Apr 23, 2024, 09:55 IST

୨୫ ବର୍ଷ ଶାସନ ରେ ବିଜେଡି କରିଛି କଣ..ବିଜେଡ଼ି ଉପରେ ଗର୍ଜିଲେ ବୈଜୟନ୍ତ..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଙ୍କୁ।ଆଗକୁ ନିର୍ବାଚନ ରହିଛି।ନିର୍ବାଚନ ରେ ଅଂଶ ଗ୍ରହଣ କରି ଥିବା ସମସ୍ତ ପ୍ରାର୍ଥୀ ମାନେ ଏବେ ନିଜକୁ ଜିତାଇବା ପାଇଁ ଗାଁ ଗାଁ ରେ ଘୁରି ବୁଲୁଛନ୍ତି।
ତେବେ ନିକଟ ରେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲା ର ଗୋଟିଏ ଗାଁ କୁ ଯାଇ ଥିଲେ।ସେଠାରେ ସେ ଯାହା ଦେଖିଲେ ତାଙ୍କ ଆଖିରୁ ଲୁହ ଆସି ଗଲା।ତେବେ ଏହି କଥା ଆପଣ ମାନେ ଶୁଣିଲେ ମଧ୍ୟ କାନ୍ଦି ପକାଇବେ।ତେବେ ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ।
Hh
ସୂଚନା ଅନୁସାରେ ବୈଜୟନ୍ତ ପଣ୍ଡା ଏହି ନିକଟ ରେ ନିଜର ପ୍ରଚାର ପାଇଁ ଗୋଟିଏ ଗାଁ କୁ ଯାଇ ଥିଲେ।ସେଠାରେ ସେ ଗୋଟିଏ ଗରିବ ପରିବାର କୁ ଯାଇ ଥିଲେ।ଚିକିତ୍ସା ଅଭାବ ରୁ ଚାଲି ଗଲା ଗୋଟିଏ ବାର ବର୍ଷ ର ପୁଅ ର ଜୀବନ।ଯାହାକୁ ନେଇ ସାରା ଗାଁ ରେ ଶୋକ ର ଛାୟା ଖେଳି ଯାଇଛି।
ଏ ନେଇ ସେହି ପୁଅ ର ବାପା ଙ୍କୁ ପଚରା ଯାଇ ଥିଲା।ସେ କହିଥିଲେ କି ସେହି ଡାକ୍ତର ମାନଙ୍କ ପାଇଁ ଆଜି ମୋ ପୁଅ ମୋତେ ଛାଡି ଚାଲି ଯାଇଚି।ମୋତେ ଯଦି ସେମାନେ କହି ଥାଆନ୍ତେ ଆଉ ଟଙ୍କା ଦରକାର।
ମୁଁ ସଙ୍ଗେ ସଙ୍ଗେ ଜମି ବିକ୍ରି କରି ଟଙ୍କା ଦେଇ ଥାଆନ୍ତି।ହେଲେ ସେମାନେ ରାଗ ରଖି ମୋ ପୁଅ କୁ ଜୀବନ ରୁ ମାରି ଦେଲେ।ଯାହାକି ମୋତେ ବହୁତ କଷ୍ଟ ଦେଇଚି।ସବୁ ପ୍ରକାର ସ୍ବାସ୍ଥ୍ୟ କାର୍ଡ ଥାଇ ମୋର କିଛି ବି ଫାଇଦା ହୋଇ ନାହିଁ।
Hh
ତେବେ ତାଙ୍କ ପରିବାର କୁ ସାନ୍ତ୍ଵନା ଦେବା ପାଇଁ ସେଠାରେ ପହଞ୍ଚି ଯାଇଥିଲେ ବୈଜୟନ୍ତ ପଣ୍ଡା।ସେ କହିଥିଲେ କି ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନା କରିଛନ୍ତି।
ଏହି ଯୋଜନା ରେ ଗରିବ ଲୋକ ମାନଙ୍କୁ ସବୁ ପ୍ରକାର ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆ ଯିବ।ଏହି ବ୍ୟବସ୍ଥା ସାରା ଦେଶ ରେ ପ୍ରଚଳିତ।ହେଲେ ଆମର ଏଠି ନବୀନ ସରକାର ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନାହିଁ।
ଆଜି ଗୋଟିଏ ପରିବାର ଚିକିତ୍ସା ଅଭାବ ରେ ତାର ବଡ ପୁଅ କୁ ହରାଇ ଦେଇଚି।ଯାହାକୁ ଶୁଣି ସମସ୍ତ ଙ୍କ ଆଖିରେ ଲୁହ ଆସି ଯାଉଛି।

Advertisement