Apr 12, 2024, 18:11 IST

ମୋଦୀଙ୍କ ବିରୁଦ୍ଧରେ ଲଢ଼ିବେ ଏହି କିନ୍ନର କିଏ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ କିଏ ଏହି କିନ୍ନର ଜଣଙ୍କ

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଆପଣମାନେ ମୋଦିଙ୍କ ସହିତ ଲଢେଇ କିଏ କରିବେ ସେହି କଥା ଜାଣିପାରିବେ ।
କେହି ଜଣେ କିନ୍ନର ଏବେ ମୋଦିଙ୍କ ସହିତ ଲଢ଼ିବେ ବୋଲି କଥା ଆସୁଥିବା ବେଳେ ଏବେ ଏହା ବିଷୟରେ ସବୁ କଥା ଆପଣମାନେ ଜାଣିପାରିବେ । ଏବେ ପ୍ରଶ୍ନ ଆସୁଛି କିଏ ସେହି କିନ୍ନର ଯିଏ ମୋଦିଙ୍କ ସହିତ ଲଢେଇ କରିବେ ?
Yy
ଏହି କିନ୍ନର ଜଣକ ବେଦ ଆଉ ପୁରାଣରେ ମାହିର ଅଟନ୍ତି । ଏହି କିନ୍ନର ବାରାଣାସୀ ଆସନରୁ ଲଢ଼ିବେ ବୋଲି ସୂଚନା ମିଳିଛି । ବାରାଣାସୀ ଆସନରେ ମୋଦିଙ୍କ ସହିତ ଟକ୍କର ଦେବେ ଏହି କିନ୍ନର ଜଣକ । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଲୋକସଭା ଆସନ ପାଇଁ ଲଢ଼ିବେ ।
ଆଉ ଏହା ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଏବେ ଏହି ଆସନରୁ ତାଙ୍କ ବିପକ୍ଷରେ ଆଉ ଜଣେ କିନ୍ନର ଲଢେଇ କରିବେ ବୋଲି କଥା ଆସୁଛି । ଏହି କିନ୍ନର ଜଣକ ବେଦ ଆଉ ପୁରାଣ ବିଷୟରେ ଜାଣିଛନ୍ତି ।
ଏହି କିନ୍ନର ଜଣକ କିଏ ? ତାଙ୍କର ଦବଦବା କେତେ ରହିଛି ବାରଣାସୀରେ ? ମୋଦିଙ୍କ କ୍ରେଜ ତ ସାରା ଭାରତରେ ଥିବା ବେଳେ ବାରଣାସୀରେ ତାଙ୍କ ବିପକ୍ଷରେ ଲଢ଼ିବେ ଏହି କିନ୍ନର ଜଣକ । ଏହି କିନ୍ନର ଜଣକ ହେଉଛନ୍ତି ମହାମଣ୍ଡଳେଶ୍ୱର ଇମାଙ୍ଗିସାକ୍ଷୀ ।
Gg
ଯାହାକୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଲୋକସଭା ଆସନ ପାଇଁ ଟିକେଟ ଦେଇଛି । ସେ ୧୨ ଏପ୍ରିଲରେ ବାରାଣସୀରେ ପହଞ୍ଚିବେ । ଏହାପରେ ସେ କାଶୀ ବିଶ୍ଵନାଥଙ୍କ ଆର୍ଶୀବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବେ ।
ଏହି କିନ୍ନର ଜଣକ ପାଞ୍ଚୋଟି ଭାଷାରେ ବହୁତ ଭଲ ଭାବରେ ଭାଗବତ ଶୁଣାଇ ପାରନ୍ତି । ସେ କିନ୍ନରମାନଙ୍କ ହକ ପାଇଁ ଲଢି ଆସିଛନ୍ତି । ସେ କିନ୍ନରମାନଙ୍କ ହକ ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, ସେ ମୋଦିଙ୍କ ବିରୋଧରେ ନାହାଁନ୍ତି ।
କିନ୍ନରମାନଙ୍କର ସ୍ଥିତି ଏହି ଦେଶରେ ବହୁତ ଦୟନୀୟ ଅବସ୍ଥାରେ ରହିଛି । ସେଥିପାଇଁ କିନ୍ନର ମାନଙ୍କ ପାଇଁ ଆସନ ରହିବା ଉଚିତ୍ । ଯାହାଦ୍ଵାରା କିନ୍ନରମାନେ ତାଙ୍କ ହକ ପାଇଁ ଲଢ଼ିପାରିବେ । ଆଉ ସେଥିପାଇଁ ଇମାଙ୍ଗିସାକ୍ଷୀ ଧର୍ମ ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି ।

Advertisement