Updated: Feb 10, 2024, 18:58 IST

ରାଜନୀତିରୁ ବିଦାୟ ନେଲେ ବରିଷ୍ଟ କଂଗ୍ରେସ ନେତା ସୁର ରାଉତରାୟ ଦେଖନ୍ତୁ ପୁଅକୁ କହିଲେ ମାଡ଼ି ଚାଲ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଜାଣିପାରିବେ କିଛି କଥା । ଆପଣମାନେ ରାଜନୀତି ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ନେତା ଜଣକ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନେତା ଜଣକ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
ବିଧାୟକ ସୁର ରାଉତରାୟ ସବୁବେଳେ ଲୋକଙ୍କ ଭଲ ପାଇଁ ଅନେକ କାମ କରିଥାନ୍ତି । ଆଉ ସେ ଜଣେ ଭଲ ନେତା ଅଟନ୍ତି । ଏହି ନେତା ଜଣକ ସବୁବେଳେ ଜନ ମଙ୍ଗଳ ପାଇଁ କାମ କରିଥାନ୍ତି ।
Special report
ଏବେ ଆପଣମାନେ ତାଙ୍କୁ ନେଇ ଆସିଥିବା ଖବର ଜାଣିବା ସହ ଆଉ କିଛି ଖବର ମଧ୍ୟ ପାଇପାରିବେ । ଆଜି ସେ ବିଧାୟକ ପଦରୁ ଅବସର ନେଇଛନ୍ତି । ଏହି ଅବସରରେ ସେ କେକ କାଟଥିବାର ନଜର ଆସିଛନ୍ତି । ନେତା ସୁର ରାଉତରାୟ ୧୯୭୭ ମସିହାରେ ରାଜନୀତିକୁ ଆସିଥିଲେ ।
ସେ ଏହି ମୁହୂର୍ତ୍ତ ପାଇଁ ଖୁସି ଅଛନ୍ତି । ଆଜି ସେ ବିଧାନସଭାରେ ମୁଣ୍ଡିଆ ମାରି ଆସିଛନ୍ତି । ସେ ଆଉ ଲଢ଼ିବେ ନାହିଁ ବୋଲି କହିଛନ୍ତି । ବିଧାୟକ ସୁର ଭାଇ କହିଛନ୍ତି ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀର ନେତା ପାଇଁ କସରତ କରିବେ ।
Special report
ଏବେ ଆଉ ସୁର ରାଉତରାୟ ଆଉ ରାଜନୀତି କରିବେ ନାହିଁ । ଆଉ ତାଙ୍କ ସାନ ପୁଅ ତାଙ୍କ ଜାଗାରେ ଛିଡ଼ା ହେବେ ବୋଲି ସେ କହିଛନ୍ତି । ଜଟଣୀ ଏରିଆ ଲୋକମାନେ ବହୁତ ଭଲ ଅଟନ୍ତି । ଜଟଣୀବାସୀ ବହୁତ ପର ଉପକାରୀ ଏବଂ ଉଚ୍ଚ ଶିକ୍ଷିତ ଅଟନ୍ତି ।
ଜଟଣୀବାସୀଙ୍କୁ ସୁର ରାଉତରାୟ କହିଛନ୍ତି ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ସହଯୋଗ କରି ତାଙ୍କୁ ୨୦୨୪ ମସିହାରେ ନିର୍ବାଚନ ମଣ୍ଡଳୀକୁ ପଠାଇବେ । ସେ ମାଡିଚାଲ କହିଛନ୍ତି ଆଉ ଏହାସହ ସେ କେକ କାଟିଛନ୍ତି । ନେତା ସୁର ରାଉତରାୟ ପୁଅ ସହ ମିଶି କେକ କାଟିଛନ୍ତି ।
ସେ ନିଷ୍ଠାପର ଭାବରେ ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ପଶିଥିଲେ ଆଉ ସେ ତାହା ବି କରିଛନ୍ତି । ସେ ୪୮ଟି ହାଇସ୍କୁଲ, ୧୩ଟି କଲେଜ, ୧୦ଟି ମ୍ୟାନେଜମେଣ୍ଟ କଲେଜ, ବସଷ୍ଟାଣ୍ଡ , ଏଭଳି ଅନେକ କାମକରିଛନ୍ତି । ଶିକ୍ଷାର ପେଣ୍ଠ ସ୍ଥଳୀ ହୋଇଛି ଜଟଣୀ । ନେତା ସୁର ରାଉତରାୟ ଏଭଳି ଅନେକ କଥା ତାଙ୍କ ବିଦାୟୀ ସମୟରେ କହିଛନ୍ତି ।

Advertisement