Sep 23, 2023, 10:07 IST

କଣ ପ୍ରଦୀପ ଆଉ ସୌମ୍ୟ ସତ କଥା କହିଦେଲେ ବୋଲି ତାଙ୍କୁ ପଦ ରୁ ବାହାର କରି ମିଳିଲା ଜନ ବିରୋଧୀ ଆଖ୍ୟା? ତାହାଲେ ଏମାନଙ୍କୁ ଛାଡ଼ିଦେଲେ ଆଉ ଯେତେ ମନ୍ତ୍ରୀ ରହିଲେ ସବୁ କଣ ଗୋଟେ ଚାଉଳ ରେ ଧୁଆ??

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଛନ୍ତି ଯେ ଆଗକୁ ନିର୍ବାଚନ ଅଛି।ଏଥିପାଇଁ ବିଜେଡି ଦଳ ରୁ କିଏ ଟିକେଟ ପାଇବ କିଏ ଟିକେଟ ପାଇବ ନାହିଁ ଏହାକୁ ନେଇ ରାଜନୀତି ରେ ଜୋର୍ ସୋର ରେ ଚର୍ଚ୍ଚା ଚାଲିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ସବୁଠାରୁ ପ୍ରିୟ ନେତା କିଏ ବୋଲି ଏବେ ସମସ୍ତେ ପ୍ରଶ୍ନ କରିଛନ୍ତି।
Special report
ସେ କାହାକୁ ଏଥର ଟିକେଟ ଦେବେ।କିଏ ବିଜେଡି ଦଳ ର ଜନପ୍ରିୟ ଓ କିଏ ଜନ ବିରୋଧୀ ନେତା।ନିକଟ ରେ ବିଜେଡି ଦଳ ର ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ଦଳ ରୁ ବିଦା କରା ଯାଇଛି।ସେ ସରକାର ଙ୍କ ଦୋଷ ଦୁର୍ବଳତା କୁ ପଦାରେ ପକାଇ ଦେଇ ଥିବାରୁ ତାଙ୍କୁ ଦଳ ରୁ ବାହାର କରି ଦିଆ ଯାଇଥିଲା।
ଏହା ପୂର୍ବ ରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ମଧ୍ୟ ଦଳ ରୁ ବିଦା କରି ଦିଆ ଯାଇଥିଲା।ସେ ଦଳ ବିଷୟରେ କହିବା ଯୋଗୁ ତାଙ୍କ ବିରୋଧ ରେ ଏକ ଅଭିଯୋଗ ଆସି ଥିଲା।ସେ ଲୋକ ଙ୍କୁ ଚାକିରି କରାଇ ଦେବା ନାମ ରେ ପଇସା ନେଇ ଠକି ଦେଉଥିଲେ।
ସୌମ୍ୟ ରଞ୍ଜନ ଓ ପ୍ରଦୀପ ଯଦି ଜନ ବିରୋଧୀ ନେତା ତେବେ ଅନ୍ୟ ମାନେ କଣ ଜନ ମଙ୍ଗଳ କରି ନେତା ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି।ସେମାନେ ମଧ୍ୟ ବିଭିନ୍ନ ଖରାପ କାମ ରେ ଲିପ୍ତ ଅଛନ୍ତି।ତେବେ ତାଙ୍କୁ କାହିଁକି ଦଳ ରୁ ବିଦା କରା ଯାଉ ନାହିଁ।ମୁଖ୍ୟ ମନ୍ତ୍ରୀ ଙ୍କୁ କଣ ସେସବୁ ଦେଖା ଯାଉ ନାହିଁ ବୋଲି କଂଗ୍ରେସ କର୍ମୀ ମାନେ କହିଛନ୍ତି।
Special report
ସଚିବ ଙ୍କ ବିରୋଧ ରେ କହି ପ୍ରଦୀପ ଓ ସୌମ୍ୟ ହେଲେ ହତାଦାର।ଯୁବତୀ ଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖି ପ୍ରେମ ପ୍ର-ତା-ର-ଣା ଦେଇଥିବା ଅଭିଯୋଗ ରେ ତିର୍ତ୍ତୋଲ ବିଧ୍ୟାୟକ ବିଜୟ ଶଙ୍କର ଦାସ କଣ ଜନପ୍ରିୟ ନେତା।ନା ମାହାଙ୍ଗା ଟ୍ରିପଲ୍ ମର୍ଡର ଘଟଣାରେ ମୁଖ୍ୟ ଥିବା
ମାହାଙ୍ଗା ବିଧାୟକ ପ୍ରତାପ ଜେନା କଣ ଜନ ପ୍ରିୟ।ତେବେ ଆମେ କାହାକୁ ଜନ ପ୍ରିୟ କହିବା।କେବଳ ସେହି ମାନେ ନୁହନ୍ତି। ପରୀ ହ-ତ୍ୟା କାଣ୍ଡ ରେ ମନ୍ତ୍ରୀ ଅରୁଣ ଙ୍କ ବିରୋଧ ରେ ଆସିଥିଲା ଅଭିଯୋଗ।ଏହାକୁ ମଧ୍ୟ ଅଣଦେଖା କରା ଗଲା।
ନମିତା ମେହେର ହ-ତ୍ୟା-କା-ଣ୍ଡ ରେ ହାତ ଥିବା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କଣ ଜନ ପ୍ରିୟ।ତେବେ ଆପଣ ମାନେ କୁହନ୍ତୁ ଏମାନଙ୍କ ଭିତରୁ ଜନ ପ୍ରିୟ କିଏ।ଯଦି ସୌମ୍ୟ ଙ୍କ ଭଳି ନେତା ଦୁର୍ନୀତିଗ୍ରସ୍ତ ତେବେ ସରକାର ଆଗରୁ କଣ କରିଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ଦଳ।
ଏମିତି ଦିନ ଆସିବ ଆପଣ ମାନେ ସମସ୍ତେ ଦେଖିବେ ଓଡ଼ିଶା ରାଜ୍ୟ ବିକ୍ରୀ ହୋଇ ଯିବ।ଏଭଳି ନେତା ମାନଙ୍କୁ ସରକାର କିପରି ଜନ ପ୍ରିୟ କହି ପାରୁଛନ୍ତି।ଯାହାକୁ ନେଇ ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ଉଠିଛି।

Advertisement