Apr 4, 2025, 11:11 IST

ପ୍ରେମିକ ସହ ଲ-ଙ୍ଗ-ଳା ହେଇ ଶୋଇଥିଲା ମାଆ ଦେଖିଦେଲା ୩ ବର୍ଷର ଝିଅ ଆଉ ତାପରେ

F

ସ୍ବାମୀ ବଜାରକୁ ଯାଇଥିଲା ସ୍ତ୍ରୀ ଘରକୁ ତାର ପ୍ରେମିକ କୁ ଡାକି ଥିଲା। ତିନି ବର୍ଷର ଏକ କଅଁଳ ଝିଅ ମଧ୍ୟ ଥିଲା। ଆଉ ମାଆ ତିନି ବର୍ଷର ଝିଅକୁ ଶୁଆଇ ଦେଇ ପ୍ରେମିକ ସହ ଖଟରେ ସୋଇଥିଲା। ହେଲେ ପ୍ରେମିକ ସହ ପ୍ରେମ କରୁ କରୁ ତିନି ବର୍ଷର ଝିଅ ଯେତେବେଳେ ବେଡରୁମ ଭିତରକୁ ଆସି ମାଆର ସବୁକିଛି କାରନାମା ଦେଖି ଦେଇଥିଲା। ଏହି ମହିଳାଙ୍କ ନାମ ହେଉଛି କାଜଲ। କାଜଲ ପୂର୍ବରୁ ବିବାହ କରିଥିଲେ।
Bb
ଘରେ ସ୍ବାମୀ ଥିଲା ତିନି ବର୍ଷର ଝିଅ ମଧ୍ୟ ଥିଲା। ସ୍ବାମୀ ଘରେ ନଥିବା ବେଳେ କାଜଲ ଘରକୁ ତାର ପ୍ରେମିକ କୁ ଡାକୁ ଥିଲା। ଆଉ ପ୍ରେମିକ ସହ ପ୍ରେମ ମଧ୍ୟ କରୁଥିଲା। କାଜଲ ଙ୍କ ସ୍ବାମୀ ମଧ୍ୟ ଭଲ ଚାକିରୀ କରିଛନ୍ତି ଭଲ ଦରମା ମଧ୍ୟ ପାଉଛନ୍ତି। ହେଲେ ଏଥିରେ କାଜଲ ର ଖୁସୀ ନଥିଲା ତାର ଖୁସୀ ଥିଲା ପ୍ରେମିକ ପାଖରେ। ଯେତେବେଳେ କାଜଲ ବାହା ହୋଇ ଶାଶୁ ଘରକୁ ଆସିଥିଲା ସେତେବେଳେ ତାର ସ୍ବାମୀ ସହ ଭଲ ସମ୍ପର୍କ ଥିଲା।
Gg
ଦୁହିଁଙ୍କ ବୈବାହିକ ଜୀବନ ବେଶ ଭଲରେ ମଧ୍ୟ କଟୁଥିଲା। ଶେଷରେ ଦୁହିଁଙ୍କ ଏକ ଝିଅ ଟି ମଧ୍ୟ ଜନ୍ମ ହୋଇଥିଲା। ଝିଅ ସ୍ବାମୀ ଓ ସ୍ତ୍ରୀ ଏମାନଙ୍କ ଛୋଟ ସଂସାର ମଧ୍ୟ ଥିଲା। ହଠାତ୍ ସ୍ତ୍ରୀ ପାଖକୁ ଫେସବୁକ୍ ରେ ଜଣେ ଯୁବକର ମେସେଜ ଆସିଥିଲା।ସେ ଯୁବକ ଦେଖିବାକୁ ଖୁବ୍ ସୁନ୍ଦର ଥିଲା। ଏହାପରେ ସେ ଯୁବକକୁ ସେ ପ୍ରେମ କରି ବସିଥିଲା। ଆଉ ସବୁବେଳେ ସ୍ବାମୀ ନଥିବା ବେଳେ ପ୍ରେମିକ କୁ ଘରକୁ ଡାକୁଥିଲା।
ହେଲେ ଏମିତି କରୁ କରୁ କୁନି ଝିଅଟି ବେଡରୁମ ଭିତରକୁ ଯାଇ ଦେଖି ଦେଇଥିଲା। ଏହାପରେ କୁନି ଝିଅଟିକୁ ମାଆ ଓ ପ୍ରେମିକ ମିଶି ରାସ୍ତା ରୁ ହଟାଇବାକୁ ଚେଷ୍ଟା କଲେ। ଯେଉଁ ମାଆ ଛୁଆଟିକୁ ଜନ୍ମ କରିଥିଲା ସେ ତାକୁ ହିଁ ବାଥରୁମ ଭିତରୁ ନେଇ ତଣ୍ଟି କାଟି ମାରି ଦେଇଥିଲା। ତିନି ବର୍ଷର ଝିଅର ଶବ କୁ ସୁଟକେଶ ରେ ପୁରାଇ ଫୋପାଡି ଦେଇଥିଲା। ଆଉ ଏହି ଘଟଣା ବର୍ତ୍ତମାନ୍ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement