ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଥର ଜେଲ ଯିବେ କେଜରିୱାଲ ଆଉ ଭାଙ୍ଗି ଯିବ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ। ଇଡି ଏବେ ସମନ୍ ପାଇଁ ପଠାଇଛି। ସେଥିପାଇଁ କୁହା ଯାଉଛି କି ନିଜ ଝାଡୁରେ ହିଁ ନିଜେ ସଫା ହୋଇ ଯିବେ ଅରବିନ୍ଦ କେଜରିୱାଲ।
ଜେଲ ରେ ରହି ସେ ଅଖା ଧୋଇବେ ଆଉ ଗୁଣ ମଧ୍ୟ ଗାଉ ଥିବେ। ଝାଡୁ ଧରିଥିବା ଲୋକଙ୍କର ହାତରେ ଏବେ ପଦ୍ମ ଧରାଇ ଦେବେ ନରେନ୍ଦ୍ର ମୋଦୀ। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଲୋକମାନେ କହୁଛନ୍ତି କି ଖୁବ ଶୀଘ୍ର ଅରବିନ୍ଦ କେଜରିୱାଲ ଜେଲ ଯିବେ। ଆଖି ଆଗରେ ହିଁ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ମଧ୍ଯ ଭାଙ୍ଗି ଯିବ। ସେ ଯେଉଁ ଆସନ ଉପରେ ଲକ୍ଷ ରଖିଛନ୍ତି ତାହା ହେଉଛି ଦେଶର ପ୍ରଧାନମନ୍ତ୍ରୀ ଆସନ।
ଆଉ ସେହି ଆସନରେ ବସିଥିବା ପ୍ରଧାନମନ୍ତ୍ରୀ ହିଁ ତାଙ୍କୁ ଏବେ ପାନେ ଦେବା ପାଇଁ ଯାଉଛନ୍ତି। ପୋଲିସ ଆସି କିଛି ସମୟ ମଧ୍ୟରେ ଘରେ ପସିବା ଅବସ୍ଥା ସୃଷ୍ଟି ହୋଇଛି।
ହେଲେ ଅରବିନ୍ଦ କେଜରିୱାଲ ଏବେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦଖୁଛନ୍ତି। ଆଉ ତାଙ୍କର ସ୍ବପ୍ନ ମଧ୍ୟ ଭାଙ୍ଗିବା ର ନାଁ ହିଁ ନେଉ ନାହିଁ। ଆଉ ଏବେ ତାଙ୍କର ଏହି ସ୍ବପ୍ନ ସ୍ବପ୍ନ ରେ ହିଁ ରହି ଯିବା ଭଳି ଲାଗୁଛି।
ଇଡି ଏବେ କେଜରିୱାଲ ଙ୍କୁ ନୋଟିସ ପଠାଇବା ପରେ ଏଭଳି କିଛି କଥାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେଥିପାଇଁ ଏବେ କୁହା ଯାଉଛି କି ଅଳିଆ ସଫା କରୁ କରୁ ନିଜେ ଝାଡୁ ହିଁ ସଫା ହୋଇ ଯିବ।
ଏବେ ଅରବିନ୍ଦ କେଜରିୱାଲ କଣ କରିବେ ତାହା ସେ ନିଜେ ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାନୁଆରୀ ୩ ତାରିଖରେ ପଚରା ଉଚୁରା ପାଇଁ ଅରବିନ୍ଦ କେଜରିୱାଲ ଙ୍କୁ ଇଡି ସମନ୍ କରିଥିଲା।
ହେଲେ ସେଠାରେ ସେ ହଜାର ହୋଇ ନଥିଲେ। ଆଉ ଏହାପରେ ତାଙ୍କ ଉପରେ ସମନ ହୋଇଥିଲେ ମଧ୍ୟ କେଜରିୱାଲ ହାଜିର୍ ହେବା ପାଇଁ ମଧ୍ୟ ମନା କରି ଦେଇଥିଲେ।