Mar 13, 2024, 09:05 IST

ହେ ଲଜ୍ୟା, କି କଥା ଏଗୁଡାକ.. ଆରେ ମେଣ୍ଟ ହେବ ଯଦି କଂଗ୍ରେସ୍ କୁ କେହି ଗୋଟେ ବି ଭୋଟ ଦେବେନି..

Vb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ବରିଷ୍ଠ ସାମ୍ବାଦିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ବିଜେଡି ରାଜ୍ୟ ର ଶାସକ ଦଳ ଏବଂ ବିଜେପି ରାଜ୍ୟ ର ମୁଖ୍ୟ ବିରୋଧୀ ଦଳ ଯେଉଁ ମାନେ ବିଜେଡି ବିରୁଦ୍ଧ ରେ ଲଢ଼ିବାକୁ ଜାଣୁଛନ୍ତି ,ପରିବର୍ତନ ଚାହୁଁଛନ୍ତି ସେମାନେ ଏହାରି ଭିତରେ ମାନସିକ ଭାବରେ ସ୍ଥିର କରି ବିଜେପି ଆଡ଼କୁ ଆକୃଷ୍ଟ ହୋଇଛନ୍ତି।
ସେହିପରି ବିଜେଡି ରେ ଯେଉଁ ମାନେ ଅଛନ୍ତି,ସେ ୨୪ ବର୍ଷ ହେଲାଣି ଶାସନ କରୁଛନ୍ତି,ବିଧାନସଭା ରେ ତାଙ୍କର ୧୧୩ ଟି ବିଧାୟକ ଅଛନ୍ତି।ଏବଂ ସେହି ଦଳ ରେ ସବୁ ଆସନ ପାଇଁ ଜଣେ କି ଦୁଇ ଜଣ ନୁହେଁ,୧୦ ରୁ ୧୫ ଆଶାୟୀ ପ୍ରାର୍ଥୀ ରହିଛନ୍ତି।
Gg
ସେମାନେ ଭାବୁଛନ୍ତି ଯେ ଯେହେତୁ ସମୁଦାୟ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ନିର୍ଭର କରୁଛି,ନବୀନ ପଟ୍ଟନାୟକ ଙ୍କ ବୟସ କୁ ସମସ୍ତେ ଭାବୁଛନ୍ତି ଯେ ସେମାନଙ୍କ ପାଇଁ ଏହା ହେଉଛି ଶେଷ ସୁଯୋଗ।ତେଣୁ ସେମାନେ ଲଢ଼ିବେ।ଶାସକ ଦଳ ଏବଂ ମୁଖ୍ୟ ବିରୋଧି ଦଳ ମେଣ୍ଟ କେଉଁଠି ହୁଏନି।
କିଛି ଜନମତ ଅସନ୍ତୋଷ ହୋଇଯିବେ।ଯେଉଁମାନେ ଅସନ୍ତୋଷ ହେବେ ସେମାନେ କଂଗ୍ରେସ ଆଡ଼କୁ ଯିବେ।ଏହାର ସମ୍ଭାବନା ମଧ୍ୟ ରହିଛି।କିନ୍ତୁ କାର୍ଯ୍ୟ ରେ କଂଗ୍ରେସ ଏପରି ସ୍ଥିତି ରେ ନାହିଁ ଏହି ଅସନ୍ତୋଷ ରୁ ବହୁତ ଗୁଡ଼ିଏ ଫାଇଦା ନିର୍ବାଚନ ଫଳାଫଳ ରେ ହାସଲ କରିନେବ।
Bh
ଆହୁରି ମଧ୍ୟ କହିଛନ୍ତି ଯେ ଯିଏ ଦେଶ ର ପ୍ରଧାନମନ୍ତ୍ରୀ ଅଛନ୍ତି,ଯିଏ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଅଛନ୍ତି ସେମାନେ ପ୍ରତିଦିନ ଗ୍ରାଉଣ୍ଡ ରୀୟାଲିଟି ବିଷୟରେ କିଛି ଖବର ପାଉଛନ୍ତି।ଲୋକସଭା କ୍ଷେତ୍ର ରେ ଏହି ଦୁଇ ଦଳ ଭିତରେ ମେଣ୍ଟ ହେଲେ କଂଗ୍ରେସ କୌଣସି ଆସନ ସହଜ ରେ ପାଇବେ ନାହିଁ ବୋଲି ସାମ୍ବାଦିକ କହିଛନ୍ତି।
ଯେତେବେଳେ ଚୁଡାନ୍ତ ନିଷ୍ପତି ନେଇଯିବ,ଫଳାଫଳ କୁ ସେମାନେ ବିଶେଷ ବଦଳାଇ ପାରିବେ ନାହିଁ।ନବୀନ ପଟ୍ଟନାୟକ ଥରେ ତାଙ୍କ ବକ୍ତବ୍ୟ ଦେଇଦେବା ପରେ ବିଜେଡି ରେ ଖୁବ୍ କମ୍ ଲୋକ ଅଛନ୍ତି ଏହା ବିରୁଦ୍ଧ ରେ ଖୋଲାଖୋଲି ବିଦ୍ରୋହ କୁ ଯିବେ।

Advertisement