Jun 2, 2024, 17:00 IST

ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡ଼ଙ୍ଗୀ ଦେଖନ୍ତୁ ଦୃଶ୍ୟ ଦେଖି ସମସ୍ତେ କହିଲେ ଏମିତି କଥା - Exclusive

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ବନ୍ଧୁଗଣ ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି କ୍ରମରେ ବିଜେପି ସଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସାଇକେଲରେ ଆସି ଭୋଟ ଦେଇଛନ୍ତି। ପ୍ରତାପ ଷଡ଼ଙ୍ଗୀ ନିଜ ଘରେ ଆରାଧ୍ୟଙ୍କୁ ପୂଜା କରି ସାରି ଏକ ସାଇକେଲରେ ନିଜ ଘରୁ ବାହାରି ଗାଁ ଦେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ପ୍ରତାପ ଷଡ଼ଙ୍ଗୀ ଧବଶିଳା ପଞ୍ଚାୟତ ଅଧୀନ ୯୩ ନମ୍ବର ବୁଥରେ ନିଜର ଭୋଟ ପ୍ରଦାନ କରିଛନ୍ତି। ଆକ୍ଟିଭି ମୁଡରେ ପ୍ରଥମେ ବିଧାନ ସଭା ଓ ପରେ ଲୋକସଭାରେ ଭୋଟ ଦେଇଥିଲେ। 
Bb
ମତଦାନ ଦେବା ପରେ ଫୋଟ ବି ଉଠେଇ ଥିଲେ ପ୍ରତାପ ଷଡ଼ଙ୍ଗୀ। ଏହା ସହିତ ଯେଉଁ ମାନେ ମତଦାନ ଦେବାକୁ ଆସିଥିଲେ ତାଙ୍କୁ ଶୁଭେଚ୍ଛା ଦେବା ସହ ଯେଉଁ ମାନେ ଆସିନାହାନ୍ତି ସେମାନେ ଆସି ମତଦାନ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ପ୍ରତାପ ଷଡ଼ଙ୍ଗୀ। ଭୋଟ୍ ଦେବାପରେ ସେ କହିଛନ୍ତି ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର, କର୍ତ୍ତବ୍ୟ ଏବଂ ଦାୟିତ୍ ଅଟେ। ଏହି ମୁହୂର୍ତ୍ତଗୁଡିକ ମୋତେ ଖୁସି ଦେଇଥାଏ, ଲୋକମାନେ ବାହାରକୁ ଆସି ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍ ବୋଲି କହିଛନ୍ତି ପ୍ରତାପ ଚନ୍ଦ୍ର ଶଢ଼ଙ୍ଗୀ। 
ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିମଧ୍ୟରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଏଥର ନିଶ୍ଚିନ୍ତ ବିଜେପି ବାଜି ମାରିବ ବୋଲି ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ପ୍ରତାପ ଷଡ଼ଙ୍ଗୀ ନିଆରା ଢଙ୍ଗରେ ସାଇକେଲରେ ଆସି ମତଦାନ କରିବାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି।

Advertisement