ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ବ୍ୟକ୍ତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ କାଲି ୧୮ ଟି ଲୋକସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।ଆଜି ରାଜନଗର ଅଞ୍ଚଳ ର କାର୍ଯ୍ୟକର୍ତ୍ତା ମାନେ ହୋଲି ଉତ୍ସବ ପାଳନ କରିବା ନାଁ ରେ
ଭାରତୀୟ ଜନତା ପାର୍ଟି ର ସର୍ବୋଚ୍ଚ ନେତୃତ୍ୱ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ରତିଜ୍ଞା ଦେଇଛନ୍ତି ଓଡ଼ିଶା ରେ ଏଥର ଡବଲ ଇଞ୍ଜିନ ସରକାର ଏବଂ ପାର୍ଲିଆମେଣ୍ଟ ରେ ଯେଉଁ ଧାରା ଦେଇ ଆଜି ରାଜନଗର ବଜାର ଅତିକ୍ରମ କରିଛନ୍ତି।
![Hh](https://news38times.com/static/c1e/client/93724/uploaded/2eea7aac6d2cd8acf6d4165dfdbf64b5.png)
ସମସ୍ତ ଲୋକମାନେ ପଦଯାତ୍ରା କରିଛନ୍ତି।ଏବଂ ସମସ୍ତ ରାଜନଗର ବାସୀ ଙ୍କ ସୁଖ ସମୃଦ୍ଧି କାମନା କରିବା ସହିତ ଆଗାମୀ ଦିନରେ ଭ୍ରଷ୍ଟାଚାର ନବୀନ ପଟ୍ଟନାୟକ ସରକାର କୁ ହଟାଇବା।
ରାଜନଗର ମାଟି ରେ ଯେଉଁ ଦୁର୍ନୀତି,ଅତ୍ୟାଚାର ଯାହା ଚାଲିଛି ଆଉ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଯେ ଯେଉଁ ମାନେ ପାଞ୍ଚ ବର୍ଷ ଧରି ତାଙ୍କୁ ବିରୋଧ କରୁଥିଲେ ଆଜି ଶାସକ ଦଳ ସାଙ୍ଗ ରେ ନିଜର ସ୍ବାର୍ଥ ପାଇଁ ହାତ ମିଳାଇ ଛନ୍ତି।ଏହାକୁ ନେଇ ଆଗାମୀ ଦିନରେ ନିର୍ବାଚନୀ ରେ ଯେଉଁ ଲଢେ଼ଇ ହେବାକୁ ଯାଉଛି।
![Gh](https://news38times.com/static/c1e/client/93724/uploaded/99409c1c952bb9f297041a08f51bbb07.png)
ରାଜନଗର ର ଅଗଣିତ କାର୍ଯ୍ୟକର୍ତ୍ତା ସହଯୋଗ ଦିଅନ୍ତୁ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ପାଇଁ ପ୍ରାର୍ଥୀ ହେବାର ସୁଯୋଗ ପାଇବା ପରେ ରାଜନଗର ନିର୍ବାଚନ ମଣ୍ଡଳୀ ରେ ବିଜେପି ପକ୍ଷରୁ ସ୍ବାଗତ କରାଯାଇଛି।
ରାଜନଗର ଜନ ସାଧାରଣ ,ଭାରତୀୟ ଜନତା ପାର୍ଟି ସାଙ୍ଗ ରେ ଠିଆ ହୋଇଛନ୍ତି।ଏହି ଅଞ୍ଚଳ ର ନେତୃତ୍ୱ ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ବାବୁ ଙ୍କୁ ଗତକାଲି ପୁଣି ଦ୍ୱିତୀୟ ଥର କେନ୍ଦ୍ରାପଡ଼ା ନିର୍ବାଚନୀ ମଣ୍ଡଳୀ ର ଲଢ଼ିବାର ସୁଯୋଗ ଦିଆଯାଇଛି।
ତାଙ୍କୁ କେନ୍ଦ୍ରାପଡ଼ା ମାଟି କୁ ସ୍ଵାଗତ କରୁଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବେଶ ଖୁସି ହୋଇଛନ୍ତି।