Jun 24, 2024, 17:41 IST

ଚୋରୀ କରିବାକୁ ଆସିଥିଲେ ହେଲେ ସୁନା ଗହଣା ନନେଇ ଚାଲିଗଲେ ଦେଖନ୍ତୁ କେମିତି ହେଲା ଏତେବଡ ଘଟଣା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଚୋରି, ଡକାୟତ ଏବଂ ଅପହରଣ ଆଦିକୁ ନେଇ ଅନେକ ଖବର ଆସିଥାଏ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକମାନେ ଏତେ ତଳକୁ ଖସି ଗଲେଣି ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବୁ ନାହାଁନ୍ତି । ଚୋରମାନେ ଲୋକଙ୍କ ସୁନା ଗହଣା ଚୋରି କରିବା ତାଙ୍କର କାମ ।
Vg
କିନ୍ତୁ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଚୋରମାନେ ମାଆଙ୍କ ମନ୍ଦିରକୁ ଯାଇ ଚୋରି କରୁଛନ୍ତି । ଏହି ଚୋରମାନେ ଶେଷରେ ମନ୍ଦିର ବି ଛାଡ଼ିଲେ ନାହିଁ । ସେମାନେ ମନ୍ଦିର ଭିତରକୁ ଯାଇ ଚୋରି କରୁଥିଲେ ଆଉ ତାଙ୍କ ସହିତ ଘଟିଥିଲା ଏଭଳି କିଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । କୋରାପୁଟ ଜିଲ୍ଲା ଜୟପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମାଆ ଭଗବତୀଙ୍କ ମନ୍ଦିରରୁ ଆସିଛି ଖବର । ମାଆ ଭଗବତୀ ମନ୍ଦିରରେ ଗତକାଲି ରାତିରେ ଘଟିଛି ଏହି ଘଟଣା ।
Gf
ଗତକାଲି ରାତିରେ ମାଆ ଭଗବତୀ ମନ୍ଦିରରେ ଚୋରି ହୋଇଥିବାର ଜଣାପଡିଛି । ସେଠାକୁ ଚୋରି କରିବାକୁ ଚୋରମାନେ ଯାଇଥିଲେ । ଆଉ ଚୋରମାନେ ସିସିଟିଭି ମଧ୍ୟ ନଷ୍ଟ କରି ଦେଇଛନ୍ତି । ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଥିଲା । ଆଉ ସେଠାକୁ ଭକ୍ତମାନଙ୍କର ସୁଅ ଛୁଟିଥିଲା । ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ସରିବା ପରେ ମନ୍ଦିରର ପୂଜକ ଏବଂ ସେବାୟତମାନେ ମାଆ ଭଗବତୀଙ୍କ ମନ୍ଦିର ମୁଖ୍ୟଦ୍ଵାର ବନ୍ଦ କରି ଦେଇ ଘରକୁ ଚାଲି ଯାଇଥିଲେ । ଆଉ ଏହାପରେ ରାତିରେ ଏଭଳି ଘଟଣା ଘଟିଥିଲା ।
ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିର ପଛପଟ ପାଚେରୀ ପାର୍ଶ୍ଵରେ ଥିବା ଫାଟକ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଆଉ ସେ ମାଆଙ୍କ ସୁନା ଗହଣା ଲୁଟି ନେବାକୁ ଭାବିଥିଲେ । ଆଉ ସେଥିପାଇଁ ସେମାନେ ମନ୍ଦିର ଭିତରକୁ ପଶିଥିଲେ । ମାଆଙ୍କ ଠାରୁ ସବୁ ସୁନା ନେବା ପରେ ହାତରେ ଥିବା ୯ ଗୋଟି ସୁନା ଚୁଡ଼ି ନେଇପାରି ନଥିଲେ । ଆଉ ମାଆଙ୍କ ଦାନ ବାକ୍ସ ମଧ୍ୟ ନେଇ ଯାଇଥିଲେ । ମାଆଙ୍କ ସୁନା ଆଉ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଏବେ ପୂଜକ ଏବଂ ସେବାୟତ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

Advertisement