Apr 12, 2024, 13:16 IST

ସିଦ୍ଧାନ୍ତ ଏବେ ଲଢ଼ିବେ ୩ୟ ଥର ଆଉ ରଚନା ଙ୍କ ପ୍ରଥମ ଥର ନିର୍ବାଚନ ରେ ଏଥର ସିନେ ତାରକା ଙ୍କ ଭିତରେ ହେବ ଲଢେଇ..

Jj

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ରାଜନୀତି ମଇଦାନ ରେ ଅଛନ୍ତି ଦୁଇଜଣ ଓଲିଉଡ ସିନେ ତାରକା। ଓଲିଉଡ଼ ର ଖୁବ ଚର୍ଚ୍ଚିତ ଚେହେରା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଦିନ ଥିଲା ଉଭୟ ମିଶି ଫିଲ୍ମ କରୁଥିଲେ ଆଉ ଦର୍ଶକ ମାନଙ୍କ ହୃଦୟ ମଧ୍ୟ ଜିତି ପାରୁଥିଲେ।
ହେଲେ ଏବେ ରାଜନୀତି ରେ ସେମାନେ ପ୍ରଚାର କୁ ଓହ୍ଲାଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସିଦ୍ଧାନ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନ ସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି।
Jn
ପଶ୍ଚିମବଙ୍ଗ ର ହୁଗୁଳି ଲୋକସଭା ଆସନରୁ ଟିଏମସି ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏବେ ରିଲ୍ ର ଦୁଇ ଷ୍ଟାର ରିଏଲ୍ ମଇଦାନ ରେ ପଲିଟିକାଲ ଷ୍ଟାର ଅଟନ୍ତି। ଦୁହେଁ ଏବେ ନିଜ ନିଜ ରାଜ୍ୟ ପାଇଁ କାମ କରିବାକୁ ଯାଉଛନ୍ତି।
ଯାହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଯୋର୍ ଧରିଛି। ସିଦ୍ଧାନ୍ତ ମହପାତ୍ର କହିଥିଲେ କି ସେ ହିଂସାତ୍ମକ ଦିଗରେ ଆଦୌ ଯିବେ ନାହିଁ କି ତାଙ୍କର ରଣନୀତି ମଧ୍ୟ କଣ ରହିଛି ସେ ସମ୍ପର୍କରେ ସେ କହି ପାରିବେ ନାହିଁ।
କାରଣ ରଣନୀତି ସମ୍ପର୍କରେ କାହାକୁ ହେଲେ ମଧ୍ୟ କୁହାଯାଇ ନଥାଏ। ଆଉ ସେ ସଂପୂର୍ଣ୍ଣ ଭାବରେ ସ୍ୱଚ୍ଛ ପ୍ରକ୍ରିୟା ରେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ କହିଥିଲେ। ଆଉ ରଚନା ବାନାର୍ଜୀ କହିଥିଲେ କି ରାଜନୀତି ହେଉଛି
Hju
ତାଙ୍କ ପାଇଁ ଏକ ନୁଆ ଜାଗା କାରଣ ସେ ଅନେକ ଦିନ ଧରି ଅଭିନୟ କରି ଆସୁଥିଲେ ସେଥିପାଇଁ ଏବେ ସେ ଏହି ନୁଆ ସ୍ଥାନ ତାଙ୍କୁ ଖୁବ ପସନ୍ଦ ଆସୁଛି। ବହୁତ୍ ଆଶା ନେଇ ସେ ରାଜନୀତି ରେ ଯୋଗ ଦେଇଛନ୍ତି।
ଆଉ ନିଶ୍ଚିତ ଭାବରେ ସେମାନେ ଲୋକ ମାନଙ୍କ ଉନ୍ନତୀ ପାଇଁ କାମ କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି। ସିଦ୍ଧାନ୍ତ ମହାପାତ୍ର ଖୁବ ଆଗରୁ ରାଜନୀତି ରେ ଯୋଗ ଦେଇ ସାରିଥିବା ବେଳେ ଏବେ ନୂଆ କରି ରଚନା ବାନାର୍ଜୀ ରାଜନୀତି ରେ ଯୋଗ ଦେଇଛନ୍ତି ।
ଆଉ ରାଜନୀତିରେ ଯୋଗ ଦେଇ ସେ ଖୁବ୍ ଖୁସୀ ମଧ୍ୟ ଅଛନ୍ତି। ଦୁହିଁଙ୍କ ଏଭଳି ରାଜନୀତି ରେ ଯୋଗ ଦେବାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ ।

Advertisement