Feb 9, 2024, 12:42 IST

ରାହୁଲ ଙ୍କ ଉପରେ ବିଜେପି ଲଗେଇଲା ସାଙ୍ଘାତିକ ଅଭିଯୋଗ, ଆରେ କୁକୁର କୁ ଦିଆ ଯାଉଥିବା ବିସ୍କୁଟ କୁ ରାହୁଲ ନିଜ ସମର୍ଥକ ଙ୍କୁ ଦେଉଛନ୍ତି....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାହୁଲ ଗାନ୍ଧୀ ଙ୍କୁ କଡ଼ା ଆକ୍ରମଣ କଲେ ଆସାମ ସିଏମ୍। କହିଲେକି ରାହୁଲ ତାଙ୍କର କର୍ମୀ ଙ୍କୁ କୁକୁର ବିସ୍କୁଟ ଦେଉଛନ୍ତି। କର୍ମୀ ଙ୍କୁ କୁକୁର ବିସ୍କୁଟ ଦେଉଥିବା ନେଇ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି।
Special report
ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ପୁଣି ଥରେ କଂଗେସ କର୍ମୀ ରାହୁଲ୍ ଗାନ୍ଧୀ ଙ୍କ ଉପରେ କଡା ଆକ୍ରମଣ କରିଛନ୍ତି। କଂଗ୍ରେସ ର ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ନେତୃତ୍ୱ ନେଉଥିବା ରାହୁଲ୍ ଗାନ୍ଧୀ ଙ୍କ ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଯେଉଁଥିରେ ସେ ଏକ କାର ଉପରେ ବସି କୁକୁରକୁ ବିସ୍କୁଟ ଦେଉଥିବାର ଦେଖିବାକୁ ମିଳିଥିଲା। ହେଲେ ସେହି ବିସ୍କୁଟ କୁ କୁକୁର ଖାଉ ନାହାଁନ୍ତି।
ଏହା ପରେ ସେହି ବିସ୍କୁଟ କୁ ପାଖରେ ଛିଡ଼ା ହୋଇଥିବା କିଛି କର୍ମୀ ମାନଙ୍କୁ ଦେଇ ଦେଇଥିଲେ। ଏହାପରେ ଆସାମ ର ମୂଖ୍ୟମନ୍ତ୍ରୀ କହିଥିଲେ କି କେବଳ ରାହୁଲ୍ ଗାନ୍ଧୀ ନୁହଁନ୍ତି ତାଙ୍କର ପରିବାର ବର୍ଗ ମଧ୍ୟ ତାଙ୍କୁ ଏହି ବିସ୍କୁଟ ଖାଇବାକୁ ଚେଷ୍ଟା କରିଥିଲେ।
Special report
ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏହି ଭିଡିଓ ଏବେ X ରେ ପୋଷ୍ଟ ହେବା ପରେ ରାହୁଲ ଗାନ୍ଧୀ ଙ୍କୁ ଏବେ ବିଭିନ୍ନ ଲୋକ ସମାଲୋଚନା କରୁଛନ୍ତି। ଭିଡିଓ ରେ ଦେଖିବାକୁ ମିଳିଛି କି ରାହୁଲ୍ ଏକ କୁକୁରକୁ ବିସ୍କୁଟ ଖୁଆଉ ଛନ୍ତି।
କୁକୁରଟି ଯେତେବେଳେ ବିସ୍କୁଟ ଖାଉ ନାହିଁ ସେତେବେଳେ ସେ ସେହି ବିସ୍କୁଟ କୁ ସେଠାରେ ଛିଡ଼ା ହୋଇଥିବା ଏକ ସମର୍ଥକ ଙ୍କୁ ଦେଇ ଦେଇଛନ୍ତି। ରାହୁଲ ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି କରିଛି।
ସେ ତାଙ୍କର ଦଳୀୟ କର୍ମୀ ମାନଙ୍କୁ କୁକୁର ଭଳି ବ୍ଯବହାର କରନ୍ତି ବୋଲି ସୋସିଆଲ ମିଡିଆର ବ୍ୟବହାରକାରୀ ମାନେ ଏହା ମତ ଦେଇଛନ୍ତି। ଏନେଇ ଏବେ ମୁହଁ ଖୋଲିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
ରାହୁଲ୍ ତାଙ୍କର ସମର୍ଥକ ଙ୍କ ପ୍ରତି ଠିକ ବ୍ଯବହାର କରୁ ନଥିବା ବିଜେପି ଅଭିଯୋଗ ଆଣିଥିବା ବେଳେ ବିଶ୍ଵ ସରମା କରିଛନ୍ତି କେବଳ ରାହୁଲ୍ ଗାନ୍ଧୀ ଙ୍କ ତାଙ୍କର ପୁରା ପରିବାର ତାଙ୍କୁ ଏହି ବିସ୍କୁଟ ଖୁଆଇ ପାରିବେ ନାହିଁ।

Advertisement