Apr 13, 2024, 09:02 IST

ଅନୁଭବ ଙ୍କୁ ଭୋଟ ଦେଇ କାନ୍ଦି କାନ୍ଦି ରହୁଥିଲେ କେନ୍ଦ୍ରାପଡ଼ା ବାସୀ ବୈଜୟନ୍ତ ଙ୍କୁ ଦେଖି ଖୁସି ରେ କୁଣ୍ଢେଇ ପକେଇଲେ ଲୋକେ..

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନିର୍ବାଚନ ଆଉ କେତେଟା ଦିନ ମାତ୍ର ରହିଲା। ସେଥିପାଇଁ ଏବେ ପ୍ରତ୍ୟେକ ଦଳ ନିଜ ନିଜର ରଣନୀତି ରଚିବାରେ ଲାଗି ପଡିଛନ୍ତି।
ସେମାନେ କେମିତି ନିଜେ ଜୟଯୁକ୍ତ ହେବେ ସେନେଇ ମଧ୍ୟ ସେମାନେ ପ୍ଲାନିଂ କରୁଛନ୍ତି। ଏହାରି ମଧ୍ୟରେ ପ୍ରତ୍ୟେକ ଦଳ ମଧ୍ୟ ନିର୍ବାଚନ ପାଇଁ ନିଜ ନିଜର ରାଲି ଆରମ୍ଭ କରି ସାରିଛନ୍ତି।
Hh
ଆଉ ଏହାକୁ ନେଇ ପ୍ରତ୍ୟେକ ଦିନ ଅନେକ ଖବର ଖୁବ ଭାଇରାଲ୍ ହେବାର ଲାଗୁଛି। ତେବେ ଆପଣ ମାନେ ବେଶ ଭଲ ଭାବରେ ବିଜେପି ର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଙ୍କୁ ଜାଣିଥିବେ।
ସେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ତରଫରୁ ଲୋକସଭା ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି। ହେଲେ ପୂର୍ବରୁ ସେ ଅନେକ ଥର ବିଜେଡ଼ି ରୁ ଲୋକସଭା ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଜୟଯୁକ୍ତ ମଧ୍ୟ ହୋଇ ସାରିଛନ୍ତି।
ମାତ୍ର ଗତ ବର୍ଷ ସେ ବିଜେପିର ଲୋକ ସଭା ପ୍ରାର୍ଥୀ ଭାବରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଛିଡ଼ା ହୋଇଥିଲେ ହେଲେ ସେ ପରାଜୟ ବରଣ କରିଥିଲେ। ତାଙ୍କ ବିପକ୍ଷରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଜୟଯୁକ୍ତ କରିଥିଲେ।
Yh
ମାତ୍ର ଏଥର ପୁଣି ଥରେ ବୈଜୟନ୍ତ ପଣ୍ଡା ଲୋକସଭା ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି ଓ ତାଙ୍କ ଲଢେଇ ବିଜେଡ଼ି ର ଅଂଶୁମାନ ମହାନ୍ତି ଙ୍କ ସହ ହେବା ପାଇଁ ଯାଉଛି। ହେଲେ ଏବେ ଚର୍ଚ୍ଚାର ବିଷୟ ଏହାକି ,
ଯେତେବେଳେ ବୈଜୟନ୍ତ ପଣ୍ଡା ଯାଇ କେନ୍ଦ୍ରାପଡ଼ାରେ ପହଞ୍ଚି ଥିଲେ ସେତେବେଳେ ସେଠାରେ ପ୍ରଚୁର ପରିମାଣରେ ଜନ ସମାଗମ ଦେଖିବାକୁ ମିଳିଥିଲା।ଯାହାକୁ ଦେଖିବା ପରେ ଏହା ଲାଗୁଛି କି ବୋଧ ହୁଏ କେନ୍ଦ୍ରାପଡ଼ାରେ ଏଥର ବୈଜୟନ୍ତ ପଣ୍ଡା ବାଜି ମାରି ପାରନ୍ତି।
ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement