Jul 18, 2023, 11:17 IST

ଅଭିନୟ ରେ କିଛି କରି ପାରିଲେନି ଅଭିଷେକ, ଶେଷରେ ରାଜନୀତି କୁ ଓହ୍ଲାଇଲେ, ମୁଁ ବାପା ମନ୍ତ୍ରୀ ହୋଇ ନିଶ୍ଚୟ ଦେଖେଇବି

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ନିର୍ବାଚନ କୁ ନେଇ ଅନେକ ଙ୍କ ମନ ରେ ଉତ୍କଣ୍ଠା ଜାତ ହୋଇଛି।ନିର୍ବାଚନ ଲଢିବା ପାଇଁ ବିଭିନ୍ନ ଦଳ ପ୍ରାୟ ପ୍ରସ୍ତୁତି ଜାରି ରଖିଛନ୍ତି।କେଉଁଠି କାହାକୁ ଟିକେଟ ଦେଲେ ଦଳ ଜିତି ପାରିବ ଏହାକୁ ନେଇ ଏବେ ଚିନ୍ତା କରା ଯାଇଛି।
Special report
ଅଭିନେତା ମାନଙ୍କୁ ଟିକେଟ ଦେଲେ ଦଳ ଜିତି ପାରିବ ବୋଲି ସମସ୍ତ ଙ୍କ ଆଶା।ଏହା ପୁର୍ବ ରୁ ମଧ୍ୟ ଅନେକ ଅଭିନେତା ଦଳ ରେ ନିର୍ବାଚନ ଲଢ଼ି ଜିତିଛନ୍ତି।ଏଥର ଗୋଟେ ନୁଆ ଖବର ସାମନା କୁ ଆସୁଛି।ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ବଚ୍ଚନ।
ଅଭିଷେକ ବଚ୍ଚନ କେଉଁ ଦଳ ର ପାର୍ଥି ହେବେ ଏ ଯାଏ ସୁଚନା ମିଳିନି।ଉତ୍ତରପ୍ରଦେଶ ରେ ବିଜେପି ଓ ସମାଜବାଦି ମଧ୍ୟ ରେ ପ୍ରବଳ ଟକ୍କର ଦେଖିବାକୁ ମିଳେ।ତେଣୁ ସମାଜବାଦି ଏଭଳି ଜଣେ ବ୍ୟକ୍ତି ଙ୍କୁ ଖୋଜୁଛି ଯିଏ ନିର୍ବାଚନ ରେ ଜିତି ପାରିବ।
Special report
ଅଭିଷେକ ବଚ୍ଚନ ଏଭଳି ଜଣେ ଅଭିନେତା ଯିଏ ନିଜ ଆଡକୁ ଆକର୍ଷଣ କରି ପାରିବ୍।ସମାଜବାଦୀ ପାର୍ଥି ଅଭିଷେକ୍ ଙ୍କୁ ପାର୍ଥି କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।ଅଭିଷେକ ବଚ୍ଚନ ଙ୍କର ସମାଜବାଦୀ ପାଟି ସହିତ ସମ୍ପର୍କ ବହୁ ପୁରୁଣା।ତାଙ୍କ ମା ଜୟା ବଚ୍ଚନ ମଧ୍ୟ ଏଥିରେ ସାଂସଦ ଅଛନ୍ତି।
ବିଜେପି କୁ ସବୁବେଳେ କଡା ସମାଲୋଚନା କରନ୍ତି ଏହି ଜୟା ବଚ୍ଚନ।ଏହା ପୂର୍ବ ରୁ ୧୯୮୪ ମସିହା ରେ ଅମିତାଭ ବଚ୍ଚନ କଂଗ୍ରସ ରୁ ଟିକେଟ ପାଇ ଥିଲେ।ସେ ଦଳ ସାଂସଦ ଭାବେ ନିର୍ବାଚିତ ହୋଇ ଥିଲେ।
Special report
ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମଲତା ଙ୍କୁ ପରାଜିତ କରିଥିଲା।ଯାହା ସେ ସମୟ ରେ ନିର୍ବାଚନ ରେ ଚହଳ ସୃଷ୍ଟି କରିଥିଲା।ହେଲେ ତାଙ୍କରି ପରିବାର ସଦସ୍ୟ ଏବେ ସମାଜବାଦୀ ଦଳ ରେ ଅଛନ୍ତି।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଯଦି ଅଭିଷେକ ବଚ୍ଚନ ନିର୍ବାଚନ ଲଢ଼ନ୍ତି ତେବେ ଦଳ କୁ ଆହ୍ଲାବାଦ ରେ ଜିତିବା ସହଜ ହେବ।କାରଣ ସେ ଜଣେ ଅଭିନେତା ଲୋକ ମାନଙ୍କ ସପୋର୍ଟ ତାଙ୍କ ଉପରେ ଯଥେଷ୍ଟ ଅଧିକ ଅଛି।ଲୋକ ମାନେ ତାଙ୍କୁ ବିଶ୍ବାସ କରନ୍ତି।
Special report
ଅନ୍ୟ ପଟେ ଏବେ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମଲତା ଙ୍କ କନ୍ୟା ରିତା।ଯଦି ଏମିତି ହୁଏ ତେବେ ଆଉ ଥରେ ବଚ୍ଚନ ଯୋଷି ଲଢେଇ ଦେଖିବାକୁ ମିଳିବ।

Advertisement