ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗକୁ ନେଇ ଆସିଥିବା ଖବର ବିଷୟରେ ସୂଚନା ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆଗକୁ ଆସୁଥିବା ବର୍ଷା ବିଷୟରେ ସୂଚନା ପାଇପାରିବେ । ଖରା ଦିନରେ ଭୟଙ୍କର ଝଡ ବର୍ଷା ହେବ ବୋଲି ସୂଚନା ମିଳିଛି । ଖରା ଭିତରେ ମାଡି ଆସୁଛି ଏହି ଭୟଙ୍କର ଖଡ ବର୍ଷା । ଏହି ଝଡ ବର୍ଷା ନେଇ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆକାଶରୁ ଖସିବ ତୁହା କୁ ତୁହା ବିଜୁଳି ।

ଆଉ ଏହି ବିଜୁଳି ପ୍ରଭାବରେ ସବୁକିଛି ଜଳି ଯିବ ବୋଲି ଖବର ଆସିଛି । ବେଳ ବୁଡିଲା ମାତ୍ରକେ ଆଖି ବୁଜା କୁଆ ପଥର ମାଡ ହେବ । ପ୍ରବଳ ବେଗରେ ପବନ ବହିବ ଆଉ ସବୁକିଛି ଉଡେଇ ନେବ । ମାଡ଼ି ଆସୁଛି ବଡ ବର୍ଷା ଆଉ ଏହି ବର୍ଷା କିଛି କୂଳରେ ହେବ । ଆଉ ବର୍ଷା ହେବା ଦ୍ବାରା କିଛି ଜିଲ୍ଲାରେ ପାଣି ହୋଇଯିବ । ବର୍ଷା ହେବା ସହ ପ୍ରବଳ ଜୋରରେ ଘଡଘଡି ସହ ବିଜୁଳି ହେବ ବୋଲି ସୂଚନା ମିଳିଛି । ଦିନ ଥାଉ ଥାଉ ମାଡ଼ି ଆସିବ ଘୋର ଅନ୍ଧାର । ଆକାଶ ପରିଷ୍କାର ଥିବ ଆଉ ହଠାତ୍ ଘୋଟି ଆସିବ କଳାହାଣ୍ଡିଆ ମେଘ ।

କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନ ବର୍ଷାରେ ଭିଜିବ । ରାଜ୍ୟର ଅନେକ ଜିଲ୍ଲା ଯଥା ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି । ଆଜି ଠାରୁ ଏହି ବର୍ଷା ହେବ ବୋଲି ଖବର ଆସିଛି । ଏହାସହ ଆଜି ଅନେକ ଜିଲ୍ଲାରେ ବର୍ଷା ହେବ । ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି ।
୨୦ ଆଉ ୨୧ ତାରିଖରେ ଘଡଘଡି ସହ ବର୍ଷା ଆଉ ବିଜୁଳି ହେବାର ସମ୍ଭାବନା ରହିଛି । ୫୦ ରୁ ୬୦ କିମି ବେଗରେ ପବନ ବହିବ । ଆଉ ଏଥିନେଇ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି କାଳବୈଶାଖୀ ନେଇ ୫ ଜିଲ୍ଲାକୁ ସତର୍କ କରାଯାଇଛି । କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଆଉ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବଡ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି ।