Updated: Mar 25, 2024, 13:05 IST

ବିଜେଡ଼ି ଭିତରେ ରାମ କିଏ ଆଉ ରାବଣ କିଏ ..ଏହାକୁ ନେଇ କଣ ବିଜେଡି ଦଳ ଦୁଇଫାଳ ହୋଇଯିବ କି...?

Yy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦେବାଶିଷ କହିଛନ୍ତି ଯେ ଭର୍ତୁହରି ଙ୍କୁ ଦଳ ଦେଉଥିଲା ଯଥେଷ୍ଟ ସମ୍ମାନ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କେବେ ଭେଟି ଥିଲେ ସାଂସଦ ଙ୍କ ର ତାହା ମନେ ନାହିଁ।
Hh
ଋଷି କହିଲେ ଭର୍ତୁହରି ଙ୍କ ପାଇଁ ସବୁବେଳେ ଖୋଲା ଥିଲା ନବୀନ ନିବାସ।ତେବେ ସତ କହୁଛି କିଏ?ଭର୍ତୁହରି ନା ଋଷି ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମୀର କହିଛନ୍ତି ଯେ ବିଜେପି କୁ ଆସିଲେ ସ୍ବାଗତ କରିବେ।
ଭର୍ତୁହରି ମହତାବ ବିଜେଡି ଛାଡ଼ିବା ପରେ କଟକ ରାଜନୀତି ରେ ସୃଷ୍ଟି ହୋଇଛି ଝଡ।କଟକ ର ୬ ଥର ସାଂସଦ ହୋଇଥିବା ଭର୍ତୁହରି ଙ୍କ ହଠାତ୍ ଏଭଳି ନିଷ୍ପତି ରାଜ୍ୟ ରାଜନୀତି ରେ ମଧ୍ୟ ଗୁଞ୍ଜରଣ ସୃଷ୍ଟି କରିଛି।ସିଧାସଳଖ ସୁପ୍ରିମ ଙ୍କୁ ଆକ୍ଷେପ କରିବା ସହିତ ଦଳ ରେ କିଛି ଠିକ୍ ଠାକ୍ ଚାଲି ନାହିଁ ବୋଲି କହିଛନ୍ତି।
Hh
ଆଉ ଦଳ ଛାଡିବାର ରାତିକ ପରେ ବିଜେଡି ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତ ରାୟ ଭର୍ତୁହରି ଙ୍କୁ ପରୋକ୍ଷ ରେ ମିଛୁଆ କହିବାକୁ ପଛାଇ ନାହାନ୍ତି।ଯେତେବେଳେ ଭର୍ତୁହରି ଉଭୟ ସରକାର ଏବଂ ଦଳ ଚଳାଉ ଥିବା ନେତା ନବୀନ ପଟ୍ଟନାୟକ ଙ୍କୁ ଭେଟିବା ପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦିଅନ୍ତି ନାହିଁ ବୋଲି କହିଛନ୍ତି।
ସେତିକି ବେଳେ ଦୀର୍ଘ ବର୍ଷ ଧରି ବିଜେଡ଼ି ରେ ରହିବା ପରେ ବିଜେଡି କୁ ବାଏ ବାଏ କହିବାକୁ ସହଜ ରେ ଗ୍ରହଣ କରିପାରି ନାହିଁ ଦଳ।କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତ ରାୟ ଆଜି ଭର୍ତୁହରି ଙ୍କ ଉପରେ ଖୁବ୍ ବର୍ଷିଛନ୍ତି।ଭର୍ତୁହରି ଦଳ ଭାବରେ ଯାହା ଟିପ୍ପଣୀ ଦେଇଛନ୍ତି ତାହା ସମ୍ପନ୍ନ ମିଛ ବୋଲି କହିଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏବଂ ଦର୍ଶକ ମାନେ ଏହି ବିଷୟରେ ଆଲୋଚନା କରିବାରେ ଲାଗିଛନ୍ତି।

Advertisement