Updated: Sep 13, 2023, 11:39 IST

ପାଣ୍ଡିଆନ ଙ୍କ ବିରୋଧ ରେ ମୁହଁ ଖୋଲିବା ପଡ଼ିଗଲା କି ସୌମ୍ୟ ଙ୍କୁ ମହଙ୍ଗା ? ରାଗିଗଲେ ନବୀନ ଆଉ ସଙ୍ଗେ ସଙ୍ଗେ ବାହାର କରିଦେଲେ ଦଳ ରୁ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଖଣ୍ଡପଡ଼ା ବିଧ୍ୟାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ନିଜ ଦଳ ବିରୋଧୀ ମନ୍ତବ୍ୟ ଦେଇ ଏବେ ସାରା ଓଡ଼ିଶା ରେ ଚର୍ଚ୍ଚା ରେ ଅଛନ୍ତି।ସେ ସମ୍ବାଦ ପତ୍ରିକା ର ସମ୍ପାଦକ ଅଟନ୍ତି।ଏହା ଛଡା ସେ ଖଣ୍ଡପଡ଼ା ଅଞ୍ଚଳ ର ବିଧ୍ୟାୟକ।
Special report
ଏବେ ନବୀନ ପଟ୍ଟନାୟକ ନିଜେ ସଭା ସମିତି କୁ ଯାଇ ପାରୁ ନାହାଁନ୍ତି।ସେଥିପାଇଁ ସେ ୫ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ସବୁ ଆଡେ ପଠାଉଛନ୍ତି।ଏହାକୁ ବିରୋଧ କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ସହିତ ଦଳ ର ଅନ୍ୟ କିଛି ନେତା ମାନେ।ସମସ୍ତେ ପ୍ରଶ୍ନ କରିଛନ୍ତି କି ନବୀନ କଣ ଏତେ ଅପାରଗ ହୋଇ ଗଲେ ଯେ ତାଙ୍କ ବ୍ୟକ୍ତି ଗତ ସଚିବ କୁ ସବୁ ଆଡ଼େ ପଠାଉଛନ୍ତି।
ନିକଟ ରେ ସେ ଏକ ଲେଖା ତାଙ୍କ ସମ୍ବାଦ ଖବର କାଗଜ ରେ ଲେଖିଥିଲେ।ସେ ସେଥିରେ ଲେଖି ଥିଲେ କି ଆମ ପରିବାର ବିଷୟ ରେ।ପରିବାର ବିଷୟ ରେ ଲେଖି ସେ ବିଜେଡି ଦଳ ବିଷୟ ରେ ଲେଖି ଥିଲେ।ଦଳ ର ସବୁ କଳା କାରନାମା କୁ ପଦାରେ ପକାଇ ଦେଇଥିଲେ ସେ।
ସେ କହିଥିଲେ ମୋତେ କେହି ଦଳ ରୁ ବାହାର କରି ପାରିବେ ନାହିଁ।ଦଳ କାହାର ବାପା ସମ୍ପତି ନୁହେଁ।ଓ ମୋ ସମ୍ବାଦ ଖବର କାଗଜ ରେ ପ୍ରତିଦିନ ଏପରି ଲେଖିବି ଏହା ମୋର ନିଜ ସମ୍ପତି ।ଏଥିରେ କଣ ଲେଖିଲେ ଭଲ ହେବ ଏହା ମୋତେ ଠିକ୍ ଭାବେ ଜଣା।ମୋତେ କାହା ଠାରୁ ଉପଦେଶ ନେବାର ନାହିଁ।
Special report
ଏହା ପରେ ସେ ତାଙ୍କ ଖବର କାଗଜ ରେ ଖଣି ଖାଦାନ ବିଷୟ ରେ ହେଉଥିବା ଦୁର୍ନୀତି ବିଷୟ ରେ ଲେଖିଥିଲେ।ସେ ଲେଖିଥିଲେ ଏହିପରି ଯଦି ସରକାରୀ ବାବୁ ମାନେ ଖଣି ଖୋଳୀବେ ତେବେ ଦିନ ଆସିବ ଯେବେ ପୃଥିବୀ ପୃଷ୍ଠ ନଷ୍ଟ ହୋଇ ଯିବ।ଲୋକ ମାନେ ରହିବା ପାଇଁ ସ୍ଥାନ ପାଇବେ ନାହିଁ।
ଶେଷ ରେ ସମସ୍ତେ ମୃ-ତ୍ୟୁ ମୁଖ ରେ ପଡ଼ିବେ।ଅର୍ଥ ପାଇବା ପାଇଁ ସରକାର ଏପରି କରୁଛନ୍ତି ହେଲେ ଏହା ପୃଥିବୀ ପାଇଁ ବିପଦ କୁ ଡାକି ଆଣିଛି।ଏହା ପରେ ସେ ସିଧା ସଳଖ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଟାରଗେଟ କରିଥିଲେ।ତାଙ୍କର ଯଦି ରାଜ ନିତୀ ରେ ଯୋଗ ଦେବାକୁ ଅଛି ତେବେ ସେ ସରକାରୀ ଚାକିରି ଛାଡ଼ି ଦିଅନ୍ତୁ।
ଏପରି ସରକାରୀ ଚାକିରି କରି ରାଜନୀତି ରେ ବୁଲିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।ଏହା ପରେ ଅନେକ ମନ୍ତ୍ରୀ ମାନେ ତାଙ୍କ ବିରୋଧ ରେ ସ୍ୱର ଉତ୍ତୋଳନ କରିଥିଲେ।
ସେମାନେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ପାଇଁ ଅନେକ ଅପଶବ୍ଦ ବ୍ୟବହାର କରିଥିଲେ।ଯାହା ଫଳ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ଦଳ ର ସଭାପତି ପଦ ରୁ ବାହାର କରିଛନ୍ତି।

Advertisement