Updated: Jun 2, 2023, 08:59 IST

ସେ ଗିଲ ଖେଳି ଜାଣିନି, ଝିଅ ତୋର ବାହାଘର ମୁ ଭଲ ଖେଳାଳି ସହ କରିବି କହି ସଚିନ ବାହାରିଲେ ପୁଅ ଖୋଜି, କାନ୍ଦି କାନ୍ଦି ଗିଲ ଙ୍କ ଅବସ୍ଥା ଖରାପ୍

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଚିନ ତେନ୍ଦୁଲକର ଙ୍କୁ କ୍ରିକେଟ୍ ଜଗତର ଭଗବାନ ବୋଲି କୁହା ଯାଇଥାଏ। ତାଙ୍କର କ୍ରିକେଟ ପ୍ରତି ମଧ୍ୟ ଅନେକ ଅବଦାନ ରହିଛି।
କ୍ରିକେଟ୍ କୁ ସେ ଖୁବ ଭଲ ମଧ୍ୟ ପାଆନ୍ତି। ସେ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ସଚିନ ଙ୍କ ଠାରୁ ତାଙ୍କ ଝିଅ ସାରା ତେନ୍ଦୁଲକର ବର୍ତ୍ତମାନ୍ ସମୟରେ ଚର୍ଚ୍ଚାରେ ରହୁଛନ୍ତି। କାରଣ ବର୍ତ୍ତମାନ ସମୟରେ ସାରା ଙ୍କ ଉପରେ ସମସ୍ତଙ୍କ ନଜର।
Sara
କାରଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସାରା ଙ୍କ ନାମ ବର୍ତ୍ତମାନ୍ ସମୟରେ ଶୁଭମନ ଗିଲ ଙ୍କ ସହ ଯୋଡା ଯାଉଛି। କେହି କେହି ଏହା ମଧ୍ୟ କହୁଛନ୍ତି କି ଶୁଭମନ ଗିଲ ଖୁବ ଶୀଘ୍ର ସଚିନ ଙ୍କ ଜ୍ବାଇଁ ହେବା ପାଇଁ ଯାଉଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଶୁଭମନ ଗିଲ ବେଶ ଭଲ କ୍ରିକେଟ ଖେଳୁଛନ୍ତି। ହେଲେ ନିକଟରେ ହେଉଥିବା ଆଇପିଏଲ ୨୦୨୩ ଫାଇନାଲ ରେ ସେ ଗୁଜୁରାଟ ପକ୍ଷରୁ ଖେଳୁ ଥିଲେ।
Sara
ହେଲେ ଚେନ୍ନାଇ ବିପକ୍ଷରେ ଖେଳା ଯାଉଥିବା ଏକ ମ୍ୟାଚ୍ ରେ ଚେନ୍ନାଇ ଗୁଜୁରାଟ କୁ ପରାସ୍ତ କରିଥିଲା। ଏହାପରେ ସଚିନ ତେନ୍ଦୁଲକର ଏଭଳି ଏକ କଥା ଘୋଷଣା କରିଥିଲେ ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ସଚିନ ତେନ୍ଦୁଲକର କହିଥିଲେ କି ସେ ସାରା ଙ୍କ ପାଇଁ ଏକ ପିଲା ଖୋଜୁଛନ୍ତି। ଆଉ ଯିଏ ମଧ୍ୟ ସାରା ଙ୍କ ସହ ରହିବ ତାଙ୍କୁ ସେ ଆବଶ୍ୟକ ମୁତାବକ ଟଙ୍କା ମଧ୍ଯ ଦେବେ।
ଏହି କଥା ପରେ ଏହା ଚର୍ଚ୍ଚା ହେବାରେ ଲାଗିଥିଲା କି ବୋଧ୍ ହୁଏ ସଚିନ ତେନ୍ଦୁଲକର ଆଉ ଶୁଭମନ ଗିଲ ଙ୍କୁ ନିଜର ଜ୍ବାଇଁ କରିବାକୁ ଚାହୁଁ ନାହାଁନ୍ତି।
Sara
ମାତ୍ର ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ସେ ସାରା ଙ୍କ ବିବାହ ପାଇଁ ନୁହେଁ ବରଂ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ତାଙ୍କର ଭିଡିଓ ଓ ଫଟୋ ଉତ୍ତୋଳନ କରିପାରୁଥିବା ଏକ କ୍ୟାମେରା ମ୍ୟାନ ଚାହୁଁ ଛନ୍ତି। ଆଉ ଏହା ହିଁ ହେଉଛି ସାରା ଙ୍କ ପାଇଁ ଏକ ପିଲା ଖୋଜିବାରେ ଏକ ମୂଳ କାରଣ ଅଟେ।

Advertisement