May 4, 2024, 08:37 IST

ଦରଦୀ ପାଣ୍ଡିଆନ ଙ୍କ ନରମ କଥା ରେ ତରଳିଲେ ଜନତା..ଭାଇ, ବହୁତ୍ ଖରା ହେଉଚି ତଳକୁ ଓହ୍ଲେଇ ଆସ..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ତେବେ କିଛି ଦିନ ତଳେ ଏ ନେଇ ପ୍ରାର୍ଥୀ ପତ୍ର ଦାଖଲ ହୋଇ ସାରିଛି।ସବୁ ରାଜନୈତିକ ଦଳ ର ନେତା ମାନେ ଏବେ ପ୍ରଚାର କରିବା କାର୍ଯ୍ୟ ରେ ଲାଗି ପଡ଼ି ଛନ୍ତି।
ସେହି କ୍ଷେତ୍ର ରେ ପଛକୁ ଯାଇ ନାହାନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ।ଆଜି ସେ ପୋଲସରା ନିର୍ବାଚନ ମଣ୍ଡଳୀ କୁ ପ୍ରଚାର ପ୍ରସାର ପାଇଁ ଯାଇ ଥିଲେ।ଲୋକ ଙ୍କୁ ବିଜୁ ଜନତା ଦଳ ରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।
Jj
ଆପଣ ମାନେ ସମସ୍ତେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ସେ ପୋଲସରା ନିର୍ବାଚନ ମଣ୍ଡଳୀ କୁ ପ୍ରଚାର ପାଇଁ ଯାଇ ଥିଲେ।ସେଠାରେ ସେ ଅନେକ ସମୟ ଧରି ଲୋକ ଙ୍କ ସହିତ କଥା ହୋଇ ଥିଲେ।
ତାଙ୍କ ଦଳ କୁ ଭୋଟ ଦେବା ପାଇଁ ସେ ସମସ୍ତ ଙ୍କୁ କହିଥିଲେ।ଆହୁରି ମଧ୍ୟ କହିଥିଲେ କି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶା ର ବିକାଶ କଥା କହିଛନ୍ତି।ହେଲେ ଓଡ଼ିଶା ର ଏତେ ବିକାଶ କୁ ବିରୋଧୀ ଦଳ ର ନେତା ମାନେ ସହି ପାରୁ ନାହାଁନ୍ତି।
Jj
ସେଥିପାଇଁ ସେମାନେ ମୁଖ୍ୟ ମନ୍ତ୍ରୀ ଙ୍କ ନାମ ରେ ଗପୁଛନ୍ତି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ଙ୍କ ପାଇଁ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇ ଥିଲେ।ଏହା ଛଡ଼ା ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଲେ।
ଗାଁ ଗାଁ ରେ ଏବେ ବିଜୁଳି ପାଣି ମିଳୁଚି।ଗାଁ ର ରୂପ ଏବେ ପରିବର୍ତ୍ତନ ହେଉଚି।ଲୋକ ମାନଙ୍କ ଉପରେ ଆମର ସେତିକି ବିଶ୍ଵାସ ରହିଛି।ସେମାନେ ଯେମିତି ହେଲେ ଆମ ବିଜୁ ଜନତା ଦଳ କୁ ଭୋଟ ଦେବେ।ଏଥର ଯୋଡ଼ି ଶଙ୍ଖ ନିଶ୍ଚିତ ରୂପେ ଆସିବ।
ସେ ଲୋକ ଙ୍କ ଭଲ ପାଇଁ ସବୁବେଳେ କାମ କରୁଛନ୍ତି ବୋଲି କହି ଥିଲେ।ଭି କେ ପାଣ୍ଡିଆନ ସେଠାରେ ଅନେକ ସମୟ ରହି ଲୋକ ଙ୍କ ସହିତ କଥା ହୋଇ ଥିଲେ।ଏହା ପରେ ସେଠାରୁ ଚାଲି ଯାଇ ଥିଲେ।ତାଙ୍କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement