Mar 14, 2024, 10:28 IST

ସୌମ୍ୟ ଙ୍କ କଡା ତେରେଛା ବାଣ..ସେ ବିଜେଡି ବିଜେପି ଲିଭ୍ ଇନ୍ ରେ ଥିଲେ, ଏବେ ବାହା ହେବେ..

Yu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୌମ୍ୟ ଏମିତି କିଛି କହିଛନ୍ତି।ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ ବୋଲି କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।
Fh
ଏବଂ "କାଲି ପହରଦିନ ମେଣ୍ଟ ହୋଇଯିବ, ମେଣ୍ଟ ହେଲେ ମୁଁ ସ୍ୱାଗତ କରିବି ବୋଲି ରାଜ୍ୟସ୍ତରୀୟ କର୍ମଚାରୀ ଗଣ କନଭେନସରେ ଯୋଗ ଦେବା ଅବସରେ ଏମିତି କିଛି କହିଛନ୍ତି, ସୌମ୍ୟ ରଞ୍ଜନ ପଟ୍ଟନାୟକ"। ବିଜେପି ବିଜେଡି ମେଣ୍ଟକୁ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସେ ସ୍ବାଗତ କରିଥିବା କହିଛନ୍ତି।
ଆଉ ଏତିକି ବେଳେ ମେଣ୍ଟ ପ୍ରଶ୍ନ ଉଠିବାରୁ କ’ଣ କହୁଛନ୍ତି ସୌମ୍ୟ ବାବୁ।ତେବେ ବନ୍ଧୁଗଣ ବହୁଦିନ ପରେ ପୁଣିଥରେ ମୁହଁ ଖୋଲିଲେ ବରିଷ୍ଠ ରାଜନେତା ସୌମ୍ୟ ବାବୁ। ସୌମ୍ୟ କହିଲେ, ମେଣ୍ଟ ହେଲେ ଅସଲ ବିରୋଧୀ ଦଳର ଆବିର୍ଭାବ ହେବ। ଗଣତନ୍ତ୍ରରେ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି।
Bh
ବିଜେପି ବିରୋଧୀ ଦଳ ହୋଇ କେତେ ବିରୋଧ କରୁଥିଲା ତାହା ସମସ୍ତଙ୍କୁ ଜଣା। ସରକାରୀ ଦଳ ପରଦା ପଛରେ ଏକ ପରଦା ଆଗରେ ସଲାକୁସ୍ତି ଏଥିରୁ ମୁକ୍ତି ମିଳିବ। ସୌମ୍ୟ କହିଲେ, 'ଆଗରୁ ଲିଭିଇନ୍ ରିଲେସନ୍ ଥିଲା ଏବେ ମ୍ୟାରେଜ ରେଜିଷ୍ଟର ହୋଇଯିବ'।
ରାଜ୍ୟ ସ୍ଥରୀୟ ଗଣକନଭେସେସନ ବୈଠକରେ ଯୋଗ ଦେଇ ସୌମ୍ୟ ଏହା କହିଛନ୍ତି। ଏଥିରେ ଚିଟଫଣ୍ଡ ଜମାକାରୀମାନେ କେମିତି ଟଙ୍କା ପାଇବେ ସେନେଇ ଆଲୋଚନା ହୋଇଥିଲା। ଆଗରୁ ସୌମ୍ୟ ବାବୁ ଖବର କାଗଜରେ ଆମ ଘରର ହାଲଚାଲ ସମ୍ପାଦକୀୟ ଲେଖି ରାଜ୍ୟ ସରକାର ଏବଂ ବାବୁରାଜଙ୍କୁ ଟାର୍ଗେଟ କରିଥିଲେ।
ତେବେ କଥା ଏମିତି ହୋଇଥିଲା ଯେ, ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଏପରିକି ତାଙ୍କ ଖବରକାଗଜ ସଂସ୍ଥା ଉପରେ ମଧ୍ୟ ଚଢ଼ାଉ ହୋଇଥିଲା।

Advertisement