Updated: Apr 3, 2024, 11:31 IST

ଗୋଟେ ମଞ୍ଚରେ ତିନି ତିନି ଜଣ ଅଭିନେତା .. ଠିଆ ହୁଅନ୍ତୁ...ଏମାନେ ସମସ୍ତେ ହାରିବେ....

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କିଛି ଦିନ ହେବ ରାଜନୀତି ରେ ଅନେକ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି।ଅଭିନେତା ରୁ ନେତା ସାଜି ଥିବା କିଛି ଲୋକ ମାନେ ଏବେ ଦଳ ପରିବର୍ତ୍ତନ କରିଛନ୍ତି।ଆଗକୁ ନିର୍ବାଚନ ରହିଛି।
ଏହି ନିର୍ବାଚନ କୁ ଆଖି ଆଗରେ ରଖି ସରକାର ମଧ୍ୟ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି।ନିକଟ ରେ କଂଗ୍ରେସ ନେତା ସୁର ରାଉତରାୟ ଓ ତାଙ୍କ ପରିବାର କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳ ରେ ପ୍ରବେଶ କରିଛନ୍ତି।
Vb
ଏହି କଥା କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ପୁଣି ଥରେ ସୋସିଆଲ ମିଡିଆରେ ଦଳ ପରିବର୍ତ୍ତନ କୁ ନେଇ ଚର୍ଚ୍ଚା ଜୋର ଧରିଛି।ଅନେକ ନେତା ମନ୍ତ୍ରୀ ମାନେ ବିଜୁ ଜନତା ଦଳ କୁ ଛାଡ଼ି ଅନ୍ୟ ଦଳ ରେ ପ୍ରବେଶ କରୁଛନ୍ତି।
ବିଜେଡି ଦଳ ରେ ଟିକେଟ ନ ପାଇ ସେମାନେ ଅନ୍ୟ ଦଳ କୁ ଯାଉଛନ୍ତି ବୋଲି କୁହା ଯାଉଛି।ତେବେ ଏ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।ତାଙ୍କ କହିବା ଅନୁଯାୟୀ ସେହି ନେତା ଓ ମନ୍ତ୍ରୀ ମାନେ କାହାରି ନୁହନ୍ତି।
କେବଳ ନିଜେ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଅନ୍ୟ ଦଳ କୁ ଯାଉଛନ୍ତି।ଲୋକ ଙ୍କ ସେବା ଉପରେ ଗୁରୁତ୍ଵ ଦେଉ ନାହାନ୍ତି।ଅଭିନୟ ହେଉଛି ସେମାନଙ୍କ ର ପ୍ରଥମ କାମ।ଅଭିନୟ ମାଧ୍ୟମ ରେ ସେମାନେ ଲୋକ ଙ୍କ ପାଖରେ ଭଲେଇ ହେଉଛନ୍ତି।
Hh
ଗୋଟିଏ ପେଣ୍ଡାଲ ରେ ରହିବା ପାଇଁ ସେମାନେ ଇଚ୍ଛୁକ ନୁହନ୍ତି।ସେମାନଙ୍କ ପାଇଁ ଅନେକ ପେଣ୍ଡାଲ ର ଆବଶ୍ୟକତା ରହିଛି।ବର୍ତ୍ତମାନ ସମୟ ରେ ଦେଖା ଯାଉଚି କି ଧୀରେ ଧୀରେ ସମସ୍ତେ ଦଳ ରୁ ବିଦା ହେଉଛନ୍ତି।
ଏବେ ଆଗକୁ କଣ ଘଟଣା ଘଟୁଛି ତାହା ଦେଖିବାକୁ ବାକି ରହିଲା।ଆଉ କିଛି ଦିନ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି।ଏହି ନିର୍ବାଚନ ରେ ସବୁ ଦଳ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି।
ତେବେ ଏଭଳି ପରିସ୍ଥିତି ରେ କେଉଁ ଦଳ ବିଜୟ ହାସଲ କରୁଚି ତାହା ଦେଖିବାକୁ ବାକି ରହିଲା।ଏବେ ଏହି କଥା କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement