Updated: Feb 25, 2025, 13:39 IST

ପୁରୁଣା ପ୍ରେମିକାକୁ ବାହା ହେବା ପାଇଁ ସ୍ତ୍ରୀକୁ ୪ଜଣ ଯୁବକଙ୍କ ପାଖରେ ଛାଡିଦେଲା ସ୍ବାମୀ

Vg

ନିଜେ ନିଜ ସ୍ତ୍ରୀକୁ ମାରିଲା ଆଉ ସ୍ତ୍ରୀକୁ ମାରି ନ୍ୟାୟ ପାଇଁ ନିଜେ ଧାରଣାରେ ବସିଲା । ପରକୀୟା ପ୍ରୀତି ପାଇଁ ଚାଲିଗଲା ଆଉ ଏକ ଜୀବନ । ପୂର୍ବରୁ ବିବାହ କରିଥିଲେ ଆଉ ତାଙ୍କର ବୈବାହିକ ଜୀବନ ଭଲରେ ଚାଲିଥିଲା । ଆଉ ତାଙ୍କର ଦୁଇଟି ସନ୍ତାନ ମଧ୍ଯ ଥିଲା । ସ୍ଵାମୀ ଜଣକ ନିଜ ସ୍ତ୍ରୀ ଆଉ ଛୁଆଙ୍କୁ ନେଇ ରିଜୋର୍ଟ ଯାଇଥିଲେ । ଆଉ ସେଠାରେ ସେମାନେ ଭଲରେ ରହିଲେ ଆଉ ସେଠାରେ ରହି ବହୁତ ମଜାମସ୍ତି କରିଲେ କିନ୍ତୁ ଶେଷରେ ଏଭଳି ହୋଇଯିବ ବୋଲି କେହି ଜାଣି ନଥିଲେ । 
Gg
ଏହି ମହିଳା ଜଣକ ହେଉଛନ୍ତି ଲିପଶୀ । ଲିପଶି ଅନୁପ ମିତଲଙ୍କୁ ବିବାହ କରିଥିଲେ । ଆଉ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସିରେ ଥିଲେ । ଦୁଇ ଛୁଆ ଆଉ ସ୍ଵାମୀଙ୍କ ସହ ଖୁସିରେ ଥିଲେ ଲିପସୀ । କିନ୍ତୁ ତାଙ୍କ ସମ୍ପର୍କରେ ଆସିଲା ଫାଟ । ଅନୁପ୍ ମିତଲ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ଯୁବତୀଙ୍କୁ ଭଲପାଇ ବସିଲେ । ଦୁଇଟି ଛୁଆର ବାପା ସେହି ଯୁବତୀଙ୍କୁ ବିବାହ କରିବାକୁ ଚାହିଁଥିଲେ । ପ୍ରଥମେ ଏହି ଯୁବକ ଜଣକ ତାଙ୍କ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ କହିଲେ ଆଉ ସ୍ତ୍ରୀ ଜଣକ ଛାଡ଼ପତ୍ର ଦେବାକୁ ମନା କରିଲେ । 
Vv
ସ୍ତ୍ରୀ ଜଣକ ଛାଡ଼ପତ୍ର ଦେବାକୁ ମନା କରିବା ପରେ ସ୍ଵାମୀ ଜଣକ ଅନ୍ୟ ଉପାୟ କରିଲେ । ଏହି ସ୍ଵାମୀ ଜଣକ ସ୍ତ୍ରୀକୁ ରାସ୍ତାରେ ହଟାଇବା ପାଇଁ ଏଭଳି ଯୋଜନା କରିଲା । ସୁପାରୀ କିଲର ଖୋଜି ସ୍ତ୍ରୀକୁ ମାରିବାକୁ ଚେଷ୍ଟା କରିଲା ।ସ୍ଵାମୀଙ୍କ ଯୋଜନା ଅନୁସାରେ ଉଭୟ ସ୍ବାମୀ ସ୍ତ୍ରୀ ରିଶୋର୍ଟ ପହଞ୍ଚିଗଲେ । ଆଉ ସେଠାରେ ନାଚ ଗୀତର ଏକ ଭିଡିଓ କରିଲେ । ବହୁତ ହସଖୁସିରେ ସମୟ ବିତାଇଲେ । କିନ୍ତୁ ଏଭଳି ଘଟଣା ଘଟିଯିବ କିଏ ବା ଜାଣିଥିଲା । ସେମାନେ ସେହି ରିଯୋର୍ଟରୁ ଫେରିବା ବେଳେ ଅନୁପ ଗାଡ଼ି ଅଟକାଇ ପରିସ୍ରା କରିବାକୁ ଯାଇଥିଲେ ।
ଆଉ ସେହି ସମୟରେ ଚାରିଜଣ ଦୃର୍ବୁତ୍ତ ଆସି ଲିପସିଙ୍କୁ ଛୁରୀ ଭୁଷି ମାରି ଦେଲେ ଆଉ ତାଙ୍କ ଠାରୁ ସୁନା ଗହଣା ଲୁଟି ନେଇଥିଲେ । ଏହାପରେ ସେହି ଦୁବୃର୍ତ୍ତ ଅନୁପଙ୍କୁ ମଧ୍ୟ ଛୁରୀ ମାରିଥିଲେ । ଉଭୟଙ୍କୁ ମେଡ଼ିକାଲକୁ ନିଆ ଯାଇଥିଲା ଆଉ ସେଠାରେ ଅନୁପ ବଞ୍ଚି ଯାଇଥିଲେ କିନ୍ତୁ ତାଙ୍କ ସ୍ତ୍ରୀ ମୃ-ତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ଅନୁପ ରାଜନେତା ଥିବାରୁ ଧାରଣା କରାଗଲା । ଏହାପରେ ଅନୁପ ମଧ୍ୟ ଧାରଣାରେ ବସିଥିଲେ । ଆଉ ଏହି ଘଟଣାର ତଦନ୍ତ ପରେ ଅନୁପ ତାଙ୍କ ସ୍ତ୍ରୀ ଲିପସିଙ୍କୁ ମାରି ଦେଇଛି ବୋଲି ପୋଲିସ ଜାଣି ପାରିଥିଲା । ଏବେ ଅନୁପଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Advertisement