May 8, 2024, 02:14 IST

ରୁଦ୍ର ମହାରଥୀ ଙ୍କ ପରିବାର ରେ ଝଡ଼..ରୁଦ୍ର ଙ୍କ ବିରୁଦ୍ଧ ରେ ଠିଆ ହେଲେ ପତ୍ନୀ..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ରୁଦ୍ର ଙ୍କ ବିପକ୍ଷ ରେ ନିର୍ବାଚନ ଲଢ଼ିବେ ତାଙ୍କ ପତ୍ନୀ ଜାଗୃତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଅତୀତ ରେ ଏଭଳି ଘଟଣା ଆପଣ ମାନେ ଅନେକ ଥର ଦେଖି ଥିବେ।
ଯେଉଁଥିରେ ସ୍ଵାମୀ ସ୍ତ୍ରୀ ଉଭୟ ପରସ୍ପର ରେ ବିପକ୍ଷ ରେ ନିର୍ବାଚନ ଲଢ଼ିଥିବେ।ଏବେ ପୁଣି ଥରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି ନିର୍ବାଚନ ମଣ୍ଡଳୀ ରେ।ସେଠାରେ ସ୍ଵାମୀ ସ୍ତ୍ରୀ ଉଭୟ ପରସ୍ପର ବିରୋଧୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
Hh
ସୂଚନା ଅନୁସାରେ ଆପଣ ମାନେ ସମସ୍ତେ ପ୍ରଦୀପ ମହାରଥୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଦୀର୍ଘ ୭ ଥର ପିପିଲି ନିର୍ବାଚନ ମଣ୍ଡଳୀ ରୁ ବିଜେତା ହୋଇ ଥିଲେ।ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ରୁଦ୍ର ମହାରଥୀ ୨୦୨୧ ମସିହା ରେ ବିଜୟୀ ହୋଇ ଥିଲେ।
ଏ ବର୍ଷ ପୁଣି ଥରେ ସେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ରେ ଅଂଶ ଗ୍ରହଣ କରିବେ ବୋଲି କୁହା ଯାଇଛି।ତେବେ ସୋମବାର ଥିଲା ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ତାରିଖ ।ସେ ବିଜେଡି ଦଳ ତରଫ ରୁ ନାମାଙ୍କନପତ୍ର ଦାଖଲ କଲେ।
Jj
ଅନ୍ୟ ପଟେ ତାଙ୍କ ପତ୍ନୀ ଜାଗୃତି ପଣ୍ଡା ସ୍ଵାଧୀନ ଦଳ ପକ୍ଷ ରୁ ନାମାଙ୍କନ ପତ୍ର ଦାଖଲ କଲେ।ତେବେ ଏ ଯାଏଁ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ର କୌଣସି ମତ ନିଆ ଯାଇ ପାରି ନାହିଁ।ତେବେ ଶୁଣିବାକୁ ମିଳୁଚି କି
ନାମାଙ୍କନ ପତ୍ର ଦାଖଲ ପରେ ଅନେକ ପ୍ରାର୍ଥୀ ଙ୍କ ନାମ କଟା ଯାଇ ଥାଏ।ସେଥିପାଇଁ କଲେ ଯାଞ୍ଚ ସମୟ ରେ ରୁଦ୍ର ଙ୍କ ନାମାଙ୍କନ ପତ୍ର କୁ କାଟି ଦେବେ। ସେଥିପାଇଁ ସେ ନିଜ ପତ୍ନୀ ଜାଗୃତି ପଣ୍ଡା ଙ୍କୁ ସ୍ଵାଧୀନ ଦଳ ପକ୍ଷ ରୁ ଲଢ଼ିବା ପାଇଁ କହିଛନ୍ତି।
ତେବେ ଯଦି ରୁଦ୍ର ମହାରଥୀ ଙ୍କ ଯାଞ୍ଚ ସମୟ ରେ କୌଣସି ତ୍ରୁଟି ନ ରୁହେ ତେବେ ତାଙ୍କ ପତ୍ନୀ ପ୍ରାର୍ଥୀ ପତ୍ର ଖାରଜ କରି ନେବେ।ତେବେ ଏଥର ମଧ୍ୟ ରୁଦ୍ର ମହାରଥୀ ବିଜୟ ହାସଲ କରିବେ ବୋଲି ଅନେକ ମତ ଦେଇଛନ୍ତି।ତେବେ ଆଗକୁ କଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।

Advertisement