Mar 1, 2024, 08:31 IST

ଷ୍ଟେଜ ଉପରେ ଠିଆ ଠିଆ ପିଲା ମାନଙ୍କୁ ଖୁସି ଖବର ଦେଲେ ପାଣ୍ଡିଆନ୍।ପିଲାମାନେ ତୁମକୁ ମିଳିବ ଏବେ ଏତେ ଏତେ ହଜାର ଟଙ୍କା..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ 5T ସଚିବ ଯାଜପୁର ରେ ହେଉଥିବା ଏକ ସଭାରେ କହିଥିଲେ କି ବର୍ତ୍ତମାନ୍ ହେଉଛି କମ୍ପିଟେଟିଭ ଯୁଗ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ହେଉଛି ଗୋଟେ ପୋଷ୍ଟ ପାଇଁ ୧୦୦ ଜଣ ପିଲା ବାହାରୁଛନ୍ତି।
Special report
ଆମକୁ ଯଦି ଜିତିବାକୁ ହେବ ତେବେ ଆମକୁ ଆମର ସବୁ ପ୍ରକାରର personality ର ବିକାଶ କରିବାକୁ ହେବ। ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଏବେ ସାରା ଓଡ଼ିଶାର ପିଲା ମାନଙ୍କ ପାଇଁ ଏକ ଖୁସୀ ଖବର ଆସି ଯାଇଛି।+୩ ପିଲା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବହୁତ ବଡ଼ ଘୋଷଣା କରିଛନ୍ତି।+୩ ରେ ପାଠ ପଢ଼ୁଥିବା ସାରା ଓଡ଼ିଶାର ପିଲାମାନେ ନୂଆ ଓ ସ୍କଲାରସିପ ପାଇବେ।
ନୂଆ ଓ କାର୍ଯ୍ୟକ୍ରମ ପିଲା ମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବାହାରକୁ ଆଣିବା ପାଇଁ କରାଯାଇଛି। ଏଥି ସହ ଯେଉଁମାନେ ମଧ୍ୟ ପିଜି କରୁଛନ୍ତି ତାଙ୍କୁ ମଧ୍ୟ ପ୍ରଦାନ କରାଯିବ।
Special report
ଝିଅ ପିଲା ମାନଙ୍କୁ ୧୦,୦୦୦ ଟଙ୍କା ହୋଇଥିବା ବେଳେ ପୁଆ ପିଲା ମାନଙ୍କୁ ୯୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏହା ତାଙ୍କର ପାଠ ପଢା ରେ ବିଶେଷ ଭାବରେ ସହାୟକ ମଧ୍ୟ ହେବ। ପ୍ରତି ବର୍ଷ ମଧ୍ୟ ତାଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯିବ।
ସରକାର ଙ୍କ ଏହି ବଡ଼ ଘୋଷଣାକୁ ଶୁଣି ସାରିବା ପରେ ଛାତ୍ରଛାତ୍ରୀ ମାନେ ବିଶେଷ ଭାବରେ ଖୁସୀ ମଧ୍ୟ ହୋଇ ଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝିଅ ମାନଙ୍କ ପାଠପଢା ଉପରେ ବିଶେଷ ଧ୍ୟାନ ଦିଅନ୍ତି।
ଏଥିପାଇଁ କଲେଜ୍ ରେ ୨୦ ତାରିଖରୁ ୨୫ ତାରିଖ ଭିତରେ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପଇସା ପହଞ୍ଚି ଯିବ ବୋଲି ସେ କହିଥିଲେ। ଯାହା ଶୁଣିବା ପରେ ଛାତ୍ରଛାତ୍ରୀ ମାନେ ଖୁବ୍ ଖୁସୀ ମଧ୍ୟ ଥିଲେ।
ଏବେ ଯୁବପିଢୀ ଙ୍କୁ ଆଗକୁ ବଢ଼ାଇବା ପାଇଁ ନୂଆ ନୂଆ ଯୋଜନା ସବୁ କରୁଛନ୍ତି ସେଥି ମଧ୍ୟରୁ ଏହା ଅନ୍ୟତମ ଅଟେ। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement