ପୁଣି ମାଡ଼ି ଆସିଲା ବଡ଼ ବିପଦ। ବାତ୍ୟା ଏବେ ଭୟଙ୍କର ରୂପ ନେଇ ଏଠାରେ ଲ୍ୟାଣ୍ଡଫଲ କଲା। ବିଶାଳ ଆଖି ଦେଖାଇ ଲ୍ୟାଣ୍ଡଫଲ କରି ଏବେ ରଚୁଛି ତାଣ୍ଡବ। ପବନର ବେଗ ରହିଛି ଘଣ୍ଟା ପ୍ରତି ୩୦୦ କିମି। ପୁଣି ବନ୍ଦ ହୋଇଗଲା ସ୍କୁଲ୍ କଲେଜ୍। ଏହି ଜିଲ୍ଲାକୁ ବାତ୍ୟା କଙ୍ଗ-ରେ କଲା ଛାରଖାର। ଅକ୍ଟୋବର ମାସ ଶେଷ ହେଲା ଆଉ ରାତି ପାହିଲେ ନଭେମ୍ବର ମାସ ଆରମ୍ଭ। ନଭେମ୍ବର ମାସ ହେବା ମାତ୍ରେ ପୁଣି ଛାତିରେ ପସିବାରେ ଲାଗିଛି ଛନକା।
ଗୋଟେ ପରେ ଗୋଟେ ବାତ୍ୟା ଭୟଙ୍କର ରୁପ ନେଇ ମାଡ଼ି ଆସୁଛି ଆଉ ଦେଖାଉଛି ତାର ଭୟଙ୍କର ରୂପ। ଏହି ବାତ୍ୟାର ନାମ ମଧ୍ୟ ରହିଛି ତାଇଫନ କଙ୍ଗ- ରେ। ଯାହା କି ଏବେ ଦେଖାଇବାରେ ଲାଗିଛି ଭୟଙ୍କର ରୁପ। ଏହି ବାତ୍ୟାର ଆଖିର ଆକାର ମଧ୍ୟ ୧୦୦ କିମି ରହିଛି। ସେହି ଭୟଙ୍କର ଆଖିର ଦୃଶ୍ୟ ଦେଖି ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଭୟଭୀତ ହୋଇଯିବେ। ଆଜି ଏହି ସ୍ଥାନରେ ହିଁ ତାଇଫନ କଙ୍ଗ- ରେ କରିଛି ଲ୍ୟାଣ୍ଡ ଫଲ।
ଲ୍ୟାଣ୍ଡ ଫଲ ସମୟରେ ପବନର ବେଗ ଥିଲା ୩୦୦ କିମି। ପବନର ବେଗ ରହିଛି ଏବେ ୨୮୫ କିମି। ଏଥି ସହ ସମୁଦ୍ରର ପାଣି ମଧ୍ଯ ମାଡ଼ି ଆସିବାରେ ଲାଗିଛି। ଲ୍ୟାଣ୍ଡ ଫଲ ସମୟରେ କଙ୍ଗ-ରେ ର ଥିଲା ଏକ ବିଶାଳ ଆଖି।ତାଇଫନ କଙ୍ଗ- ରେ ଇତିହାସ ର ବଡ଼ ଆଖି ବୋଲି ମଧ୍ୟ କୁହା ଯାଉଛି। ଘର ଦ୍ବାରା ଓ ଗାଡ଼ି ସବୁକିଛି ଏହା ଉଡ଼ାଇ ନେବାରେ ଲାଗିଛି। ତାଇୱାନ ର ପୂର୍ବ ଉପକୂଳ ରେ ଲ୍ୟାଣ୍ଡ ଫଲ କରିଛି ବାତ୍ୟା ତାଇଫନ କଙ୍ଗ- ରେ।
ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ସବୁଠାରୁ ଭୟଙ୍କର ବାତ୍ୟା ବୋଲି କୁହା ଯାଉଛି। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ବାତ୍ୟା ସମ୍ପର୍କିତ ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।