ନମସ୍କାର ପାଠକ ବନ୍ଧୁ।ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ଖବର ଆପଣ ମାନେ ସମସ୍ତେ ଜାଣି ଥିବେ।ମନ୍ତ୍ରୀ ଏକ ସଭା କାର୍ଯ୍ୟ ରେ ଯୋଗ ଦେବାକୁ ଯାଉ ଥିବା ସମୟରେ ପୋଲିସ ଗୋପାଳ ତାଙ୍କୁ ତାଙ୍କ ବନ୍ଧୁକ ରେ ହତ୍ୟା କରିଥିଲେ।
ଏବେ କୁହା ଯାଉଛି ଯେ ନବ ଦାସ ଙ୍କୁ କେବଳ ଗୋପାଳ ମାରି ନାହିଁ।ତାଙ୍କ ପଛରେ ଆହୁରି ଅନେକ ହାତ ରହିଛି।କ୍ରାଇମବ୍ରାଞ୍ଚ ର ଚାର୍ଜସିଟ ଦାଖଲ ହେବା ପରେ ମନ୍ତ୍ରୀ ନବ ଦାସ ଙ୍କ ପୁଅ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବାପା ଙ୍କୁ ମାରିବା ପାଇଁ ଆଗରୁ ପ୍ଲାନ କରା ଯାଇଥିଲା।
ବ୍ରଜରାଜନଗର ରେ ମୋ ବାପା ଙ୍କର ଅନେକ ବିରୋଧୀ ଥିଲେ।ତେଣୁ ଯୋଜନା ବଦ୍ଧ ଭାବେ ତାଙ୍କର ହ-ତ୍ୟା ହୋଇଛି।ତାଙ୍କ ପୁଅ ଏସବୁ କହି ଛନ୍ତି।ତାଙ୍କ ପୁଅ ଙ୍କ ନାମ ହେଉଛି ବିଷାଲ୍ ଦାସ।ସେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆ ଯାଇଥିବା ଚାର୍ଜସିଟ୍ ରେ ସେ ବୋଧେ ଖୁସି ନାହାନ୍ତି।
ସେ ଚାହୁଁଛନ୍ତି ଆଉ ଥରେ ଏହି ଘଟଣା ର ତଦନ୍ତ ହେଉ।ଚାର୍ଜ ସିଟ ରେ ଲେଖା ଯାଇଛି କି ନବ ଓ ତାଙ୍କ ସମର୍ଥକ ମାନେ ଗୋପାଳ ଙ୍କୁ ମାରିଦେବେ ବୋଲି ଗୋପାଳ ଭାବୁଥିଲେ।ନିଜକୁ ବଞ୍ଚାଇବାକୁ ଯାଇ ସେ ନବ ଦାସ କୁ ହ-ତ୍ୟା କରିଛି।
ଏହା କ୍ରାଇମବ୍ରାଞ୍ଚ ର ଆଉ ଏକ ଗପ ଭଳି ଲାଗୁଛି।ଲୋକମାନେ ମଧ୍ୟ ଏହି ସବୁ କଥା କହୁଛନ୍ତି।ସୁଚନା ଅନୁସାରେ ନବ ଦାସ ଙ୍କ ଗାଡି ଯାଉ ଥିବା ବେଳେ ଗୋପାଳ ତାଙ୍କୁ ଅଟକାଇ ଥିଲେ।
ସେଠାରେ ତାଙ୍କ ସମର୍ଥକ ମାନେ ଗଣ୍ଡେଗାଳ କରିଥିଲେ।ସେଥିପାଇଁ ସେମାନଙ୍କୁ ହାଜତ ରେ ପୁରେଇ ଗୋପାଳ ଦାସ।ହେଲେ ପରେ ନବ ଦାସ ଙ୍କ କହିବା ଅନୁସାରେ ଗୋପାଳ ତାଙ୍କୁ ଛାଡି ଦେଇଥିଲା।
ତାଙ୍କ ସମର୍ଥକ ମାନେ ନବ ଙ୍କ ଘର କୁ ଯାଇ ଗଣ୍ଡୋଗାଳ କରିଥିଲେ।ସେହି ଦିନ ଠୁ ନବ ଦାସ ଙ୍କ ଗୋପାଳ ଉପରେ ରାଗ ରହିଥିଲା।କୁହା ଯାଉଛି ଯେ ଦୋଷୀ ଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ କ୍ରାଇମବ୍ରାଞ୍ଚ ମିଛ ତଥ୍ୟ ବାହାର କରିଛି।ଯାହାକି ଏବେ ଲୋକେ କହୁଛନ୍ତି।