ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଜଣେ ମହିଳା ପ୍ରେମ ପତ୍ର ଧରି ହଜାର ହୋଇ ଯାଇଥିଲେ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ବାସ ଭବନରେ। ସେ ଯୋଗୀ ଙ୍କ ସହ ରହିବା ପାଇଁ ଜିଦ୍ ମଧ୍ୟ କରୁଥିଲେ।
୨୦୧୯ ମସିହା ଜୁନ୍ ମାସରେ ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ରୁ ଏକ ଆପତ୍ତି ଜନକ ଖବର ସାମ୍ନା କୁ ଆସିଥିଲା। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ପ୍ରେମିକା ବୋଲି ଦାବି କରିଥିଲେ।
ଏହି ମହିଳାଙ୍କ ନିକଟରେ ଏକ ଷ୍ଟାମ୍ପ ପେପର ମଧ୍ୟ ଥିଲା। ଯୋଗୀ ଙ୍କ ପ୍ରେମିକା ବୋଲି କହୁଥିବା ଏହି ମହିଳା ଙ୍କ ପୂର୍ବରୁ ଛାଡ଼ପତ୍ର ମଧ୍ୟ ହୋଇ ସାରିଥିଲା। ସେ କହିଥିଲେ କି ଏକ ବର୍ଷ ଧରି ତାଙ୍କ ସହ ଯୋଗୀ ଭିଡିଓ କଲ୍ ରେ କଥା ହୋଇ ଆସୁଥିଲେ।
ଏଥିପାଇଁ ସେ ଦାବୀ କରିଥିଲେ କି ଯୋଗୀ ଆଦିତ୍ୟ ନାଥ ଙ୍କୁ ତାଙ୍କ ସହ ସାରା ଜୀବନ ପାଇଁ ରହିବାକୁ ପଡ଼ିବ ବୋଲି। ମହିଳା ଜଣକ କହିଛନ୍ତି କି ଯୋଗୀ ଆଦିତ୍ୟ ନାଥ ଜଣେ ଭିକ୍ଷୁ,
ଓ ଗୋରଖନାଥ ମନ୍ଦିରର ସେ ଏକ ମହନ୍ତ ମଧ୍ୟ ଅଟନ୍ତି।ମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ତାଙ୍କ ବିରୁଦ୍ଧରେ ଅପମାନ ଜନକ କଥା କହୁ ଥିବାରୁ ଏଥିପାଇଁ ତାଙ୍କୁ ଯୋଗୀ ଆଦିତ୍ୟ ନାଥ ଦଣ୍ଡ ଦେଥିବା ପାରିବେ ବୋଲି ଏହା ମହିଳା ଜଣକ କହିଛନ୍ତି।
ଆଉ କହିଥିଲେ କି ମୁଖ୍ୟମନ୍ତ୍ରୀ ତାଙ୍କ ସହ ଏକ ବର୍ଷ ଧରି ସକାଳୁ ରାତି ପର୍ଯ୍ୟନ୍ତ କଥା ହୋଇ ଆସୁଥିଲେ। ଆଉ ବର୍ତ୍ତମାନ୍ ତାଙ୍କୁ ବାସ୍ତବ ଜୀବନରେ ମଧ୍ୟ ମହିଳାଙ୍କ ସହ ରହିବାକୁ ପଡ଼ିବ ବୋଲି ମହିଳା ଜଣକ ଦାବି କରିଥିଲେ।
ମହିଳା ଜଣକ ଏହା କହିଥିଲେ କି ଗତ ତିନି ବର୍ଷ ହେବ ସେ ଘରୁ ଦୂରରେ ରହି ଏକ ସଂଘର୍ଷ ପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି। ସେ କେତେବେଳେ ହଷ୍ଟେଲ ରେ ରହୁଛନ୍ତି ତ ଆଉ କେତେବେଳେ ଭଡ଼ା ଘରେ ଏଠି ସେଠି ମଧ୍ୟ ରହୁଛନ୍ତି।
ସେଥିପାଇଁ ବାସ୍ତବ ଜୀବନରେ ସେ ଯୋଗୀ ଆଦିତ୍ୟ ନାଥ ଙ୍କ ସହ ରହିବେ ବୋଲି ମହିଳା ଜଣକ ଏହା ଦାବୀ କରିଛନ୍ତି। ତେବେ ଏହାକୁ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।