Updated: Mar 5, 2024, 11:45 IST

ଅମ୍ବାନୀ ବାହାଘର ରେ ଟଙ୍କା ଉଡ଼ାଉ ଥିବା ଦେଖି କଟାକ୍ଷ କଲେ ରାହୁଲ,ଲୋକ ଏଠି ଖାଇବାକୁ ପାଉ ନାହାଁନ୍ତି ୟେ ଟଙ୍କା ଉଡାଉଛି..

Hhj

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Uuu
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଚର୍ଚ୍ଚାରେ ରହିଥାନ୍ତି।
କେତେବେଳେ ବଚ୍ଚନ ପରିବାର ବୋହୂ ଐଶରିୟାକୁ ନେଇ ତ ଆମ୍ବନି ପରିବାରକୁ ନେଇ କଡ଼ା ମନ୍ତବ୍ୟ ଦେଇଥାନ୍ତି।ଅନେକଥର ରାହୁଲ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ବିବୃତ୍ତିକୁ ଗଣମାଧ୍ୟମ ସ୍ଥାନ ଦିଆଯାଉ ନାହିଁ। ବରଂ ଅଯଥା ପ୍ରସଙ୍ଗକୁ ଗଣମାଧ୍ୟମରେ ପ୍ରସାରଣ କରାଯାଉଛି।
Hh
ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ସହ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ରାହୁଲ ଗାନ୍ଧୀ ରବିବାର ଅମ୍ବାନୀ ପରିବାରରେ ଚାଲିଥିବା ବିବାହ ସମାରୋହ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଅମ୍ବାନୀଙ୍କ ପରିବାରରେ ଏକ ବିବାହ ଅନୁଷ୍ଠିତ ହେଉଛି। 
ରାହୁଲ କହିଛନ୍ତି ସେହି ବିବାହକୁ ବିଭିନ୍ନ ସ୍ଥାନରୁ ଲୋକ ମାନେ ଆସୁଛନ୍ତି। ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମ ଚାଲିଛି। ଗ୍ବାଆଲିୟର ଲୋକ ମାନଙ୍କୁ ସମ୍ବନ୍ଧିତ କରି ରାହୁଲ ଗାନ୍ଧି କହିଛନ୍ତି ଯେ ଟିଭିରେ ଦେଖାଯିବ ଅମ୍ବାନୀଜିଙ୍କ ପୁଅ ବିବାହ କରୁଛନ୍ତି।
ଏହି ବିବାହ ବହୁ ଧୁମଧାମର ସହ ଚାଲିଛି। ବିଶ୍ବର ବିଭିନ୍ନ ସ୍ଥାନରୁ କୋକ ମାନେ ଆସୁଛନ୍ତି। ବାସ୍ତବରେ ରାହୁଲ ସବୁବେଳେ ଅଭିଯୋଗ କରନ୍ତି ଯେ ତାଙ୍କ ବିବୃତ୍ତିକୁ ଗଣମାଧ୍ୟମରେ ସ୍ଥାନ ଦିଆଯାଉ ନାହିଁ।

Advertisement