ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ରାଜ୍ୟ ସରକାର ବିଭିନ୍ନ ସମୟରେ ସବୁ ଜନସାଧାରଣଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିଥାନ୍ତି। ଆଉ ବର୍ତ୍ତମାନ ହିତାଧିକାରୀଙ୍କ ନିମନ୍ତେ ଯୋଜନା କରିଛନ୍ତି।
ଏହି ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପରେ ହିତାଧିକାରୀ ମାନେ ଖୁସି ହୋଇଯିବେ। କାରଣ ଏବେ ମିଳିବ ପ୍ରତି ପରିବାର ପିଛା ଏକ ହଜାର ଟଙ୍କା। କିଛିବି କାମ ନକରି ପାଇବେ ମାଗଣାରେ, ଏକ ହଜାର ଗୋଟିଏ ପରିବାରକୁ ଯୋଗାଇଦେବେ।
ତେବେ ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲଟିଛନ୍ତି ଅସହାୟଙ୍କର ସାହାରା। ଏବେ ଆଉ ଅର୍ଥ ଅଭାବ ରହୁବ ନାହିଁ। ଦରଦାମ ବୃଦ୍ଧିର ଚିନ୍ତା ମଧ୍ୟ ରହୁବ ନାହିଁ। ଦୋକାନ ରୁ ଆରାମରେ ସଉଦା ଆଣିପାରିବେ।
କାରଣ ସରକାର ଯୋଗାଇ ଦେବେ ଏକ ହଜାର ଟଙ୍କା। ପ୍ରତି ପରିବାର ପିଛା ମିଳିବ ଏହି ଟଙ୍କା। ଯାହାକି ଦୈନନ୍ଦିନ ଜୀବନରେ ଆପଣଙ୍କ ସହାୟକ ହେଇପାରିବ। ଏମିତି କିଛି ଶୁଭାରମ୍ଭ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟର ୫୫ ଲକ୍ଷ ୯୦ ହଜାର ପିଲାଙ୍କୁ ୧ ହଜାର ଟଙ୍କା ମିଳିବ। ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଦରଦାମ ବୃଦ୍ଧି ଅତିଆବ୍ୟଶକ ସାମଗ୍ରୀ କିଣି ବାରେ ଏହି ଅର୍ଥ ସହାୟକ ହେବ।
ଏହି ପରିବାରକୁ ହାତ ତିଆରି ଦୁଇଟି ବ୍ୟାଗ ବି ଦିଆଯିବ। ନିର୍ବାଚନ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା। ଏହି ଯୋଜନାରେ ୯୬ ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ।