ଏବେ ଫେରାର ଅଛନ୍ତି । ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି ସେଠାରେ ଥିବା ସ୍ଥାନୀୟ ଲୋକମାନେ ଏହି ଘଟଣା ବିଷୟରେ ତାଙ୍କୁ ପଚାରିଥିଲେ । ଏବେ ଏହି ବ୍ୟକ୍ତି ଜଣକ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାକୁ ଦେଖିବା ପରେ ସେଠାକାର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି ।

Advertisement