Jan 23, 2025, 11:39 IST

ପ୍ରେମିକକୁ ଦେଇଥିଲା ମୃ-ତ୍ୟୁଦଣ୍ଡ କୋର୍ଟ ବି ଦେଲେ ମୃ-ତ୍ୟୁଦଣ୍ତ..!

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ନିକଟରେ ଏକ ଘଟଣା ବିଷୟରେ ତ ଜାଣିଥିବେ । ଏହି ଘଟଣା ହେଉଛି ଜଣେ ପ୍ରେମିକା ତାର ପ୍ରେମିକ ଜଣଙ୍କୁ ଘରକୁ ଡାକି ତାଙ୍କ କୋଲ୍ଡଡ୍ରିଙ୍କସରେ କୀଟନାଶକ ଔଷଧ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ । ଆଉ ଏବେ ସେହି ଯୁବକ ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । ପ୍ରେମିକା ଜଣକ ସାଜିଲା ପ୍ରାଣ ଘାତକ । ଆଉ ସେ ତାର ପ୍ରେମିକ ଜଣଙ୍କୁ ମାରି ଦେଇଛି । ଏବେ କୋର୍ଟ ଏହି ଘଟଣାରେ ନିଜର ରାୟ ଶୁଣାଇଛି । କୋର୍ଟ ଏବେ ପ୍ରେମିକା ଜଣଙ୍କୁ ନ୍ୟାୟ ଦେଇଛି । 
Yh
ସମଗ୍ର ଦେଶରେ ଚର୍ଚ୍ଚାରେ ରହିଛି ଏହି ଘଟଣା । ଏହି ପ୍ରେମିକ ଜଣକର ନାମ ହେଉଛି ସରୋଲରାଜୁ 
ଆଉ ଏହି ପ୍ରେମିକା ଜଣକ ହେଉଛନ୍ତି ଗ୍ରୀଷ୍ମା । ଏହି ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ଏହି ପ୍ରେମିକା ଜଣକ ତାର ପ୍ରେମିକ ଜଣଙ୍କୁ ସବୁଦିନ ପାଇଁ ମାରି ଦେଇଛି । ଏହି ଘଟଣା ୨୦୨୨ ମସିହାରେ ଘଟିଥିଲା । ୨୧ ବର୍ଷୀୟ ଗ୍ରୀଷ୍ମା ନିଜ ପ୍ରେମିକ ଜଣଙ୍କୁ ମାରିଦେଲା । ୨୦୨୨ ମସିହା ଅକ୍ଟୋବର ମାସ ୨୨ ତାରିଖ ଦିନ ପ୍ରେମିକ ତାର ପ୍ରେମିକା ଘରକୁ ଯାଇଥିଲା । 
Gg
ପ୍ରେମିକା ଜଣକ ଆୟୁର୍ବେଦିକ ପାନୀୟ ପ୍ରେମିକ ଜଣଙ୍କୁ ପିଇବାକୁ ଦେଉଥିଲା । କିନ୍ତୁ ଏହି ପ୍ରେମିକ ଜଣକ ଜାଣି ନଥିଲା ଯେ ସେ ତାର ମୃ-ତ୍ୟୁକୁ ପିଇବାକୁ ଯାଉଛି । ଏହି ପ୍ରେମିକ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଲା । ୧୧ ଦିନ କାଳ ଏହି ପ୍ରେମିକ ମେଡ଼ିକାଲରେ ମୃ-ତ୍ୟୁ ସହିତ ସଂଗ୍ରାମ କରି ଶେଷରେ ମୃ-ତ୍ୟୁବରଣ କରିଥିଲେ । ଏହି ପ୍ରେମିକା ଜଣକ କାହିଁକି ଏଭଳି କରିଲେ ଏବେ ଏନେଇ ପ୍ରଶ୍ନ ଆସୁଥିବା ବେଳେ ଏହାର କାରଣ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ପ୍ରେମିକା ଜଣକ ଆଉ ଜଣଙ୍କୁ ମନ ଦେଇ ଦେଇଥିଲା ।
ସେ ଆଉ ଜଣଙ୍କୁ ବିବାହ କରିବାକୁ ଚାହୁଁଥିଲା । ଏହି ପ୍ରେମିକା ଜଣକ ପ୍ରେମିକ ଜଣଙ୍କ ସହ ଅନେକ ଦିନ ହେବ ସମ୍ପର୍କରେ ଥିବାରୁ ସେ ଦୁରେଇବାକୁ ମନା କରିଲେ । ଆଉ ଶେଷରେ ପ୍ରେମିକା ସବୁଦିନ ପାଇଁ ପ୍ରେମିକ ଜଣଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ କରିଲା ଏଭଳି କିଛି । ଏହାପରେ ପୋଲିସ ଏହି ମାମଲାର ତଦନ୍ତ କରିବା ପରେ ୨୦୨୫ ମସିହା ଜାନୁଆରି ମାସ ୩ ତାରିଖରେ ଏହି ମାମଲାର ଶୁଣାଣି ହେଲା । ଆଉ ଏହି ଯୁବତୀ ଜଣକ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଯୁବତୀ ଜଣକ ମଉସା ଏହି ଘଟଣାରେ ପ୍ରମାଣ ନଷ୍ଟ କରିବାକୁ ଯାଉଥିଲେ ଆଉ ତାଙ୍କୁ ମଧ୍ୟ ଦଣ୍ଡ ମିଳିଛି ।

Advertisement