ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ବିଜେପି ଓ ବିଜେଡ଼ି ମଧ୍ୟରେ ଥିବା ବିବାଦ ବଢ଼ିବାରେ ଲାଗିଥିବା ବେଳେ ଏହା ଥମିବାର ନାଁ ହିଁ ନେଉ ନାହିଁ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ସଂସଦ ଗୃହ ଭିତରେ ଦୁଇ-ତିନି ଯୁବକ ଡେଇଁ ସଂସଦ ଗୃହରେ ପ୍ରବେଶ କରିଥିଲେ। ସେ ସଂସଦ ଭିତରକୁ ଆସି ଧୂଆଁ ମଧ୍ୟ ବିସ୍ତାର କରିବାକୁ ଲାଗିଥିଲେ।
ମାତ୍ର ଏହାପରେ ସେଠାରେ ଥିବା ସମସ୍ତ ବିଜେପି ସାଂସଦ ପଳାଇ ଯାଇଥିଲେ। ଆଉ ରାହୁଲ୍ ଗାନ୍ଧୀ ଏହାକୁ ଆକ୍ଷେପ କରି କହିଛନ୍ତି କି ଏହାକୁ ହିଁ ସେମାନେ ଦେଶ ପ୍ରେମ ବୋଲି କହିଥାନ୍ତି।
ଯିଏକି ଅସୁବିଧା ପଡ଼ିବା ମାତ୍ରେ ହିଁ ସବୁ ପ୍ରମାଣ କରି ଦିଅନ୍ତି। ପ୍ରଥମେ ସବୁଠାରୁ ବଡ ପ୍ରଶ୍ନ କି ଅଜଣା ଯୁବକ ସଂସଦ ମଧ୍ୟକୁ କିଭଳି ପ୍ରବେଶ କରି ପାରିଲେ। ଏହାକୁ ନେଇ ସଂସଦ ର ସୁରକ୍ଷା ଉପରେ ହିଁ ପ୍ରଶ୍ନ ଉଠିବାରେ ଲାଗିଛି।
ଆଉ ସେମାନେ ଏଭଳି କରିବା ପଛରେ କଣ ବେରୋଜଗାରି ହିଁ କାରଣ ଥିଲା ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ଯ କହିଛନ୍ତି କି ଆମ ଦେଶର ମିଡ଼ିଆ ଏହା ଦେଖେ ନାହିଁ କି ଦେଶରେ କେତେ ବେରୋଜଗାରୀ ଅଛନ୍ତି
ମାତ୍ର ଏହା ଦେଖାଇ ଥାଏ କି ରାହୁଲ ଗାନ୍ଧୀ କେଉଁ ନିଲମ୍ୱିତ ସାଂସଦ ମାନଙ୍କ ଭିଡିଓ କରିଥିଲେ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ରାହୁଲ ଗାନ୍ଧୀ ଏବେ ଏଭଳି କିଛି କଡା ପ୍ରତିକ୍ରିୟା ଦେଇଛନ୍ତି।
ରାହୁଲ୍ ଗାନ୍ଧୀ ଙ୍କ ଏହି ବାର୍ତ୍ତା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।। ଯେଉଁଥିରେ କି ସେ ସଂସଦ ଅନୁପ୍ରବେଶ ମାମଲାରେ ସିଧା ବିଜେପି କୁ ହିଁ ଟାର୍ଗେଟ୍ କରି ଅନେକ କଥା କହି ଥିବାର ନଜର ଆସିଛନ୍ତି।
ତେବେ ରାହୁଲ ଗାନ୍ଧୀ ଙ୍କ ଏହି ବୟାନବାଜି ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।