Sep 14, 2023, 12:06 IST

ସୂର୍ଯ୍ୟ ଙ୍କ ଦଶାହ ଭୋଜି ରେ ପହଞ୍ଚି କାନ୍ଦି ପକେଇଲେ ନବୀନ, ଆଉ ଦୁଃଖ ରେ କଲେ ଶ୍ରଦ୍ଧାଞ୍ଜଳି

Special report

ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦ୍ଵାଦଶ ରେ ଉପସ୍ଥିତ ହେଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ମୃ-ତ୍ୟୁ କେତେବେଳେ ଆସେ ତାହା କେହି ବି ଜାଣି ନ ଥାଆନ୍ତି।ଏହା ହଟାତ ଆସି ସମସ୍ତଙ୍କୁ କନ୍ଦାଇ ଦେଇ ଚାଲି ଯାଏ।
Special report
ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଦୁଃଖଦ ଖବର ବିଷୟ ରେ କହିବାକୁ ଯାଉଛୁ।ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଉ ନାହାଁନ୍ତି।କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇ ଥିଲା।ତାଙ୍କ ଦେହ ଅଧିକ ଖରାପ ହୋଇ ଯାଇଥିଲା।ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ କିନ୍ତୁ ସମ୍ଭବ ହୋଇ ପାରିଲା ନାହିଁ।
ସୂଚନା ଅନୁସାରେ ଗତ ଦଶ ଦିନ ତଳେ ସୂର୍ଯ୍ୟ ନାରାୟଣ ପାତ୍ର ମୃ-ତ୍ୟୁ ବରଣ କରିଥିଲେ।ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃ-ତ୍ୟୁ ଘଟିଛି।ତାଙ୍କ ଅକାଳ ବିୟୋଗ ରେ ସାରା ରାଜ୍ୟ ଏବେ ଶୋକ ପାଳନ କରୁଛି।
ସେ ଜଣେ ଭଲ ମଣିଷ ଥିଲେ।ଅନେକ ଜନ ହିତକର କାର୍ଯ୍ୟ ସେ କରି ଯାଇଛନ୍ତି।ଆଜି ହେଉଚି ତାଙ୍କ ଦ୍ଵାଦଶ।ତାଙ୍କ ଦ୍ଵାଦଶ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ବହୁତ ନାମୀ ଦାମୀ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ।ତାଙ୍କ ପରିବାର ର ଏହି ଦୁଃଖଦ ସମୟ ରେ ତାଙ୍କୁ ସାନ୍ତନା ଦେଇ ଥିଲେ।
Special report
ସେ ପୂର୍ବ ରୁ ଖଣ୍ଡପଡ଼ା ବିଧାୟକ ଥିଲେ।ଏହା ପରେ ସେ ବିଧାନ ସଭାର ବାଚସ୍ପତି ରୂପେ ନିଯୁକ୍ତି ହୋଇ ଥିଲେ।ଲୋକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି।ତାଙ୍କର ଏପରି ହଟାତ ମୃ-ତ୍ୟୁ ହେବ।ଏ କଥା କେହି ଭାବି ପାରୁ ନାହାନ୍ତି।ତାଙ୍କ ମୃତ୍ୟୁ ରେ ରାଜନୀତି ରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ତାଙ୍କର ଭଳି ଲୋକ ରାଜନୀତି ଖୁବ୍ କମ୍ ଦେଖିବାକୁ ମିଳେ।ସେ ବିଧାୟକ ଥିବା ସମୟ ରେ ତାଙ୍କ ଅଞ୍ଚଳ ର ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ।ଏହା ପରେ ତାଙ୍କୁ ବାଚସ୍ପତି ରୂପେ ନିଯୁକ୍ତ କରା ଯାଇଥିଲା।
ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କ ମୃ-ତ୍ୟୁ ଘଟିଛି।ବହୁ ଦିନ ଧରି ସେ ଏକ ରୋଗ ରେ ପୀଡ଼ିତ ଥିଲେ।ଅନେକ କଷ୍ଟ ସହି ସହି ଶେଷ ରେ ସମସ୍ତଙ୍କୁ ଛାଡି ଚାଲି ଗଲେ।ତାଙ୍କ ପରିବାର କୁ ସାନ୍ତ୍ଵନା ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ଥିଲେ ।

Advertisement