May 6, 2024, 01:08 IST

ଷ୍ଟୁଡିଓ ରେ ଇଣ୍ଟରଭିଉ ବେଳେ ଅଚାନକ..ଲୁହ ଅଟକେଇ ନ ପାରି କାନ୍ଦି ପକେଇଲେ ଅପରାଜିତା..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଏବେ ଭୁବନେଶ୍ୱର ରୁ ଲୋକସଭା ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଛନ୍ତି ଏନେଇ ସେ
ନିଜର ପ୍ରଚାର କାର୍ଯ୍ୟ ମଧ୍ଯ ଆରମ୍ଭ କରି ଦେଇଛନ୍ତି ଭୁବନେଶ୍ୱର ର ବିଭିନ୍ନ ଅଞ୍ଚଳକୁ ବୁଲି ବୁଲି ସେ ମାରାଥନ ଭାବରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
Hh
ତେବେ ଆପଣ ମାନେ ଜାଣିଥିବେ କି ବିଜେପି ନେତ୍ରୀ ଅପରାଜିତା ମହାନ୍ତି ସଦା ସର୍ବଦା ସେ କିଛି ଏଭଳି କଥା କହିଥାନ୍ତି ଯାହାକି ଚର୍ଚ୍ଚାରେ ବିଷୟ ପାଲଟି ଥାଏ। କେତେବେଳେ ତାଙ୍କର କଥା ତ ଆଉ
କେତେକ ସମୟରେ ତାଙ୍କର କିଛି ବ୍ଯବହାର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟି ଥାଏ। ଗତ କିଛିଦିନ ହେବ ମଧ୍ୟ ସେ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ରେ ରହି ଆସୁଛନ୍ତି। ତାଙ୍କୁ ନେଇ ଅନେକ କଥା ଆଲୋଚନା ମଧ୍ୟ ହେଉଛି।
ଏବେ ନିକଟରେ ତାଙ୍କର ଭାଇରାଲ୍ ହେଉଥିବା ଭିଡିଓ ରେ ତାଙ୍କୁ ପଚରା ଯାଇଥିଲା କି ସବୁବେଳେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ହସୁଥିବାର ଦେଖିବାକୁ ମିଳିଥାଏ। ମାତ୍ର କେବେ ତାଙ୍କ ଆଖିରେ ଲୁହ ଆସିଛି କି ତାଙ୍କ ଲୋକ ମାନଙ୍କ ପାଇଁ?
Hh
ଏହାର ଉତ୍ତର ଦେଇ ସେ କହିଥିଲେ କି ବ୍ୟକ୍ତିଗତ ଜୀବନରେ ସେ ଖୁବ କମ୍ କାନ୍ଦି ଛନ୍ତି। ଆଉ ତାଙ୍କୁ ସେତେବେଳେ ଖୁବ ଦୁଃଖ ଲାଗିଥିଲା ଯେତେବେଳେ ଖୁବ କମ୍ ବୟସରୁ ତାଙ୍କର ବାପା ମାଆ ତାଙ୍କୁ ଛାଡି ଚାଲି ଯାଇଥିଲେ।
ମାଆ ବାପା ଙ୍କ ତାଙ୍କ ଜୀବନରେ ନହେବା ଏହା ତାଙ୍କର ସବୁଠାରୁ ବଡ ଦୁଃଖ ବୋଲି ସେ କହିଥିଲେ। ଯଦି ତାଙ୍କର ବାପା ଥାଆନ୍ତେ ତେବେ ହୁଏତ ସେ ଆଜି ତାଙ୍କ ପାଇଁ ମଧ୍ୟ ପ୍ରଚାର କରି ଥାଆନ୍ତେ।
ତାଙ୍କର ମାଆ ମଧ୍ୟ ତାଙ୍କ ପାଇଁ ପ୍ରଚାର କରି ଥାଆନ୍ତେ। ଏକଥା ଭାବିଲେ ତାଙ୍କ ଆଖିରେ ଲୁହ ଆସିଯାଏ। ଏହା ଛଡ଼ା ଆଉ ତାଙ୍କ ଆଖିକୁ ଆଉ କେବେ ହେଲେ ମଧ୍ୟ ଲୁହା ଆସି ନାହିଁ ବୋଲି ସେ କହିଥିଲେ।

Advertisement