Mar 21, 2024, 10:09 IST

ଓଡ଼ିଶା ର ୧୦ କୋଟିପତି ବିଧାୟକ ଙ୍କ ତାଲିକା...ନମ୍ବର ୧ ରେ ଯିଏ ଅଛି ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ..

Gh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜାରି ହୋଇଛି ADR ତାଲିକା।ଯେଉଁ ଥିରେ ସମ୍ପତି ତାଲିକା ରେ ମୁଖ୍ୟ ମନ୍ତ୍ରୀ ଙ୍କ ନାମ ସବୁଠାରୁ ଆଗରେ ରହିଛି।ଏବଂ ୧୦ ଟି ଏଭଳି ନାମ ରହିଛି ବିଧାୟକ ଙ୍କ ର ଯେଉଁ ମାନଙ୍କ ପାଖରେ ରହିଛି ୧ କୋଟି ରୁ ଉର୍ଦ୍ଧ ସମ୍ପତି।
ତେବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ଗଞ୍ଜାମ ରୁ ପ୍ରତିନିଧିତ୍ଵ କରୁଛନ୍ତି।ବିଧାନସଭା କ୍ଷେତ୍ର ରୁ ତାଙ୍କ ସମ୍ପତି ର ପରିମାଣ ୬୩,୬୪,୧୫,୨୬୧ ଟଙ୍କା ରହିଛି।ଏବଂ ଦ୍ୱିତୀୟ ରେ ରହିଛନ୍ତି ଦିପାଳି ଦାସ।
Gh
ଯିଏ କି ଝାରସୁଗୁଡ଼ା ବିଧାୟିକା ଅଟନ୍ତି।ତେବେ ତାଙ୍କର ମୋଟ ୪୦,୧୭,୨୮,୨୭୯ ଟଙ୍କା ରହିଛି।ତୃତୀୟ ସ୍ଥାନ ରେ ରହିଛନ୍ତି ସରୋଜ କୁମାର ମେହେର ବଲାଙ୍ଗୀର ରୁ ଏବଂ ତାଙ୍କର ମୋଟ ସମ୍ପତି ରହିଛି ୩୧,୪୩,୫୫,୬୮୯ ଟଙ୍କା ରହିଛି।
ଚାରି ନମ୍ବର ରେ ରହିଛନ୍ତୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଯାହାଙ୍କ ସମ୍ପତି ପରିମାଣ ୩୦,୨୯,୦୭,୯୪୬ ଟଙ୍କା ରହିଛି।ସେହିପରି 
Mohammad moquim ଙ୍କ ର ୧୭ କୋଟି ରୁ ଉର୍ଦ୍ଧ ସମ୍ପତି ରହିଥିବା ବେଳେ ସୁରେଶ କୁମାର ରାଉତ ରାୟ ଖୋର୍ଦ୍ଧା ଜଟଣୀ ବା ସମସ୍ତଙ୍କ ଅତି ପ୍ରିୟ ସୁର ଭାଇ ଙ୍କ ର ରହିଛି ୧୭ କୋଟି ୪୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରହିଛି।
Gg
ପ୍ରଣବ କୁମାର ବଳବନ୍ତ ରାୟ ଧର୍ମଶାଳା ବିଧାୟକ ଙ୍କ ର ମୋଟ ସମ୍ପତି ୧୭ କୋଟି ରୁ ଉର୍ଦ୍ଧ ରହିଛି।ଏବଂ ଅନ୍ୟପଟେ ୯ ଆଉ ୧୦ ନମ୍ବର ସ୍ଥାନ ରେ ସୁଧୀର କୁମାର ସାମଲ ଏବଂ ସୁଶାନ୍ତ କୁମାର ରାଉତ ରହିଛନ୍ତି।
ଯାହାଙ୍କର ମୋଟ ସମ୍ପତି ୧୪ କୋଟି ୩ ଲକ୍ଷ ୧୩ ହଜାର ୨ ସହ ୩୩ ଓ ୧୩ କୋଟି ୭୬ ଲକ୍ଷ ୬୧ ହଜାର ୯ ସହ ୩୧ ଟଙ୍କା ରହିଛି।ଅନ୍ୟପଟେ ସବୁଠାରୁ ଗରିବ ବିଧାୟକ ତାଲିକା ରେ ରହିଛନୀ ମକରନ୍ଦ ମୁଦୁଲି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement