Oct 2, 2023, 11:13 IST

ରାହୁଲ ଙ୍କ ନିର୍ବାଚନୀ ନାଟକ ଦେଖି ହସିଲେ ମୋଦୀ, କହିଲେ ଯେତେ ନାଟକ କରିବାର କଥା କର ହେଲେ କଂଗ୍ରେସ ହାରିବ

Special report

ନମସ୍କାର ପାଠକ ବନ୍ଧୁ।ଭାରତ ରେ ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ଲୋକ ଙ୍କୁ ଆକର୍ଷିତ କରିବା ପାଇଁ ଲାଗି ପଡ଼ି ଲେଣୀ।କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଦଳ ଏବେ ଓବିସି ବର୍ଗ ର ମହିଳା ମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି।
Special report
 ସଂସଦ ରେ ଓବିସି ମହିଳା ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ର ବ୍ୟବସ୍ଥା କରା ଯାଇଛି।ଏହାକୁ କଂଗ୍ରେସ ମଧ୍ୟ ବହୁତ ସମର୍ଥନ କରିଛନ୍ତି।ନିର୍ବାଚନ ରେ ନିଜ ନିଜ ଦଳ କୁ ଆଗକୁ ନେବା ପାଇଁ ଏମାନେ ଖୁବ୍ ଜୋର୍ ସୋର୍ ରେ ଲାଗି ପଡିଛନ୍ତି।
ସେପ୍ଟେମ୍ବର ଆରମ୍ଭ ରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ଵକର୍ମା ଯୋଜନା ର ଶୁଭାରମ୍ଭ କରିଥିଲେ।ଏଥିରେ ସେ ବଢେଇ କମାର,କୁମ୍ଭାର,ଓ ଅନ୍ୟାୟ ଜାତି ମାନଙ୍କ ପାଇଁ ବୃତ୍ତି ଯୋଗାଇ ଦେବେ।ଏମାନେ ସମସ୍ତେ ଓବିସି ଶ୍ରେଣୀ ର ଅଟନ୍ତି।ସବୁ ରାଜନୈତିକ ଦଳ ଏବେ ଓବିସି ବର୍ଗ ର ଲୋକ ଙ୍କ ଉପରେ ଗୁରୁତ୍ବ ଦେଉଛନ୍ତି।
Special report
ଏବେ ମୋଦୀ ମଧ୍ୟ ସେପରି କରୁଛନ୍ତି।ନିକଟ ରେ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀ ରେ ବଢେଇ ମାନଙ୍କ ସହିତ ଦେଖା କରିଥିଲେ।ଆଉ ସେମାନଙ୍କ ସହିତ ଆଲୋଚନା କରିଥିଲେ।ତାଙ୍କ ସହିତ ମିଶି କାମ ମଧ୍ୟ କରୁଥିଲେ ରାହୁଲ ଗାନ୍ଧୀ।
ଏହା ବ୍ୟତୀତ ସେ ଟ୍ରେନ ଲାଇନ୍ ରେ ଯାଇ କୁଲି ମାନଙ୍କ ସହିତ ଜିନିଷ ଉଠାଇ ଥିଲେ।ଓ ମେକାନିକ ମାନଙ୍କ ସହିତ ଗାଡ଼ି କାମ ମଧ୍ୟ କରିଥିଲେ।ଏଥିରୁ ଜଣା ଯାଉଛି ଯେ ରାହୁଲ ଗାନ୍ଧୀ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ନିଜ ଦଳ ପାଇଁ ଓବିସି ବର୍ଗ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି।
ସେମାନେ ତାଙ୍କ ଶକ୍ତି ମାଧ୍ୟମ ରେ ଓବିସି ଭୋଟ ପାଇବେ।ଏହା ଦ୍ବାରା ସେହି ବର୍ଗ ର କିଛି ମାତ୍ରା ରେ ବିକାଶ ହୋଇ ପାରିବ।ଯେଉଁ ଓବିସି ବର୍ଗ ର ଲୋକ ମାନଙ୍କ ପାଖରେ ଜମି ନାହିଁ।
ତାଙ୍କୁ ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରା ଯାଉଛି।ସେମାନେ କେବଳ ନିଜ ବୃତ୍ତି କରି କିଛି ଅର୍ଥ ରୋଜଗାର କରନ୍ତି।ସେମାନଙ୍କୁ ପଛୁଆ ବର୍ଗ ରୂପେ ଚିହ୍ନଟ କରା ଯାଏ।

Advertisement