ସ୍ତ୍ରୀ ସହିତ ପ୍ରେମିକ କୁ ଏକାଠି ଦେଖି ସହି ପାରିଲାନି ସ୍ବାମୀ। କାଠ ଫାଳିଆ ରେ ଗୋଡ଼ାଇ ଗୋଡ଼ାଇ ପକାଇଲା ଚୋଟ। ଯାହାର ଭିଡିଓ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ସ୍ଵାମୀଙ୍କ ନାମ ହେଉଛି ଦୁଲମ୍ ହେମ୍ବ୍ରମ। ଯିଏକି ନିଜର ସ୍ତ୍ରୀ ର ପରକ୍ରିୟା ପ୍ରେମ ଦେଖି ଆଦୌ ହେଲେ ମଧ୍ୟ ସହି ପାରି ନଥିଲେ। ରାଗରେ ନିଜର ସ୍ତ୍ରୀ ପ୍ରେମିକ ନିକଟରେ ଥିବା ଜାଣି ଏକା ସହ ଦୁଇ ଜଣକୁ ସାଙ୍ଗରେ ଦେଖି କାଠ ଫାଳିଆ ରେ ସ୍ତ୍ରୀର ପ୍ରେମିକକୁ ପିଟି ପିଟି ମାରି ଦେଇଥିଲେ।
ଯାହାର ଦୃଶ୍ୟ ଏତେ ଭୟଙ୍କର ଯେ ଆମେ ତାହା ଆପଣଙ୍କୁ ଦେଖାଇ ପାରିବୁ ନାହିଁ। ନିଜ ସ୍ତ୍ରୀ ର ଅନ୍ୟ ପୁରୁଷ ସହିତ ଅନୈତିକ ସମ୍ପର୍କ ଥିବାକୁ ନେଇ ସ୍ବାମୀ ଦୁଲମ୍ ଅନେକ ଦିନରୁ ଜାଣିଥିଲେ। ଏହା ପରେ ମଧ୍ୟ ସେ ନିଜ ସ୍ତ୍ରୀ ଙ୍କୁ ଅନେକ ଥର ତାଙ୍କର ପ୍ରେମିକ ସହ ମିଶିବା ପାଇଁ ମନା ମଧ୍ୟ କରିଛନ୍ତି। ହେଲେ ସ୍ତ୍ରୀ ଜଣକ କାହା କଥା ମଧ୍ୟ ଆଦୌ ଶୁଣି ନଥିଲେ। ଏହାପରେ ପର ବିବାହିତ ପୁରୁଷ ପ୍ରେମରେ ପଡି ଉବୁଟୁବୁ ହେବାରେ ଲାଗିଥିଲା।
ଯାହାକୁ ଦେଖି ଆଦୌ ହେଲେ ମଧ୍ୟ ସହ୍ୟ କରି ପାରି ନଥିଲା ସ୍ୱାମୀ। ଆଉ ରାଗରେ ଚରମ ସୀମା ପାର କରି ଶେଷରେ ସ୍ତ୍ରୀ ର ପ୍ରେମିକ କୁ କାଠ ଫାଳିଆ ରେ ବାଡ଼େଇ ବାଡ଼େଇ ଜୀବନରୁ ମାରି ଦେଇଥିଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର , ତିରିଂ ଥାନା ଅନ୍ତର୍ଗତ ,ଧୋବା ଧୋବଣୀ ଗ୍ରାମରେ। ଗତ ଡ଼ିସେମ୍ବର ମାସ ୯ ତାରିଖରେ ହୋଇଥିବା ଏକ ହ-ତ୍ୟା-କାଣ୍ଡର ଅଭିଯୁକ୍ତ ହ-ତ୍ୟା-କାରୀ ଦୁଲମ୍ ହେମ୍ବ୍ରମ ଙ୍କୁ ପଡୋଶୀ ଝାରଖଣ୍ଡ ରାଜ୍ୟରୁ ଗିରଫ କରା ଯାଇଛି।
ଏହି ଘଟଣା ଏବେ ପୂରା ଅଚଳରେ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଖୁବ୍ ଚର୍ଚ୍ଚା ମଧ୍ୟ କରୁଛନ୍ତି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ ଭାଇରାଲ୍ ହେବା ପରେ ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି କେଉଁଟା ଠିକ୍ ଓ କେଉଁଟା ଭୁଲ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।