Updated: Sep 14, 2023, 11:54 IST

ନନ୍ଦିଘୋଷ ଟିଭି, ସକାଳ କୁ ଧୋଇ ଦେଲେ ସୌମ୍ୟରଞ୍ଜନ! ତମେ ସବୁ ମୋ "ସମ୍ବାଦ" ରୁ ସାମ୍ବାଦିକତା କଣ ଏମିତି ଶିଖି ଥିଲ କି ?

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବେ ଏଭଳି କିଛି କଥା କହିଛନ୍ତି ଯାହାକୁ ଶୁଣିବା ମାତ୍ରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେ କହିଥିଲେ କି ଟିଭି ଖଣ୍ଡେ ଖଣ୍ଡେ ଅଛି ବୋଲି ରାଜନୀତି କରା ଯାଉଛି।
Special report
ମାତ୍ର ଯଦି ଲୋକମାନେ ଟିଭି ଦେଖିବେ ନାହିଁ ତେବେ ରାଜନୀତି କେମିତି ହେବ। ଆଉ ଏବେ ଲୋକ ମାନେ ମଧ୍ୟ ଟିଭି ପଶନ୍ଦ କରୁ ନାହାଁନ୍ତି। ସେ କହିଛନ୍ତି କି ନିଜେ ନିଜର ଉଜ୍ବଳ ଭବିଷ୍ୟତ କଥା ଚିନ୍ତା କରିବା ଦରକାର।
କଣ କରିଲେ ଲୋକ ଅଧିକ ଟିଭି ଦେଖିବେ, ଆଉ କଣ କଲେ ଲୋକ ଅଧିକ ନିଉଜ ପେପର ରେ ଲେଖିଲେ ଲୋକମାନେ ପଢ଼ିବେ, ଏହାପରେ କହିଥିଲେ କି ସୌମ୍ୟ ରଞ୍ଜନ ପଟ୍ଟନାୟକ ବିରୁଦ୍ଧରେ ଲେଖିଲେ ଯଦି ପେପର ଅଧିକ ବିକ୍ରୀ ହେବ ବୋଲି ଭାବୁଛନ୍ତି
 ତେବେ ସେମାନେ ଦେଖିବେ ଆଗକୁ ତାଙ୍କର ବିକ୍ରୀ କେମିତି କମିବ। ସେ କହିଥିଲେ କି ନନ୍ଦିଘୋଷ ଓ ସକାଳ ପ୍ରତ୍ୟେକ ଦିନ ତାଙ୍କ ବିରୁଦ୍ଧରେ ଖବର ପ୍ରସାରଣ କରୁଛନ୍ତି।
Special report
ସେ କହିଥିଲେ କି ଯେଉଁ ମାନେ ସମ୍ବାଦ ରୁ ଯାଇ ନନ୍ଦିଘୋଷ ଓ ସକାଳରେ ଅଛନ୍ତି ସେମାନଙ୍କୁ ସେ କେବଳ ସାମ୍ବାଦିକତା ଶିଖାଇ ଥିଲେ। ଏଭଳି ଏସବୁ କରିବା ଆଦୌ ଶିଖାଇ ନଥିଲେ।
ସୌମ୍ୟ ରଞ୍ଜନ କହିଥିଲେ କି ତାଙ୍କୁ କେଉଁଠାରେ କିଏ ବିରୋଧ କରୁଛି ତାହା ସେ ଦେଖି ନାହାଁନ୍ତି। ପଞ୍ଚାୟତ ସମିତି ର ବୈଠକ ବସିଥିବା ବେଳେ ତାଙ୍କୁ ଗୋଟେ ହେଲେ ବି କେହି ପଞ୍ଚାୟତ ସମିତି ବିରୋଧ କରି ନାହାଁନ୍ତି ବୋଲି ସୌମ୍ୟ ରଞ୍ଜନ ନିଜେ କହିଛନ୍ତି।
ଏଭଳି ମିଡିଆ ବାଲା ଯେତେ ବୁ ପ୍ରଶ୍ନ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ପଚାରିଥିଲେ। ସେ ସବୁ ର ଖୋଲାଖୋଲି ଭାବରେ ସେ ଉତ୍ତର ଦେଇଥିଲେ। ଆଉ ସେ କୌଣସି ଭୁଲ କରି ନାହାନ୍ତି ବୋଲି କହିଥିଲେ।
ଏବେ ସୌମ୍ୟ ରଞ୍ଜନ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଦେଖି ସାରିଛନ୍ତି। ତେବେ ଆପଣ ଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ।

Advertisement