ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।୨୪ ନିର୍ବାଚନ ପାଇଁ ଯୋଦ୍ଧା ଙ୍କ ତାଲିକା ଘୋଷଣା କରିଲା ବିଜେପି।୨୧ ରୁ ୧୮ ଲୋକସଭା ଆସନ ରେ ପ୍ରାର୍ଥୀ ଙ୍କ ନାମ ସାମ୍ନାକୁ ଆସିଲା।
ରହିଗଲା କଟକ,ଯାଜପୁର ଓ କନ୍ଧମାଳ ଲୋକସଭା ଆସନ। କେନ୍ଦ୍ରାପଡ଼ା ରୁ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ବର ରୁ ଅପରାଜିତ ଷଡ଼ଙ୍ଗୀ।ବରଗଡ଼ ରୁ ପ୍ରଦୀପ ପୁରୋହିତ ଓ ସମ୍ବଲପୁର ର ଧର୍ମେନ୍ଦ୍ର ପ୍ରଧାନ।
![Mk](https://news38times.com/static/c1e/client/93724/uploaded/185d1bdd2a55fd62dc96a0f3fce31b65.png)
କେତେ ଙ୍କ ସ୍ଥାନ ରେ ରିପିଟି କରିଲେ ଆଉ କିଛି ସ୍ଥାନ ରେ ନୂଆ ମୁହଁ ଦେଲେ।୬ ଟି ଆସନ ରେ ନୂଆ ଚେହେରାସମ୍ବଲପୁର,ବରଗଡ଼,ବ୍ରହ୍ମପୁର,ମୟୂରଭଞ୍ଜ, କୋରାପୁଟ ଓ କଳାହାଣ୍ଡି।
ଓଡ଼ିଶା ରେ ୧୮ ଟି ୨୧ ଟି ଲୋକସଭା ଆସନ ରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।କେନ୍ଦ୍ରୀୟ ନେତୃତ୍ବ ଙ୍କ ନିଷ୍ପତି ଉପରେ ପୁରାତନ ତାଲିକା ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ରୁ ବୈଜୟନ୍ତ ପଣ୍ଡା ଙ୍କୁ ପୁଣିଥରେ ଦଳ ପ୍ରାର୍ଥୀ କରିଥିବା ବେଳେ ଭୁବନେଶ୍ବର ରୁ ଅପରାଜିତ ଷଡ଼ଙ୍ଗୀ ଙ୍କୁ ଦଳ ପୁଣିଥରେ ରିପିଟି କରିଛି।ଚଳିତ ନିର୍ବାଚନ ରେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ନୂଆ ଚେହରା ଭାବରେ ଦଳ ମଇଦାନ କୁ ଓହ୍ଲାଇଛି।
![Hh](https://news38times.com/static/c1e/client/93724/uploaded/4c6afe856e86d839ab3dd70c4ea1b431.png)
ସେହିପରି ଗୋହାଟି ଲୋକସଭା ସାଂସଦ ବସନ୍ତ ପଣ୍ଡା ଙ୍କ ବଦଳ ରେ ମାଳବିକା କିଶୋରୀ ଦେବ୍ ଙ୍କ ନାମ ଘୋଷଣା କରିଛି ବିଜେପି।ସେହିପରି ବରଗଡ଼ ରୁ ପ୍ରଦୀପ ପୁରୋହିତ ଓ ସମ୍ବଲପୁର ର ଧର୍ମେନ୍ଦ୍ର ପ୍ରଧାନ ହୋଇଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏଥର ବିଜେପି ମୋଟ ୬ ଟି ସ୍ଥାନ ରେ ନୂଆ ଚେହେରା ଦେଇଛି।
ସମ୍ବଲପୁର ,ବରଗଡ଼,ମୟୂରଭଞ୍ଜ,କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି।ଦର୍ଶକ ମାନେ ଏହା ଦେଖି ଖୁସି ହେବା ସହିତ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।ଯାହାକି ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।