ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ବଡ଼ ଖବର ଆସି ପହଞ୍ଚିଛି କୁହା ଯାଉଛି କି ମୋଦି ସରକାର ଙ୍କ ପାଇଁ ବର୍ତ୍ତମାନ ଅଡ଼ୁଆ ବଢିବା ପାଇଁ ଯାଉଛି। ବିଜେପି କୁ ଘେରିବା ପାଇଁ କଂଗ୍ରେସ କରିଛି ଏକ ନୁଆ ଗେମ୍ ପ୍ଲାନ୍।

ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ଆଣିବାକୁ ଯାଉଛି ଏକ ପ୍ରମୁଖ ଅସ୍ତ୍ର। କେନ୍ଦ୍ରରେ ମୋଦୀ ସରକାର ଙ୍କୁ ଘେରିବା ପାଇଁ କଂଗ୍ରେସ ଏକ ବଡ଼ ଜାଲ ବିଛେଇଛି। ରାହୁଲ ଗାନ୍ଧୀ କହିଛନ୍ତି କି ମଧ୍ୟବିତ୍ତ ଓ ନିମ୍ନ ସ୍ତର ଲୋକ ମାନଙ୍କ ଅବସ୍ଥା ବିଗିଡ଼ି ଯାଇଛି।
କେବଳ ଧନୀ ଶ୍ରେଣୀର ଲୋକ ମାନେ ହିଁ ଖୁବ୍ ଉପକୃତ ହେଉଛନ୍ତି। କଂଗ୍ରେସ ଆଗାମୀ ନିର୍ବାଚନରେ ମଧ୍ୟବିତ୍ତ ଲୋକ ମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ଏକ ନୁଆ ରଣନୀତି ପ୍ରସ୍ତୁତ କରିଛନ୍ତି।
ଏଥିପାଇଁ ଦଳ ଗତ ଦଶ ବର୍ଷର ଆୟକର ରିଟର୍ନ ତଥ୍ଯ ଆଣିଛନ୍ତି। ଆଉ ଏହି ଆକଳନ ଦର୍ଶାଉଛି ଯେ ଧନୀ ଏବଂ ମଧ୍ୟବିତ୍ତ ମାନଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ବ୍ୟବଧାନ ବଢି ଯାଇଛି। କଂଗ୍ରେସ ର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି,

ଯେ ଖୁବ ଶୀଘ୍ର ଏହାକୁ ଜନ ସାଧାରଣ ଙ୍କୁ ଅବଗତ କରାଯିବ। ଭାରତ ଯୋଡ଼ ଯାତ୍ରା ସମୟରେ ଅନେକ ମଧ୍ୟବିତ୍ତ ପରିବାର ର ଲୋକ ରାହୁଲ ଗାନ୍ଧୀ ଙ୍କୁ ଭେଟି ଥିଲେ। ସେମାନେ କହିଥିଲେ ଯେ ସେମାନଙ୍କର ଆୟ ହ୍ରାସ ପାଇଛି ଆଉ ତାଙ୍କର ଖର୍ଚ୍ଚ ବଢ଼ି ଚାଲିଛି।
ଲୋକଙ୍କ ସହ ଏହି ଆଲୋଚନା ପରେ ରାହୁଲ୍ ଗାନ୍ଧୀ ଅର୍ଥ ବିଶେଷଜ୍ଞ ଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ। ଆସନ୍ତା ସମୟରେ ଉଠୁଥିବା ଏହି ପ୍ରଶ୍ନ କୁ କଂଗ୍ରେସ ସାର୍ବଜନୀନ କରିବ।
ଏହି ପ୍ରଶ୍ନ ଗୁଡ଼ିକୁ ମଧ୍ୟ ସାରା ଦେଶରେ ପ୍ରଚାରର ମାଧ୍ୟମ କରିବାକୁ ଯାଉଛି କଂଗ୍ରେସ। କଂଗ୍ରେସ ର ଏହି ଅଭିଯାନର ମୁଖ୍ୟ ଲକ୍ଷ ହେଉଛି ମଧ୍ୟବିତ୍ତ ପରିବାର ର ଲୋକ ମାନଙ୍କୁ ଏହି ସମ୍ପର୍କରେ ପୁରା ସୂଚନା ପ୍ରଦାନ କରିବା।
ଏହି ମୌକା ସେ କଂଗ୍ରେସ ମଧ୍ୟବିତ୍ତ ଙ୍କ ପାଇଁ ମୋଦୀ ସରକାର ଙ୍କ ସମୟରେ ଯେଉଁ ଚାଲେଙ୍ଗ ଆସିଛି ତାହାକୁ ସମସ୍ତ ଦେଶବାସୀ ଙ୍କ ସମ୍ମୁଖ ରେ ମଧ୍ୟ ଉପସ୍ଥାପନ କରିବାକୁ ଯାଉଛି।