Sep 26, 2024, 17:41 IST

ପ୍ରେମିକାକୁ ୫୯ ଖଣ୍ଡ କରି ଜୀବନ ହାରିଲା ପ୍ରେମିକ ଦେଖନ୍ତୁ ଘଟିଲା କେତେବଡ଼ ଲଜ୍ୟା ଜନକ ଘଟଣା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ପ୍ରେମିକ ନେଲା ପ୍ରେମିକାର ଜୀବନ। ବେଙ୍ଗାଲୁରରେ ପ୍ରେମିକାକୁ ୫୯ ଖଣ୍ଡ କରି ଓଡ଼ିଶାର ଆସି ନିଜେ ଜୀବନ ହାରିଦେଲା ପ୍ରେମିକ।
Gg
ବନ୍ଧୁଗଣ ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହ-ତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ଫ୍ରିଜରେ ରଖିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ, "ହ-ତ୍ୟା-କା-ଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି ଓଡିଶାରେ। ସେ ମୃ-ତ ମହିଳାଙ୍କର ପ୍ରେମିକ ଥିଲା ଏବଂ ଏଠାରେ ଆସି ଅନେକ ସମୟରେ ରହୁଥିଲା। ହ-ତ୍ୟା-କା-ଣ୍ଡ ପରେ ସେ ଫେରାର ହୋଇଯାଇଛି"। 
Gh
ବର୍ତ୍ତମାନ ସେ ପଶ୍ଚିମବଙ୍ଗରେ ରହୁଥିବା ସୂଚନା ମିଳିଛି। ତାକୁ ଧରିବାକୁ ୬ଟି ଟିମ ଗଠନ କରାଯାଇଛି। କମିଶନର କହିଛନ୍ତି ଏହାଦ୍ୱାରା ତଦନ୍ତ ପ୍ରଭାବିତ ହେବ ଏବଂ ଅଭିଯୁକ୍ତକୁ ତାହା ସହାୟକ ହୋଇପାରେ। ସେ କହିଛନ୍ତି ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ। ତେବେ ଘଟଣା ସମ୍ପର୍କରେ ମୃ-ତ ମହିଳାଙ୍କୁ ନେବା ଆଣିବା କରୁଥିବା ଜଣେ ବ୍ୟକ୍ତି ଓ ସପିଂମଲରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଇଛି। 
ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଛି। ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଛି। ସେହି ସୁଟକେଶ ମାଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି। ମୃ-ତମହିଳା ତାଙ୍କ ସ୍ୱାମୀ ଓ ଝିଅଠାରୁ ଅଲଗା ହୋଇ ପ୍ରାୟ ୬ ମାସ ହେଲା ଏଠାରେ ଭଡା ଘରେ ରହୁଥିଲେ। ଅପରପକ୍ଷରେ ମୃ-ତ ମହିଳାଙ୍କ ସ୍ୱାମୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରେମିକ ହିଁ ମୁଖ୍ୟ ହ-ତ୍ୟା-କା-ରୀ।

Advertisement