Mar 18, 2024, 11:59 IST

ନବୀନ ଙ୍କୁ ପ୍ରଶଂସା ରେ ପୋତି ପକେଇଲେ ଏହି ମହିଳା...ଆମ ଦାବି ପୁରଣ ନ କଲେ ବି ଆମେ ନବୀନ ଙ୍କୁ ଭୋଟ ଦେବୁ..

67

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Fyy
ତେବେ ବନ୍ଧୁଗଣ C.T/ B.Ed ଆନ୍ଦୋଳନ ସମୟରେ ଜଣେ ଶିକ୍ଷକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ସରକାର ପ୍ରତିଶୃତି ଦେଇଛନ୍ତି ଯେ ଯେଉଁମାନଙ୍କର ଚାକିରୀ କାଳ ଚାଲିଯାଇଛି ସେମାନଙ୍କୁ ଅତିଥି ଶିକ୍ଷକରେ ନିଯୁକ୍ତି ପାଇଁ।
ତେବେ ବର୍ତମାନ ସୁଦ୍ଧା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପ୍ରକ୍ରିୟା ଆସିନଥିବାରୁ ଆଜି ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି। ପ୍ରାୟ ୫୦୦- ୬୦୦ ପିଲା ସବୁ ଜିଲ୍ଲାରୁ ଆସିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦାନା ଦେଉଥୁବା ବେଳେ C.T/ B.Ed ପିଲା ଆଜି ବେକାର। ଅନ୍ୟମାନେ ଆନ୍ଧ୍ରା, କନ୍ନଡ଼ ସବୁଆଡୁ ପାସ କରୁଥିବା ବେଳେ ଓଡ଼ିଶାରେ C.T/ B.Ed କରିଥିବା ପିଲା ନିଯୁକ୍ତିରୁ ସେମାନେ ବଞ୍ଚିତ ହେଉଛନ୍ତି।
Tt
ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେମାନେ ଆଜି ଦାବି କରିଛନ୍ତି ଯଦି ଏହାର ତୁରନ୍ତ ପତିକାର କରାନଯାଏ ତାହାଲେ ବହୁପିଲା ଆତ୍ମହୁତି ଦେବେ ବୋଲି ନିଷ୍ପତି ନେଇ ଆସିଛନ୍ତି।
ତେଣୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ମାନଙ୍କ ଜରିଆରେ ଜଣାଇଛନ୍ତି ଯେ, ଯଦି ନିଯୁକ୍ତି ପ୍ରକ୍ରିୟା ଘୋଷଣା କରାନଯାଏ ତେବେ ରାଜରାସ୍ତାରେ ଶୋଇବେ ଏବଂ ପରିବାରର ସମସ୍ତ ଲୋକ ଆତ୍ମହୁତି ଦେବେ ବୋଲି ନିଷ୍ପତି କରିଛନ୍ତି।
ସରକାର ଚାକିରି ନ ଦେଲେ ବି ନବୀନ ଙ୍କୁ ଭୋଟ ଜିତେଇବା ତାଙ୍କ କାମ ବୋଲି ଶିକ୍ଷକ ସଙ୍ଘ କହିଛନ୍ତି। ଯାହାକି ବର୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement